ଲାଞ୍ଚ ଓ କର୍ତ୍ତବ୍ୟରେ ଅବହେଳା: ପୋଲିସ ଏସ୍ଆଇ ନିଲମ୍ବିତ, ଏଏସ୍ଆଇ ଗିରଫ
ପୁରୀ ଅଫିସ,୧୮।୧: ଲାଞ୍ଚ ନେବା ଓ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା ପୁରୀ ଜିଲା ପୋଲିସର ୨ଜଣ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏ ସଂକ୍ରାନ୍ତରେ ରବିବାର ଏକ ଖବରଦାତା…
ଏନ୍ଆଇପିଏମ୍ ଉତ୍କଳ ଚାପ୍ଟରର ନୂତନ ଅଧ୍ୟକ୍ଷ ରାଧାଶ୍ୟାମ
ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଧାଶ୍ୟାମ ମହାପାତ୍ର ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପର୍ସୋନେଲ ମ୍ୟାନେଜମେଣ୍ଟ (ଏନ୍ଆଇପିଏମ୍) ଉତ୍କଳ ଚାପ୍ଟରର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ଭୁବନେଶ୍ୱରଠାରେ ଏନ୍ଆଇପିଏମ୍ ଉତ୍କଳ ଚାପ୍ଚରର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ମହାପାତ୍ର ସର୍ବସମ୍ମତିକ୍ରମେ ଚାପ୍ଚରର ଅଧ୍ୟକ୍ଷ ମନୋନୀତ…
ଦୋଷ ଲୁଚାଇବା ପାଇଁ ନୂଆ ଫନ୍ଦି
ଯାଜପୁର ଅଫିସ,୧୮।୧: ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ସିହା ଗ୍ରାମପଞ୍ଚାୟତରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍) କାମରେ ଅନିୟମିତତା ଓ ଆର୍ଥିକ ହେରଫେର ହେଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଧରିତ୍ରୀରେ ନିୟମିତ…
ବୋମାମାଡ଼ ଘଟଣା: ୭ ଗିରଫ
ପୁରୀ ଅଫିସ,୧୮।୧: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ଘଟଣାରେ ପୁରୀ ବାସେଳିସାହି ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ବିପୁଳ ମାରଣାସ୍ତ୍ର ଜବତ ହୋଇଛି। ଏ ନେଇ ରବିବାର ପୁରୀ ଏସ୍ପି କନୱର ବିଶାଲ ସିଂ ଖବରଦାତା ସମ୍ମିଳନୀରେ…
କରୋନା ଟିକା ଯୋଗୁ ଓ୍ବାର୍ଡ ବୟଙ୍କ ହୋଇନି ମୃତ୍ୟୁ: ପୋଷ୍ଟମୋର୍ଟମ ରିପୋର୍ଟ
ମୋରାଦାବାଦ୍,୧୮।୧: କରୋନା ଟିକା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶ ମୋରାଦାବାଦ୍ରେ ଜିଲା ହସ୍ପିଟାଲରେ କାମ କରୁଥିବା ୪୬ ବର୍ଷ ବୟସ୍କ ଓ୍ବାର୍ଡ ବୟ ମହିପାଳ ସିଂଙ୍କୁ ଜାନୁୟାରୀ ୧୬ରେ କରୋନା ଟିକା ଦିଆଯାଇଥିଲା। ଟିକା ନେବାର କିଛି…
ଚମତ୍କାର ଇନିଂସ ଖେଳିବା ସତ୍ତ୍ୱେ ୱାଶିଂଟନ ସୁନ୍ଦରଙ୍କ ଉପରେ ରାଗିଲେ ବାପା
ଚେନ୍ନାଇ,୧୮।୧: ଡେବ୍ୟୁ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିବା ୱାଶିଂଟନ ସୁନ୍ଦରଙ୍କ ପ୍ରଶଂସା କରୁଛନ୍ତି। କିନ୍ତୁ ପୁଅ ଏକ ଶତକ ସ୍କୋର କରିବାରେ ବିଫଳ ହୋଇଥିବାରୁ ତାଙ୍କ ପିତା ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ରିସବେନ ଟେଷ୍ଟର ତୃତୀୟ ଦିନରେ ୱାଶିଂଟନ ସୁନ୍ଦର ୧୪୪…
