ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ
ସମ୍ବଲପୁର, ୮।୩(ବ୍ୟୁରୋ): ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ । ଜଙ୍ଗଲ ନିଆଁ ରୋକିବାକୁ ସମ୍ବଲପୁର ଡିଏଫ୍ଓ ସଞ୍ଜୀତ କୁମାର ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି । ଜଙ୍ଗଲରେ ନିଆଁ ଲଗାଇଲେ ତୁରନ୍ତ ଗିରଫ କରାଯିବ ବୋଲି ସେ ଚେତାବନୀ…
ଖଣି ଖାଦାନରେ କାମ କରୁଛି ଯନ୍ତ୍ର
ଯାଜପୁର ଅଫିସ,୮।୩: ଯାଜପୁର ଜିଲାର ଅଧିକାଂଶ ଖଣି ଖାଦାନରେ ଯନ୍ତ୍ର କାମ କରୁଛି। ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଅଞ୍ଚଳ ଲୋକେ କାମ ପାଉ ନାହାନ୍ତି। ଫଳରେ ସେମାନେ ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଛନ୍ତି। ପରିସ୍ଥିତି ଏପରି…
ବେଆଇନ ଗୋରୁ ଚାଲାଣ: କଣ୍ଟେନରରୁ ୧୦୨ ଉଦ୍ଧାର
ବାଲେଶ୍ବର ଅଫିସ, ୮।୩: ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ ନିକଟରୁ ବେଆଇନ ଗୋଚାଲାଣ ବେଳେ ରବିବାର ବିଳମ୍ବିତ ରାତିରେ ୨ କଣ୍ଟେନରରୁ ୧୦୨ ଗୋରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଗୋରୁଙ୍କୁ ବାମପଦାସ୍ଥିତ ମା’ ଭାରତୀ ଗୋଶାଳାରେ ରଖାଯାଇଛି। ପ୍ରକାଶ ଯେ,…
ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ଲାଗି ପ୍ରସ୍ତୁତି
ଡେରାଡୁନ୍,୮।୩: ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କୁ ହଟାଇବା ପାଇଁ ଦାବି ତୀବ୍ର ହେବାରେ ଲାଗିଛି। ଭାଜପାର ଅସନ୍ତୁଷ୍ଟ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଲାଗି ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ୪ ଜଣଙ୍କ ନାମକୁ…
ମରାଠା ରିଜର୍ଭେଶନ ମାମଲା: ରାଜ୍ୟ ସରକାରଙ୍କ ମତାମତ ଲୋଡ଼ିଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୮।୩: ମହାରାଷ୍ଟ୍ରରେ ମରାଠାଙ୍କ ପାଇଁ ସ୍ଥାନ ରିଜର୍ଭେଶନ ମାମଲାରେ ସୁପ୍ରିମ୍କୋର୍ଟ ସୋମବାର ସମସ୍ତ ରାଜ୍ୟ ସରକାରଙ୍କ ମତାମତ ଲୋଡିଛନ୍ତି। ରିଜର୍ଭେଶନ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ କି ନାହିଁ ତାହା କୋର୍ଟଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏହି ମାମଲାର…
ଦୁର୍ଲଭ ବତକ ଦେଖି ଆଶ୍ଚର୍ଯ୍ୟ ହେଲେ ମୁଖ୍ୟମନ୍ତ୍ରୀ, ସୋସିଆଲ ମିଡିଆରେ ଶେୟାର କଲେ ଫଟୋ
ଇଟ୍ଟାନଗର,୮।୩: ଅରୁଣାଚଳ ପ୍ରଦେଶରେ ପଶ୍ଚିମ ୟୁରୋପ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମାଣ୍ଡାରିନ ବତକ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି। ନିଜେ ଏହି ବତକକୁ ଦେଖି ଆଶ୍ଚର୍ଯ୍ୟ…
ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ: ଯୁବତୀ ମା’ଙ୍କ ଜୀବନ ଗଲା
କେସିଙ୍ଗା, ୮।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଞ୍ଚଳର ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଛି। କୌଣସି କାରଣକୁ ନେଇ ସୋମବାର ପୂର୍ବାହ୍ନରେ ପ୍ରେମିକ ଉକ୍ତ ଯୁବତୀଙ୍କୁ ଏକ ଛୁରିରେ ଆକ୍ରମଣ କରିଥିଲା। ଯୁବତୀଙ୍କ ମା’ ଝିଅକୁ ବଞ୍ଚାଇବାକୁ ଯାଇ ଆକ୍ରମଣର…
ସ୍ତ୍ରୀ, ଝିଅ ଫଟୋ ଶେୟାର କରି ଭାବପ୍ରବଣ ହେଲେ ବିରାଟ କୋହଲି
ସାରା ବିଶ୍ୱରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଏହି ବିଶେଷ ଦିନରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳାମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି।…
ସାବଧାନ! ଭୁଲ୍ରେ ବି ଗୁଗଲ୍ରେ ଏସବୁ କରନ୍ତୁନି ସର୍ଚ୍ଚ, ହୋଇପାରେ ଜେଲ
ଗୁଗଲ୍ ଏମିତି ଏକ ପ୍ଲାଟର୍ଫମ ଯାହା ବିନା ଆଜିକାଲି ସମୟରେ ସବୁକିଛି ଅଧୁରା। ଯେକୌଣସି ବିଷୟରେ ଜାଣିବାକୁ ଚାହୁଁଥିଲେ ଲୋକେ ସଙ୍ଗେ ସଙ୍ଗେ ଗୁଗଲ୍ର ସହାୟତା ନେଉଛନ୍ତି। ମାତ୍ର ଆପଣ ଜାଣନ୍ତି କି ଏମିତି କିଛି ପ୍ରସଙ୍ଗ ରହିଛି ଯାହାକୁ ଆପଣ…
ଏହି ଅଭିନେତ୍ରୀଙ୍କୁ ଫିଲ୍ମକୁ ଆଣିଥିଲେ ସଲମାନ, ଆଜି ସେ ସୁପରହିଟ୍
ମୁମ୍ବାଇ: ଦବଙ୍ଗ ଖାନ୍ ସଲମାନଙ୍କୁ ବଲିଉଡ୍ର ଗଡଫାଦର କୁହାଯାଏ। ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିବାର ନଜିର ରହିଛି। ଏହି ତାଲିକାରେ ପ୍ରଥମେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାମ ରହିଛି। ସଲମାନ ତାଙ୍କ ଫିଲ୍ମ ‘ଦବଙ୍ଗ’ ଜରିଆରେ ସୋନାକ୍ଷୀଙ୍କୁ ରଙ୍ଗୀନ ଦୁନିଆକୁ…
କାହାକୁ ବିବାହ କରିବେ ଜଶପ୍ରୀତ ବୁମ୍ରା
ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ପୂର୍ବରୁ ଟି -୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ତିନି…
୪୦ ବର୍ଷରେ ଗର୍ଭବତୀ ହେଲେ ଏହି ଅଭିନେତ୍ରୀ
ଟିଭି ଅଭିନେତ୍ରୀ କିଶ୍ୱର ମର୍ଚ୍ଚେଣ୍ଟଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କିଶ୍ୱର ଏବଂ ତାଙ୍କ ସ୍ବାମୀ ସୁୟଶ ରାୟ ଆଗାମୀ ଅଗଷ୍ଟରେ ମା’ବାପା ହେବାକୁ ଯାଉଛନ୍ତି। କିଶ୍ୱର ଏବେ ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ଅନେକ ସମୟରେ ବେବି ବମ୍ପ ସହ ସେ…

