ଗୁରୁଦ୍ୱାରରେ ପହଞ୍ଚି ପ୍ରସାଦ ବାଣ୍ଟିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ମୁମ୍ବାଇ,୩୦।୧୧-ସାରା ଦେଶରେ ଆଜି ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରାଯାଉଛି। ଏହି ଅବସରରେ ଅଭିନେତ୍ରୀ ପୂଜା ହେଗଡେ ମୁମ୍ବାଇର ସାନ୍ତାକ୍ରୁଜ ପଶ୍ଚିମରେ ଥିବା ପ୍ୟାଡି ପଥୋହର ଗୁରୁଦ୍ୱାରରେ ପହଞ୍ଚି ନାନକ ଜୀଙ୍କୁ ଦର୍ଶନ କରିଛନ୍ତି। ଏଥିସହ ଭକ୍ତମାନଙ୍କୁ ଖାଦ୍ୟ ଓ ଫଳ…
ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ଏହି ଡାଏଟ୍ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ
ନିୟମିତ ଜୀବନଶୈଳୀ ଏବଂ ସନ୍ତୁଳିତ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଲେ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ। ତେଣୁ କିଛି ଡାଏଟ୍ ପ୍ରତି ଧ୍ୟାନ ଦେଲେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେବ ନାହିଁ। ଜାଣନ୍ତୁ ଏ…
ଡିସେମ୍ବର ୩୦ ଯାଏ ବଢ଼ିଲା କୋଭିଡ-୧୯ କଟକଣା: ଡିସେମ୍ବର ୧୪ରୁ ଖୋଲିବ ମାରିନା ବିଚ୍
ଚେନ୍ନାଇ,୩୦।୧୧: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟଗୁଡ଼ିକରେ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ ତାମିଲନାଡୁର ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ଲକ୍ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। କିନ୍ତୁ ଡିସେମ୍ବର ୩୦ ଯାଏ କୋଭିଡ-୧୯ ସମ୍ବନ୍ଧୀୟ କଟକଣାକୁ…
ଉପକାରୀ ଉଷୁମ ପାଣି
ଉଷୁମ ପାଣିରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ସକାଳୁ ଖାଲି ପେଟରେ ଉଷୁମ ପାଣି ପିଅନ୍ତୁ। ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକର ସାବ୍ୟସ୍ତ ହୋଇଥାଏ। ଜଣେ ଆଜମା ରୋଗୀ ପ୍ରତିଦିନ ସକାଳୁ ଉଷୁମ ପାଣି ପିଇବା ଦରକାର। କାଶଜନିତ…
ଯେଜେରୋ କ୍ରେଟର
ଅନନ୍ତ ଓ ରହସ୍ୟପୂର୍ଣ୍ଣ ବିଶ୍ୱବ୍ରହ୍ମାଣ୍ଡ। ଯେଉଁଠି ରହିଛନ୍ତି ଅଗଣିତ ଛାୟାପଥ, କୃଷ୍ଣ ଗହ୍ବର, ଗ୍ରହ ଓ ନକ୍ଷତ୍ର। ସ୍ବର୍ଗ ଗଙ୍ଗା ହେଉଛି ଏପରି ଏକ ଛାୟାପଥ, ଯାହା ଭିତରେ ରହିଛି ଆମର ମନୋହର ସୌରମଣ୍ଡଳ। ସୌରମଣ୍ଡଳରେ ଆଠଟି ଗ୍ରହ ସୂର୍ଯ୍ୟ ଚାରିପାଖରେ…
ସାରାଙ୍କ ଲାଲ୍ ଡ୍ରେସ୍କୁ ନେଇ ଚର୍ଚ୍ଚା, ଦାମ୍ ରହିଛି…
ମୁମ୍ବାଇ: ଲକଡାଉନ୍ ହଟିବା ପରେ ଅଭିନେତ୍ରୀ ଅଭିନେତାମାନେ ସେମାନଙ୍କ ଫିଲ୍ମର ପ୍ରମୋଶନ କରୁଥିବା ନଜର ଆସିଛନ୍ତି। ତେବେ ସାରା ଅଲ୍ଲୀ ଖାନ୍ ଏବଂ ବରୁଣ ଧାଓ୍ବନ ତାଙ୍କର ଅଗାମୀ ଫିଲ୍ମ ‘କୁଲି ନମ୍ବର -୧’ର ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି। ୨୮…
