Home

ବିପୁଳ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ବଦଳୁନି ଅବସ୍ଥା

ପଟ୍ଟାମୁଣ୍ତାଇ,୧୨।୪(ସ୍ବ.ପ୍ର.): ପଟ୍ଟାମୁଣ୍ତାଇ ପୂର୍ତ୍ତ ବିଭାଗ ଅଧୀନରେ ଅଳଭା-ଗଣ୍ତାକିଆ ସାଢ଼େ ୧୦ କିମି ରାସ୍ତା ରହିଛି। ଜଳସମ୍ପଦ ବିଭାଗ ୨୦୧୪ରେ ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦେଇଛି। ରାସ୍ତାଟି ପଟ୍ଟାମୁଣ୍ତାଇ ଉତିକଣ, ରାଜନଗର, ମହାକାଳପଡ଼ା, କେନ୍ଦ୍ରାପଡ଼ା ଜିଲା ସଦର ମହକୁମା ଓ…

ଉପକାରୀ ଲବଙ୍ଗ ତେଲ

ଲବଙ୍ଗ ତେଲରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏହି ତେଲରେ ପ୍ରସ୍ତୁତ ଖାଦ୍ୟ ରକ୍ତକୁ ଆହୁରି ପରିଷ୍କାର କରିଥାଏ। ଏହି ତେଲରେ ପ୍ରସ୍ତୁତ ଖାଦ୍ୟ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ବୋଲି ୟୁନିଭର୍ସିଟି ଅଫ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ…

ବରଫ ସ୍ଖଳନ

କୌଣସି ତିଖ ପାହାଡ଼ର ପାର୍ଶ୍ୱରୁ ବରଫର ଏକ ବିଶାଳ ଖଣ୍ଡ ଖସି ତଳକୁ ଦ୍ରୁତ ଗତି କରିବା ଆରମ୍ଭ କଲେ ଏହାକୁ ବରଫ ସ୍ଖଳନ (Avalanche) କହନ୍ତି। କିଛି ପ୍ରାକୃତିକ ଘଟଣା ଯଥା ଭୂକମ୍ପ, ବୃଷ୍ଟିପାତ, ବାୟୁପ୍ରବାହ କିମ୍ବା ଉଚ୍ଚ ତାପମାତ୍ରା…

ଆଜି ରାଜ୍ୟରୁ ୧୭୪୧ ପଜିଟିଭ୍‌ ଚିହ୍ନଟ, ପୁଣି ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟରୁ ୧୭୪୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୩୦୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ହାତ ଗଢା ମାଟି ପାତ୍ରରେ ଜାପାନୀ ଛିଟା

ଭୁବନେଶ୍ୱର, ୧୧।୪ (ବ୍ୟୁରୋ)ରାକୁ ଚା’ ପାତ୍ରକୁ ଜଣେ ସୁପ୍ରସିଦ୍ଧ ଜାପାନୀ କଳାକାର ‘ତନକା ଚୋଜିରୋ’ ଷୋଡଶ ଶତାବ୍ଦୀରେ ଆରମ୍ଭ କରିଥିଲେ। ଚୋଜିରୋ ସେ ସମୟର ରାଜା ଶୋଗୁନ୍‌ ତୋୟୋତୋମୀ ହିଦେୟୋଶିଂକର ରାଜପ୍ରସାଦ ଛାତ ପାଇଁ ଏକ ସ୍ବତନ୍ତ୍ର ଖପର ପ୍ରସ୍ତୁତ କରିଥିଲେ।…

ଚୁଡ଼ି ପାଇଁ ରୋଗୀଙ୍କୁ ଫେରାଇ ଦେଲେ ଡାକ୍ତର

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟର ଅନ୍ୟତମ ପ୍ରମୁଖ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବାରେ ଚରମ ଅବହେଳା ଦେଖିବାକୁ ମିଳିଛି। ଚୁଡି ପିନ୍ଧିଥିବାରୁ ରୋଗୀଙ୍କ ଭଙ୍ଗା ହାତକୁ ପ୍ଲାଷ୍ଟର ନ କରି ଡାକ୍ତର ଫେରାଇ ଦେଇଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ହସ୍ପିଟାଲରେ ଚୁଡି ଭାଙ୍ଗିବାକୁ…

