Home

ଶେଷରେ ଗିରଫ ହେଲେ ଏକାଧିକ ଅବକାରୀ ମାମଲା ରହିଥିବା ଅଭିଯୁକ୍ତ

ନିଶ୍ଚିନ୍ତକୋଇଲି,୨୫।୨(ସ୍ବ.ପ୍ର.): କଟକ ଜିଲା ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଦଳ ନିଶ୍ଚିନ୍ତକୋଇଲି ଅବକାରୀ ଥାନା ଅଧିନସ୍ଥ ନତକାଇ ପଞ୍ଚାୟତ ଏକରୁଖୀ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଉପରେ ଚଢ଼ାଉ କରି ୨୪ କିଲୋ ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ…

ଘରେ ପଶି କଲେଜ ଛାତ୍ରୀଙ୍କ ହାତଗୋଡ଼ ବାନ୍ଧି କିରୋସିନ୍‌ ଢ଼ାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଉଦ୍ଧାର ପରେ ଏସ୍‌ସିବି ସ୍ଥାନାନ୍ତର

କଟକ ଅଫିସ,୨୫।୨: କଟକ ଜିଲା ମାନସିଂପାଟଣା ମସ୍ତରାମ ମଠ ଗଳିରେ ଥିବା ଏକ ଭଡ଼ାଘରେ ଜଣେ କଲେଜ ଛାତ୍ରୀଙ୍କ ହାତ ଗୋଡ଼ ବାନ୍ଧି କିରୋସିନ ଢ଼ାଳି ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ରୁ ୧୨ରେ ଘଟଣା ଘଟିଥିବା ବେଳେ…

ଓକିଲଙ୍କ ଅଫିସ ତାଲା ଭାଙ୍ଗି ନଗଦ ଟଙ୍କା, ଫାଇଲପତ୍ର ନେଇଗଲେ ଦୁର୍ବୃତ୍ତ

ପୁରୁଷୋତ୍ତମପୁର,୨୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ରଥସାହି ଛକଠାରେ ବୁଧବାର ରାତିରେ ଦୁର୍ବୃତ୍ତମାନେ ଓକିଲ ସୀମାଞ୍ଚଳ ମିଶ୍ରଙ୍କ ଅଫିସ ସହ କାଳୁ ସାମଲଙ୍କ ଟେଣ୍ଟ ହାଉସ ଦୋକାନ, ଡାକ୍ତର ସରୋଜ କୁମାର ଦାଶଙ୍କ ହୋମିଓ କ୍ଲିନିକ, ଶାନୁ ସାମଲଙ୍କ ତେଜରାତି…

ସମଲିଙ୍ଗୀ ବିବାହକୁ ବିରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୫।୨: ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଛି। ସରକାର କହିଛନ୍ତି ଯେ, ଦୁଇ ସମଲିଙ୍ଗୀ ଏକାଠି ରହିବା ଅବା ଶାରୀରିକ ସମ୍ପର୍କ ରଖିବା ଘଟଣାକୁ ଭାରତୀୟ…

୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ ଆପତ୍ତିଜନକ କଣ୍ଟେ‌ଣ୍ଟ

ନୂଆଦିଲ୍ଲୀ,୨୫।୨: ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡ଼ିଆରୁ ଆପତ୍ତିଜନକ କଣ୍ଟେଟ୍‌ ହଟାଇବାକୁ ପଡ଼ିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ସୋସିଆଲ ମିଡ଼ିଆ ଏବଂ ଓଟିଟି (ଓଭର ଦ ଟପ୍‌) ପ୍ଲାଟଫର୍ମ ପାଇଁ ଗୁରୁବାର ମାର୍ଗଦର୍ଶିକା ଜାରି କରିଛନ୍ତି। ଏସମ୍ପର୍କିତ…

ନବବଧୂ ହତ୍ୟା ମାମଲା: ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର ଅଫିସ,୨୫।୨: ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଯୌତୁକ ଜନିତ ନବବଧୂ ହତ୍ୟା ମାମଲାରେ ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୃତ ନବବଧୂଙ୍କ ସ୍ବାମୀ, ଶ୍ବଶୁର, ଶାଶୁଙ୍କ…

