Posted inଜାତୀୟ

ଶୈଳଜାଙ୍କ ସ୍ଥାନ ନେବେ ବୀଣା

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ କ୍ୟାବିନେଟ୍‌ରେ ମଙ୍ଗଳବାର ସାମିଲ ହୋଇଥିବା କମ୍ୟୁନିଷ୍ଟ ପାର୍ଟିର ବିଧାୟକ ବୀଣା ଜର୍ଜ ସ୍ବାସ୍ଥ୍ୟମନ୍ତ୍ରୀ ହୋଇପାରନ୍ତି। ବିଦାୟୀ ସ୍ବାସ୍ଥ୍ୟମନ୍ତ୍ରୀ କେ. କେ. ଶୈଳଜାଙ୍କ ସ୍ଥାନରେ ବୀଣାଙ୍କୁ ଦାୟିତ୍ୱ ଦିଆଯାଇପାରେ। ସାମ୍ବାଦିକତାରୁ ରାଜନୀତିକୁ ଆସି ମନ୍ତ୍ରୀ ହେବାରେ ୪୫ ବର୍ଷୀୟା ବୀଣା କେରଳ ବିଧାନସଭାରେ ପ୍ରଥମ ମହିଳା ହେବେ। ବିଭିନ୍ନ ମାଲୟାଲମ ଚ୍ୟାନେଲରେ ନ୍ୟୁଜ୍‌ ଉପସ୍ଥାପିକା ଭାବେ କାମ କରିଥିବା ବୀଣା ୨୦୧୬ରେ ଅରଣମୁଲା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୫ ବର୍ଷ ପରେ ବି ସେ ସେହି ଆସନରୁ ପୁନଃ ବିଜୟ ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶ କୁମାରଙ୍କ ଉପରେ ଆକ୍ରମଣ

ପାଟନା,୨୮।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ନିଜ ସହର ଭଖ୍‌ତିୟାରପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ତାଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ସଙ୍ଗେ...

ଦିଲ୍ଲୀ ଜୋତା କାରଖାନାରେ ନିଆଁ

ନୂଆଦିଲ୍ଲୀ,୨୪।୧୨: ରାଜଧାନୀ ଦିଲ୍ଲୀର ପିଛା ଛାଡୁନି ନିଆଁ। ମଙ୍ଗଳବାର ଏକ ଜୋତା କାରଖାନାରେ ନିଆଁ ଲାଗିଯାଇଥିବା ଜଣାପଡିଛି। ନରେଲା ଇଣ୍ଡଷ୍ଟ୍ରିରିଆଲ୍‌ ଅଞ୍ଚଳରେ ଥିବା ଏକ ଜୋତା...

ଭାରତରେ ଓମିକ୍ରନ୍‌ର ରହୁଛି ଏସବୁ ଲକ୍ଷଣ..

ନୂଆଦିଲ୍ଲୀ,୪ ।୧୨: କରୋନା ମହାମାରୀ ବେଳକୁ ବେଳ ମାରାତ୍ମକ ହେବାରେ ଲାଗିଛି । ଏବେ ଏହାର ନୂଆ ଭାରିଏଣ୍ଟ ଆଫ୍ରିକାରେ କାୟା ବିସ୍ତାର କରିଥିବା ବେଳେ...

ସ୍ବାମୀଙ୍କୁ ଆକ୍ରମଣ ପରେ ସ୍ତ୍ରୀଙ୍କୁ ଗଣବଳାତ୍କାର

ଆଗ୍ରା, ୩୧।୩ : ସ୍ବାମୀଙ୍କୁ ଆକ୍ରମଣ ପରେ ୧୯ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ଆଗ୍ରା ଜିଲାରୁ। ଦୁର୍ବୃତ୍ତମାନେ ଏହି...

ଖବରଦାତାଙ୍କ ପୋଷାକ ଖୋଲିଦେଲା ଏମ୍‌ପି ପୋଲିସ

ଭୋପାଳ,୭।୪: ମଧ୍ୟପ୍ରଦେଶର ଏକ ଥାନାରେ ପୋଲିସ ନିର୍ଦ୍ଦେଶରେ ଜଣେ ଖବରଦାତା, ଯାତ୍ରା କଳାକାରଙ୍କ ସମେତ ୮ଜଣଙ୍କୁ ପ୍ୟାଣ୍ଟସାର୍ଟ ଖୋଲିବାକୁ ପଡ଼ିଛି। ଉକ୍ତ ଫଟୋ ସୋସିଆଲ ମିଡିଆରେ...

କାହିଁକି କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଜାମିନ ଦେଲେ କୋର୍ଟ

ନୂଆଦିଲ୍ଲୀ,୧୦।୨: ଗତବର୍ଷ ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଗାଡ଼ି ମଡ଼ାଇ ୪ ଚାଷୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ...

ମହିଳାଙ୍କୁ ସାଲ୍ୟୁଟ କଲେ ରାହୁଲ

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ସମସ୍ତ ମହିଳାଙ୍କୁ ସାଲ୍ୟୁଟ କରିଛନ୍ତି। ସେ ଟୁଇଟ୍‌...

ଉତ୍ତର ଭାରତରେ ଏଥର ହାଡ଼ଭଙ୍ଗା ଶୀତ ପୂର୍ବାନୁମାନ…

ନୂଆଦିଲ୍ଲୀ,୨୬।୧୦: ଏଥର ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ହେବାର ପୂର୍ବାନୁମାନ କରାଯାଇଛି। ଏଠାରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କିମ୍ବା ଏହାଠାରୁ କମ୍‌ ରହିବ...

Advertisement
Archives

Model This Week