‘ଇସ୍କ’କୁ ପୂରିଲା ୨୩ବର୍ଷ
ମୁମ୍ବାଇ: ବଲିଉଡ୍ ସୁପରହିଟ୍ ଫିଲ୍ମ ‘ଇସ୍କ’କୁ ୨୩ବର୍ଷ ପୂରିଛି। ନଭେମ୍ବର ୩୦ରେ ଏହି ଫିଲ୍ମକୁ ୨୩ ବର୍ଷ ପୂର୍ତ୍ତି ହୋଇଥିବାରୁ ବଲିଉଡ୍ର ପପୁଲାର ଅଭିନେତ୍ରୀ ଜୁହି ଚାଓ୍ବଲା ଖୁସି ବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ ଫିଲ୍ମର ଏକ କମେଡି ସିନ୍କୁ…
ଏହି କାରଣ ପାଇଁ ନଦୀକୁ ବିଏମ୍ଡବ୍ଲ୍ୟୁ କାର୍ ଫିଙ୍ଗିଦେଲେ ଯୁବକ, ଆଉ ତା’ ପରେ…
ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଥିବା ଜଣେ ଯୁବକ ଗିରଫ ହୋଇଛନ୍ତି। ଏହି ଯୁବକ ଜଣକ ଏକ ବିଏମଡବ୍ଲ୍ୟୁ କାର୍କୁ ନଦୀରେ ଫିଙ୍ଗି ଦେଇଥିଲେ। କାରଣ ଏକ ଭିଡିଓ ଶୁଟ୍ କରିବେ ବୋଲି ଯୁବକ ଜଣକ ଏପରି କରିଥିଲେ। ଅନ୍ୟପକ୍ଷରେ ଏହା…
ଭାରତ ପକ୍ଷରୁ ସୟାନୀ ଗୁପ୍ତାଙ୍କ ‘ଶେମଲେସ୍’ ଓସ୍କାର ପାଇଁ ମନୋନୀତ
ମୁମ୍ବାଇ ୩୦।୧୧: ବଲିଉଡ୍ ଅଭିନେତ୍ରୀ ସୟାନି ଗୁପ୍ତା, ହୁସୈନ ଦଲାଲା ଓ ରିଷଭ କପୁରଙ୍କ ଭଳି ଷ୍ଟାରର ଫିଲ୍ମ ‘ଶେମଲେସ୍’କୁ ଓସ୍କାର ପାଇଁ ଚୟନ କରାଯାଇଛି। ଆସନ୍ତା ବର୍ଷ ୯୩ତମ ଓସ୍କାର ଆଓ୍ବାର୍ଡ ସମାରୋହ ଆୟାଜିତ ହେବ। ଏଥିପାଇଁ ଲାଇଭ ଆକ୍ସନ…
ସ୍ବାମୀ ନିକ୍ଙ୍କ ପ୍ରତି ଅଭିଯୋଗ ଆଣିଲେ ଏହି ମହିଳା, ମୁହଁ ଖୋଲିନାହାନ୍ତି ପ୍ରିୟଙ୍କା
ମୁମ୍ବାଇ: ବଲିଉଡ୍ରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କର ଅନେକ ହଲିଉଡ୍ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ଏଥିସହ ତାଙ୍କୁ ଖୁବ୍ଶୀଘ୍ର ରାଜକୁମାର ରାଓଙ୍କ ସହ ବଲିଉଡ୍ ଫିଲ୍ମ ‘ ଦ ହ୍ବାଇଟ୍ ଟାଇଗର’ରେ ଦେଖିବାକୁ…
୩୨ ବର୍ଷ ତଳେ ଅନ୍ନଦାତାଙ୍କ ଆଗରେ ମୁଣ୍ଡ ନୁଆଇଁଥିଲେ ସରକାର: ଏବେ ହେବ କି ଏହାର ପୁନରାବୃତ୍ତି !
ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ନେଇ ଦେଶବ୍ୟାପୀ ଅନ୍ନଦାତାଙ୍କ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ପ୍ରଦର୍ଶନକୁ ୫ ଦିନ ବିତିଛି। ଏହା ୩୨ ବର୍ଷ ତଳେ ୧୯୮୮ ଅକ୍ଟୋବର ୨୫ରେ ହୋଇଥିବା ଚାଷୀ ଆନ୍ଦୋଳନକୁ ମନେ ପକାଇ ଦେଇଛି। ୧୪ ରାଜ୍ୟର ୫…
ଲେହେଙ୍ଗା ବଦଳରେ ପ୍ୟାଣ୍ଟ୍ଶାର୍ଟ ପିନ୍ଧି ବେଦୀକୁ ଆସିଲେ କନ୍ୟା, ଫଟୋ ଭାଇରାଲ
ସାଧାରଣତଃ ବିବାହ ସମୟରେ ଭାରତୀୟ କନ୍ୟାମାନେ ପାରମ୍ପରିକ ପୋଷାକରେ ନଜର ଆସିଥାନ୍ତି। ଲେହେଙ୍ଗାଠାରୁ ଆରମ୍ଭ କରି ବିଭିନ୍ନ ଗହଣା ପିନ୍ଧି ସଜେଇ ହୋଇଥାନ୍ତି। କେହି କେହି ଲେହେଙ୍ଗା ବଦଳରେ ଶାଢ଼ି ମଧ୍ୟ ପିନ୍ଧିଥାନ୍ତି। ମାତ୍ର ଏବେ ସମୟ ସହିତ ସବୁ ପରିବର୍ତ୍ତନ…
Archives


