Home

ଆଖିରେ କଳା କନା ବାନ୍ଧି ବିଧାୟକଙ୍କ ବିକ୍ଷୋଭ ପ୍ରଦର୍ଶନ

ପାଟନା,୨୪।୩: ବିହାର ବିଧାନସଭାରେ ମଙ୍ଗଳବାର ହୋଇଥିବା ହଙ୍ଗାମା ପରେ ବିରୋଧୀ ଦଳଙ୍କ ପକ୍ଷରୁ ଶାସକଙ୍କୁ ଘେରିବା ଆରମ୍ଭ ହୋଇଛି। ବୁଧବାର ବିଧାନସଭା ପରିସରରେ ଆର୍‌ଜେଡି ଏବଂ କଂଗ୍ରେସ ବିଧାୟକମାନେ ଆଖିରେ କଳାକନା ବାନ୍ଧି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଶ୍ନକାଳ…

୭ ଦିନ ବନ୍ଦ ରହିବ ବ୍ୟାଙ୍କ୍‌, ଶୀଘ୍ର ସାରନ୍ତୁ କାମ

ନୂଆଦିଲ୍ଲୀ,୨୪।୩: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ ଅଛି, ତେବେ ତୁରନ୍ତ ଏହାକୁ ଶେଷ କରନ୍ତୁ । କାରଣ ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ମଧ୍ୟରେ ବ୍ୟାଙ୍କଗୁଡ଼ିକ କେବଳ ଦୁଇ ଦିନ ପାଇଁ ଖୋଲା ରହିବ। ମାର୍ଚ୍ଚ ୨୭ରେ…

ତୁମେ ଐଶ୍ୱର୍ଯ୍ୟାଙ୍କ ପାଇଁ ଯୋଗ୍ୟ ନୁହଁ, ଟ୍ରୋଲରଙ୍କ ଏହି କଥାରେ ଏମିତି ଉତ୍ତର ଦେଲେ ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଫିଲ୍ମ ‘ଦି ବିଗ୍‌ ବୁଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ତେବେ ଅନେକ ସମୟରେ ଅଭିଷେକ ସୋସିଆଲ ମିଡିଆରେ ଟ୍ରୋଲର ସମ୍ମୁଖୀନ ହୋଇଥାନ୍ତି। ଏହାର ଉପଯୁକ୍ତ ଜବାବ…

ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଏନ.ଭି ରମଣଙ୍କ ନାଁ ସୁପାରିସ କଲେ ବୋବଡେ

ନୂଆଦିଲ୍ଲୀ,୨୪।୩: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏନ.ଭି ରମଣ ଦେଶର ପରବର୍ତ୍ତୀ ସମ୍ଭାବ୍ୟ ପ୍ରଧାନ ବିଚାରପତି ହୋଇପାରନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେ ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ ରମଣଙ୍କ ନାମ ସୁପାରିଶ କରିଛନ୍ତି। ବୋବଡେ ଏପ୍ରିଲ ୨୩ରେ ଅବସର ନେଉଛନ୍ତି।…

ମେ’ ୨ରେ ଦିଦିଙ୍କ ବିଦାୟ ନିଶ୍ଚିତ: ମୋଦି

କୋଲକାତା,୨୪।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ମେ’୨ରେ ପ୍ରକାଶ ପାଇବ। ଏହି ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଦାୟ ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କାନ୍ଥିଠାରେ ଏକ ନିର୍ବାଚନ ରାଲିରେ ଯୋଗଦେଇ ଏଭଳି କହିଛନ୍ତି। ରାଜ୍ୟରେ ପ୍ରଥମ ଥର…

