ପାଖରେ ରହୁନାହିଁ କି ଟଙ୍କା? ଜାଣନ୍ତୁ ଚଞ୍ଚଳା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ନେଇ କ’ଣ କୁହନ୍ତି ଚାଣକ୍ୟ
ଜଣେ ଶ୍ରେଷ୍ଠ ବିଦ୍ୱାନ ହେବା ସହ ଦକ୍ଷ ଅର୍ଥନୀତିଜ୍ଞ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଜଣେ ବ୍ୟକ୍ତି ଜୀବନରେ ଅର୍ଥର ମହତ୍ୱକୁ ସେ ବୁଝିଥିଲେ। ସେ କୁହନ୍ତି, ଧନର ଦେବୀ ଲକ୍ଷ୍ମୀ। ସେ ସ୍ବଭାବରେ ଚଞ୍ଚଳ। ଏଣୁ ଧନର ସଞ୍ଚୟ କରାଯିବା ଉଚିତ।…
ଆଜିଠୁ ବଜେଟ୍ ଅଧିବେଶନ
ନୂଆଦିଲ୍ଲୀ,୨୯।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ୧୮ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ…
ମାଟିରେ ମିଶିଲା ୧୪୦ରୁ ଊର୍ଦ୍ଧ୍ୱ ଦୋକାନ
ଖୋର୍ଦ୍ଧା ଅଫିସ,୨୯।୧: ଖୋର୍ଦ୍ଧା ଜିଲା ଜଟଣୀ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଲାଗି ଅଧିକ ଜମିର ଆବଶ୍ୟକତା ରହିଛି। ଏଥିଲାଗି ସୀତାରାମ ଛକର ୧୪୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି। ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଦୋକାନୀମାନେ ନିଜ ହାତରେ ନିଜ ଦୋକାନକୁ ଭାଙ୍ଗିଛନ୍ତି।…
ମା-ବାପାଙ୍କ ଆଖି ସାମ୍ନାରେ ଜଳିଗଲା ୩ ବର୍ଷର ଝିଅ
କେନ୍ଦ୍ରାପଡ଼ା ଅଫିସ,୨୯।୧: ମା-ବାପାଙ୍କ ଆଖି ସାମ୍ନାରେ ଜଳିଗଲା ୩ ବର୍ଷର ଝିଅ। ଏପରି ଅଭାବନୀୟ ଘଟଣା ଘଟିଛି ରାଜନଗର ବ୍ଲକ ଓକିଲପାଳ ଗାଁରେ। ଏହି ଗାଁର ରମାକାନ୍ତ ସାମଲ ଗୁରୁବାର ରାତିରେ ବିଲରେ ନିଜ ପରିବାର ସହିତ ଧାନ ଜଗିବା ପାଇଁ…
ଦୁଇ ଥାନା ପୋଲିସର ଖୋଳତାଡ଼, ମିଳୁନି ସୁରାକ
ଭୁବନେଶ୍ୱର,୨୯।୧(ବ୍ୟୁରୋ): ଭୁବନେଶ୍ୱର କୋଳଥିଆରୁ କୋରାପୁଟ କାର୍ ଭଡାରେ ନେଇ ଡ୍ରାଇଭରଙ୍କୁ ହତ୍ୟା ଓ ଗାଡ଼ି ଲୁଟ୍ ଘଟଣାକୁ ୨ଦିନ ବିତିଯାଇଛି। ଏହି ଘଟଣାରେ କାର୍ ଲୁଟ୍ ଗ୍ୟାଙ୍ଗ୍ର ସମ୍ପୃକ୍ତି ରହିଛି ନା ପୂର୍ବ ଶତ୍ରୁତାକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଛି ତାହାକୁ…
ମାଟିତଳେ ମନ୍ଦିର ଭଗ୍ନାବଶେଷ
ପୁରୁଣା ଭୁବନେଶ୍ୱର,୨୯।୧(ଡି.ଏନ୍.ଏ.): ଏକାମ୍ର କ୍ଷେତ୍ରର ଉନ୍ନତି ପାଇଁ ମିଳିତ ଟିମ୍ ପକ୍ଷରୁ ଉଚ୍ଛେଦ ଓ ଖନନ ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ନିକଟ ଶୁକସାରୀ ମନ୍ଦିର ପରିସରରେ ଖନନ ବେଳେ ମାଟିତଳୁ ଏକ…
ଚିନିକଳ ସମ୍ପତ୍ତିର ପୁନଃ ଆକଳନ ହେଲା