କୋଇଲା ଡିପୋରେ ଏସ୍ଟିଏଫ୍ ଚଢ଼ାଉ: ୧୩ ଲକ୍ଷର ଲାମକୋକ୍ ସହ ୯ ଟ୍ରକ ଜବତ, ୧୧ ଗିରଫ
ଭୁବନେଶ୍ୱର,୧୮।୧(ବ୍ୟୁରୋ): ଚୌଦ୍ୱାର ଥାନା ଅଞ୍ଚଳରେ ଥିବା ବାବା ଧବଳେଶ୍ୱର କୋଇଲା ଡିପୋରେ ରବିବାର ଏସଟିଏଫ ଚଢ଼ାଉ କରି ଲାମକୋକ୍ ଚୋରା ଚାଲାଣରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ଓ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଡିପୋରେ ଲୋଡିଂ କରୁଥିବା ଜେସିବି ସହ…
ଇଣ୍ଟେରିୟର ହୋମ୍ରେ ଲାଗିଛି ୫୦ ଲକ୍ଷ ଠକେଇ ଟଙ୍କା
ଭୁବନେଶ୍ୱର,୧୮।୧(ବ୍ୟୁରେ): କିଡ୍ନୀ ଦେବାକୁ କହି ଲୋକଙ୍କଠାରୁ ବହୁ କୋଟି ଟଙ୍କା ଠକେଇ ର଼୍ୟାକେଟ୍ର ମାଷ୍ଟରମାଇଣ୍ଡ୍ କେନ୍ଦ୍ରାପଡ଼ାର ହିମାଂଶୁ ଭୂଷଣ ନନ୍ଦ ରିମାଣ୍ଡର ଦ୍ୱିତୀୟ ଦିନରେ ପୋଲିସକୁ ବହୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ହିମାଂଶୁ ଠକେଇ କରିଥିବା ଟଙ୍କାର ବଡ଼ଭାଗ ବିଭିନ୍ନ ବ୍ୟବସାୟରେ…
ସିରାଜ୍ଙ୍କ ଜାଲରେ ଫସିଲେ ଓ୍ବେଡ୍, ଲଜ୍ଜାଜନକ ରେକର୍ଡର ହେଲେ ଅଧିକାରୀ
ବ୍ରିସବେନ୍,୧୭।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ସିରାଜ ପ୍ରଥମେ ମାର୍ନୁସ ଲାବୁଶେନଙ୍କୁ ୨୫ ରନରେ ପାଭିଲିୟନରୁ ବିଦା କରିଥିବାବେଳେ ମାଥ୍ୟୁ ୱେଡଙ୍କ ଉଇକେଟ୍…
୨୧ରୁ ବିନା କୋଭିଡ୍ ରିପୋର୍ଟରେ ଦର୍ଶନ
ପୁରୀ ଅଫିସ,୧୮।୧: ଆସନ୍ତା ୨୧ତାରିଖରୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଦାରୁଦିଅଁଙ୍କ ଦର୍ଶନ ଆରମ୍ଭ ହେବ। ସ୍ବତନ୍ତ୍ର ଏସ୍ଓପି ମାନି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇପାରିବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ ବୋଲି ପୁରୀ ଜିଲାପାଳ…
ଦିଲ୍ଲୀରେ ୧୦ ମାସ ପରେ ଖୋଲିଲା ସ୍କୁଲ
ନୂଆଦିଲ୍ଲୀ,୧୮।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ରାଜଧାନୀ ଦିଲ୍ଲୀରେ ଗତ ୧୦ ମାସ ଧରି ସ୍କୁଲ ବନ୍ଦ ରହିଥିଲା। ତେବେ ସୋମବାର ସ୍କୁଲ ଖୋଲିଛି। ଏନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେମାନେ ବିଜୟ ସୂଚକ ଚିହ୍ନ ଦେଖାଇ ସ୍କୁଲରେ…
ପିକ୍ନିକ୍ ସ୍ପଟ୍: କରଞ୍ଜେଇ ପୀଠ
ଗଞ୍ଜାମ ସହରରେ ରହିଛି ବହୁ ଦୈବୀପୀଠ ଓ ପିକ୍ନିକ୍ ସ୍ପଟ୍, ସେଥିମଧ୍ୟରୁ ଶେରଗଡର କରଞ୍ଜେଇ ପୀଠ ଅନ୍ୟତମ। କରଞ୍ଜେଇ ଓ ପାକିଡି ପାହାଡ ମଝିରେ ରହିଛି ଏହି ମନୋରମ ସ୍ଥଳ। କିମ୍ବଦନ୍ତୀ ଅନୁଯାୟୀ ମୁନିଋଷିମାନେ ଏହି ପାହାଡରେ ତପସ୍ୟା କରି ସିଦ୍ଧିଲାଭ…
Archives