ଗାଈ ପେଟରୁ ବାହାରିଲା ୪୮ କିଲୋ ପ୍ଲାଷ୍ଟିକ୍‌

କୋଟା,୨୪।୩: ରାଜସ୍ଥାନର କୋଟା ସହରରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। କୋଟା ଡିଭିଜନ ମୁଖ୍ୟାଳୟରେ ଅବସ୍ଥିତ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ ପ୍ରାଣୀ ଚିକିତ୍ସକ ଅଖିଳେଶ ପାଣ୍ଡେଙ୍କ ଦ୍ୱାରା ଏକ ଗାଈର ପେଟ ଅପରେଶନ କରାଯାଇଛି। ଦୀର୍ଘ ୪…

ପ୍ରବଳ ବନ୍ୟା ମଧ୍ୟରେ ବିବାହ ବନ୍ଧନରେ ବାନ୍ଧିହେଲେ ବର-କନ୍ୟା: ଲିଫ୍ଟ ଦେଲା ହେଲିକପ୍ଟର

ବର୍ତ୍ତମାନ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସେଠାରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ସେଠାରୁ ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି, ଯାହାକୁ କେହି ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। ଅଷ୍ଟ୍ରେଲିଆର ବନ୍ୟା ପରିସ୍ଥିତି ମଧ୍ୟ ଏକ…

ରାଜ୍ୟପାଳଙ୍କୁ ଭେଟିଲେ ଭାଜପା ନେତା

ମୁମ୍ବାଇ,୨୪।୩: ମହାରାଷ୍ଟ୍ରରେ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କ ନେତୃତ୍ୱରେ ଭାଜପା ନେତା ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଭାଜପା ପକ୍ଷରୁ ଦାବି କରାଯାଇଛି। ଦେବେନ୍ଦ୍ର…

ମାର୍ଚ୍ଚ ୨୫ରେ ଶେଷ ହେବ ବଜେଟ ଅଧିବେଶନ !

ନୂଆଦିଲ୍ଲୀ,୨୪।୩: ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଲାମେଣ୍ଟର ବଜେଟ ଅଧିବେଶନ ସମୟ ପୂର୍ବରୁ ଶେଷ ହେବ। ଏହାକୁ ମାର୍ଚ୍ଚ ୨୫ରେ ଶେଷ କରାଯିବାର ସମ୍ଭାବନା ରହିଛି। ଏହା ଏପ୍ରିଲ୍‌…

ମନୁଷ୍ୟକୁ ବରବାଦ କରିପାରେ ଏହି ଛୋଟଛୋଟ ଭୁଲ: ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ

ଆଜି ବି ବେଶ୍‌ ଲୋକପ୍ରିୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର। ଏହାକୁ ଭଲ ଭାବେ ବୁଝି ଜୀବନରେ ପ୍ରୟୋଗ କଲେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯାଇଥାଏ। ନିଜର ନୀତିଶାସ୍ତ୍ରର ଏକ ଶ୍ଳୋକରେ ଚାଣକ୍ୟ ମନୁଷ୍ୟକୁ ବରବାଦ କଲାଭଳି ତଥା ସାରାଜୀବନ କଷ୍ଟ…

ମୋଟର ସାଇକେଲ ବୋମା ବିସ୍ଫୋରଣ: ୩ ମୃତ ୧୩ ଆହତ

କ୍ୱେଟା,୨୪।୩: ପାକିସ୍ତାନ ଆଫଗାନିସ୍ତାନ ସୀମାରେ ଥିବା କ୍ୱେଟାର ଚାମନ ଅଞ୍ଚଳରେ ଏକ ମୋଟର ସାଇକେଲ ବମୋ ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି…

ରାସ୍ତାରେ ଜମିଥିବା ପାଣିରେ ଗାଧୋଇଲେ ବ୍ୟକ୍ତି: ପଛରେ ରହିଛି ଏହି କାରଣ

ଇଣ୍ଡୋନେସିଆର ଏକ ରାସ୍ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ଜମିଥିବା ପାଣିରେ ବସି ଗାଧୋଉଥିବାର ଦେଖିବାକୁ ମିଳୁଛି। ଏହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ମଧ୍ୟ। ମାତ୍ର ଏହି ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?