ନୟାଗଡ ଅଫିସ,୨୯।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ଚିନିକଳ ସମ୍ପତ୍ତିର ପୁନଃ ଆକଳନ କରାଯାଇଛି । ମାଜିଷ୍ଟ୍ରେଟ ନୟାଗଡ ଉପଜିଲାପାଳ ଲଗ୍ନଜିତ୍ ରାଉତ ଓ ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କ ସମେତ ଆକଳନ ଟିମ୍ ଚିନିକଳରେ ପହଞ୍ଚିବା ପରେ ସେମାନଙ୍କୁ ଘେର…
ମୁନାଓ୍ବରଙ୍କୁ ମିଳିଲାନି ଜାମିନ
ଭୋପାଳ,୨୯।୧: ହିନ୍ଦୁ ଦେବଦେବୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ଷ୍ଟାଣ୍ଡଅପ୍ କମେଡିଆନ ମୁନାଓ୍ବର ଫାରୁକିଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ସେ ଏଭଳି କରି ନ ଥିବାର କୌଣସି ପ୍ରମାଣ ନ ଥିବାରୁ ତାଙ୍କୁ…
ପାମେଲାଙ୍କ ୫ମ ବିବାହ
ନୂଆଦିଲ୍ଲୀ,୨୯।୧: କାନାଡା-ଆମେରିକୀୟ ଅଭିନେତ୍ରୀ ତଥା ବଓ୍ବୋଚ୍ ଷ୍ଟାର ପାମେଲା ଆଣ୍ଡେରସନ ୫୩ ବର୍ଷ ବୟସରେ ପୁଣି ବିବାହ କରିଛନ୍ତି। ଏହା ତାଙ୍କର ୫ମ ବିବାହ। ଏଥର ନିଜ ବଡିଗାର୍ଡ ଡେନ୍ ହେହର୍ଷ୍ଟଙ୍କୁ ବାହା ହୋଇଥିବା ପାମେଲା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।…
କଏଦୀରୁ ରାଷ୍ଟ୍ରପତି
ବିସ୍କେକ୍,୨୯।୧: ପପୁଲିଷ୍ଟ ସାଦିର ଜାପାରୋଭ ଗୁରୁବାର କିର୍ଗିଜସ୍ତାନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ମାତ୍ର କିଛି ମାସରେ ଜଣେ କଏଦୀରୁ ଦେଶର ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରି ସେ ବେଶ୍ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୫୨ ବର୍ଷୀୟ ଜାପାରୋଭ ନିକଟରେ…
କୃଷକ ନେତାଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ
ନୂଆଦିଲ୍ଲୀ,୨୯।୧(ଆଇଏଏନ୍ଏସ୍): ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡରେ ସମ୍ପୃକ୍ତ କୃଷକ ନେତା, ଯେଉଁମାନଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା, ଦିଲ୍ଲୀ ପୋଲିସ ଗୁରୁବାର ସେମାନଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି। ସେମାନେ ଯେପରି ଦେଶ ଛାଡ଼ି ପଳାଇ ନ ଯିବେ, ସେଥିପାଇଁ…
ନାବାଳିକାଙ୍କ ହାତ ଧରିବା, ନିଜ ଜିପ୍ ଖୋଲିବା ଯୌନ ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ
ନାଗପୁର,୨୯।୧: ଜଣେ ନାବାଳିକାଙ୍କ ହାତ ଧରିବା ଓ ନିଜ ପ୍ୟାଣ୍ଟ୍ର ଜିପ୍ ଖୋଲିବା ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ଯୌନ ଅପରାଧ କିମ୍ବା ଉତ୍ତେଜିତ ଯୌନ ଉତ୍ପୀଡ଼ନ ପରିସରରେ ଆସୁନାହିଁ ବୋଲି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍…
Archives