ଦେଶରୁ ଶେଷ ହେଉଛି ବଂଶବାଦ ରାଜନୀତି: ମୋଦି

ପୁଡୁଚେରୀ,୨୫।୨: ଦେଶରୁ କଂଗ୍ରେସର ସାମନ୍ତବାଦୀ, ବଂଶବାଦ ତଥା ସଂରକ୍ଷଣ ରାଜନୀତି ଶେଷ ହେବାରେ ଲାଗିଛି। ସମ୍ପ୍ରତି ଇତିହାସରେ ପ୍ରଥମଥର ପାଇଁ ଲୋକ ସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ଶହେରୁ କମ୍‌ ରହିଛି। କଂଗ୍ରେସକୁ ଦେଶବାସୀ ପ୍ରତ୍ୟାଖାନ କରିଛନ୍ତି। ଧୀରେଧୀରେ ବିଭିନ୍ନ ରାଜ୍ୟରେ…

ଲୁକ୍‌କୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ମୌନୀ ରାୟ ଆଜିକାଲି ନିଜର ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ ମୌନୀ କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଜମହଲ ସାମ୍ନାରେ ଠିଆ ହୋଇଥିବା ବେଳେ ଟ୍ରାଡିଶନାଲ ତଥା…

ଅକ୍ଷରଙ୍କ ବୋଲିଂ ଦେଖି ଖୁସିରେ ଝୁମିଲେ ‘କ୍ରିକେଟର ଭଗବାନ’; ଟୁଇଟ୍‌ କରି କହିଲେ…

ଅହମ୍ମଦାବାଦ,୨୫।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଲଂଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳ ଜାରି ରହିଛି। ଏହି ଦିବାରାତ୍ର ମ୍ୟାଚ୍‌ର ପ୍ରଥମ ଦିନରେ ଚମକିଛନ୍ତି ଭାରତୀୟ ବୋଲର୍‌ ଅକ୍ଷର ପଟେଲ। ପ୍ରଥମ ପାଳିରେ ସେ ୨୧.୪ ଓଭର ବୋଲିଂ କରିଥିବା ବେଳେ…

ଝିଅ ପାଇଁ ସ୍ବତନ୍ତ୍ର ଗଜରା ତିଆରି କଲେ ମା’, ଛୁଟୁଛି ପ୍ରଶଂସାର ସୁଅ

ସାଧାରଣତଃ ମହିଳାମାନେ ମୁଣ୍ଡରେ ଗଜରା ବାନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି। ଜଣେ ମା ନିଜ ଝିଅ ପାଇଁ ଏକ ସ୍ବତନ୍ତ୍ର ଗଜରା ତିଆରି କରିଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଗଜରାର ଫଟୋ ଏବେ ସୋସିଆଲ ମିଡିଆରେ ତୀବ୍ର…

ମାତ୍ର ୧୭ ବର୍ଷରେ ମିସ୍‌ ୟୁନିଭର୍ସ ଇଣ୍ଡିଆ ହୋଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜି ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୯୪, ଫେବୃୟାରୀ ୨୫ରେ ଉତ୍ତରାଖଣ୍ଡର କୋଟଦ୍ୱାରରେ ସେ ଜନ୍ମଗହଣ କରିଥିଲେ। ଉର୍ବଶୀ ନିଜର ବୋଲ୍ଡ ଅନ୍ଦାଜ୍‌ ପାଇଁ ବେଶ୍‌ ଜଣାଶୁଣା। ସେ ନିଜର ସୁନ୍ଦରତା ପାଇଁ ଅନେକ ପୁରସ୍କାର…

ମୃତଦେହ ରାତିରେ ନୁହେଁ, କାହିଁକି ଦିନରେ ହୁଏ ବ୍ୟବଚ୍ଛେଦ; କାରଣ ଜାଣିଲେ…

ଆମ ମନକୁ ବେଳେବେଳେ ଏମିତି କିଛି ପ୍ରଶ୍ନ ଆସେ ଯାହାର ଉତ୍ତର ଖୋଜିବା କଷ୍ଟକର ହୋଇଥାଏ। ଏହି ଯେମିତି ଏକ ପ୍ରଶ୍ନ ମନକୁ ଆସେ ପୋଷ୍ଟମର୍ଟମ ବା ମୃତଦେହ ବ୍ୟବଚ୍ଛେଦ କ’ଣ ପାଇଁ ଦିନରେ ହୋଇଥାଏ। କାହିଁକି ରାତିରେ ହୁଏନାହିଁ। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?