ଡେଲାଙ୍ଗରେ ନିର୍ବାଚନୀ ହିଂସା

ଡେଲାଙ୍ଗ,୧୨।୪(ଡି.ଏନ୍‌.ଏ): ପିପିଲି ଉପନିର୍ବାଚନ ପାଇଁ ରବିବାର ପ୍ରଚାର ଚାଲିଥିବାବେଳେ ପୁଣି ହିଂସାକାଣ୍ଡ ଘଟିଛି। ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ପଞ୍ଚାୟତର ବ୍ରାହ୍ମଣବାଡ଼ ଗ୍ରାମରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ୨ଜଣ ଭାଜପା କର୍ମୀ…

ଶୈବାଳ ଚାଷ : ଜଟାଧାର ମୁହାଣରେ ସଫଳ

ପାରାଦୀପ,୧୨।୪(ସ୍ବ.ପ୍ର.): ଉପକୂଳ ଓଡିଶାର ଗଞ୍ଜାମ, ପୁରୀ, ବାଲେଶ୍ବର ଓ ଜଗତସିଂହପୁର ଜିଲାର ୮ଟି ସ୍ଥାନରେ ପ୍ରଥମ ଥର ପାଇଁ ପେବୃୟାରୀ ଶେଷ ସପ୍ତାହରେ ଶୈବାଳ ଚାଷ ହୋଇଥିଲା। ସେଥରୁ ଜଗତସିଂହପୁର ଜିଲା ଏରସମା ବ୍ଲକ ଅଧୀନ ନୋଳିଆସାହି ପାଖ ଜଟାଧାରମୁହାଣ ଅଞ୍ଚଳରେ…

ରିଲିଜ୍‌ ହୋଇ ପାରୁନି ନୂଆ ସିନେମା

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ସଙ୍କଟ ଭିତରେ କଲବଲ ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତ। ଗତବର୍ଷଠାରୁ ମାସ ମାସ ଧରି ଲକ୍‌ଡାଉନ୍‌ ଓ ଶଟ୍‌ ଡାଉନ୍‌ ଯୋଗୁ ଚଳଚ୍ଚିତ୍ର କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିଲା। ଫିଲ୍ମ ହଲ୍‌ ଓ ଶୁଟିଂ ବନ୍ଦ ହୋଇଯିବାରୁ…

କୋଣାର୍କର ଐତିହ୍ୟପୂର୍ଣ୍ଣ ଦ୍ୱାଦଶ ନାମ

ଗୋଟିଏ ଉଦାହରଣରୁ ଆମେ ଜାଣିଲେ ଶ୍ରୀପଦ୍ମକେଶର ମନ୍ଦିରର ଶିଳ୍ପ ବୈଭବକୁ ଦେଖି ୟୁରୋପ ପଣ୍ଡିତଙ୍କର ଡ. ରାଜଗୁରୁଙ୍କୁ ପଚାରିଥିବା ଶଙ୍କା। ଏମିତି ବହୁ ଉଦାହରଣ ମିଳିବ। ଆମର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଦେଖିବା ପରେ ଆମେ ୟାଙ୍କୁ ଗଢ଼ିଛୁ କି ନାହିଁ,…

ଆହାର କେନ୍ଦ୍ର ତଦାରଖ ଲାଗି କୋଟିଏ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ୧୬୬ ଆହାର କେନ୍ଦ୍ର ପରିଚାଳନାରେ ୧୫୭ ମିଶନ ଶକ୍ତି ଗୋଷ୍ଠୀର ୨ ହଜାରରୁ ଅଧିକ ସଦସ୍ୟା ନିୟୋଜିତ ହୋଇଛନ୍ତି। ୨୦୨୦ ନଭେମ୍ବରରୁ ଏହି ମହିଳମାନେ ସଫଳତାର ସହ ଆହାର କେନ୍ଦ୍ର ପରିଚାଳନା କରୁଛନ୍ତି। ସରକାର…

୪୦ ବର୍ଷ ହେଲା ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରବିବାର କୋଲକାତାଠାରେ ବିଶିଷ୍ଟ ଉଦ୍ୟୋଗୀଙ୍କ ସହ ରାଜ୍ୟର ଶିଳ୍ପାୟନର ବିକାଶ ଏବଂ ଆର୍ଥତ୍କ ବୃଦ୍ଧି ପ୍ରସଙ୍ଗରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri