ଘରୁ ପଳାଇ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ ଫିଲ୍ମ ‘ଗୋଲମାଲ’(୧୯୭୯)ରେ ଉର୍ମି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ବିନ୍ଦିୟା ଗୋସ୍ବାମୀଙ୍କର ଆଜି ଅର୍ଥାତ୍ ଜାନୁଆରୀ ୬ ହେଉଛି ଜନ୍ମଦିନ। ସେ ନିଜଠାରୁ ୧୨ ବର୍ଷ ବଡ଼ ଜେପି ଦତ୍ତାଙ୍କ ସହ ଘରୁ ପଳାଇ ବିବାହ କରିଥିଲେ। ବିନ୍ଦିୟାଙ୍କ ପରିବାର…
୭ ରାଜ୍ୟରେ ବାର୍ଡ ଫ୍ଲୁ: ପଞ୍ଚକୁଲାରେ ୧୦ ଦିନରେ ୪ ଲକ୍ଷରୁ ଅଧିକ ପକ୍ଷୀ ମୃତ
ନୂଆଦିଲ୍ଲୀ,୬।୧: ଦେଶର ୭ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ଆତଙ୍କ ଦେଖାଦେଇଛି। ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଆଦି ରାଜ୍ୟରେ ସ୍ଥିତି ଖରାପ ହେବାରେ ଲାଗିଛି। ମଧ୍ୟପ୍ରଦେଶରେ ବାର୍ଡ ଫ୍ଲୁରେ ୩୭୬ କାଉଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ…
ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି: ଚିନ୍ତାରେ ବୈଜ୍ଞାନିକ
ଓ୍ବାଶିଂଟନ,୬।୧: ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି। ୫୦ ବର୍ଷ ତଳେ ଥିବା ପୃଥିବୀର ଘୂରିବା ବେଗ ଏବଂ ବର୍ତ୍ତମାନ ବେଗ ମଧ୍ୟରେ ପାର୍ଥକ୍ୟ ରହିଛି। ଏବେ ପୃଥିବୀ ନିଜ ଚାରିପଟେ ଘୂରିବା ପାଇଁ ୨୪ ଘଣ୍ଟାରୁ କମ୍ ସମୟ ନେଉଛି।…
ସଲମାନଙ୍କ ପାଇଁ ମା’ ହୋଇପାରିଥିଲେ ଏହି ଅଭିନେତ୍ରୀ
ଟିଭି ଏବଂ ବଲିଉଡ୍ କଳାକାରଙ୍କ ମଧ୍ୟରେ ଅନ୍ୟତମ କଶ୍ମିରା ଶାହା। ନିକଟରେ ତାଙ୍କୁ ରିଆଲିଟି ଶୋ’‘ବିଗ୍ ବସ୍’ରେ ଦେଖିବାକୁ ମିଳିଥିଲା। କିନ୍ତୁ ବିଗ୍ ବସ୍ ଘରେ ତାଙ୍କର ଯାତ୍ରା ବେଶିଦିନ ତିଷ୍ଠି ନ ଥିଲା। ମାତ୍ର ବୋଲ୍ଡ ଫଟୋସୁଟ୍ ପାଇଁ ସେ…
ବିହାର କଂଗ୍ରେସରେ ଫାଟ: ବାଡ଼ ଡେଇଁବାକୁ ୧୧ ବିଧାୟକ ପ୍ରସ୍ତୁତ !
ପାଟନା,୬।୧: ବିହାରରେ କଂଗ୍ରେସରେ ଫାଟ ବଢ଼ିବାରେ ଲାଗିଛି। ଦଳର ୧୯ ଜଣ ବିଧାୟକଙ୍କ ମଧ୍ୟରୁ ଖୁବ୍ ଶୀଘ୍ର ୧୧ ଜଣ ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା କୁହାଯାଇଛି। ଏନେଇ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭରତ ସିଂ ସୂଚନା…
ଝିଅ ଜନ୍ମ ହେବାରୁ ମାଗଣାରେ ସେବା ଯୋଗାଇଲେ ସଲମାନ୍
ଆମ ସମାଜରେ ପୁଅ ଏବଂ ଝିଅ ମଧ୍ୟରେ ଅନେକ ଭେଦଭାବ ରହିଛି। ଅନେକ ଲୋକ ଅଛନ୍ତି, ଯେଉଁମାନେ ଘରେ କେବଳ ପୁତ୍ର ସନ୍ତାନ ହେଉ ବୋଲି ଚାହିଁଥାନ୍ତି। ହେଲେ ମଧ୍ୟପ୍ରଦେଶର ଗ୍ବାଲିୟରର ସଲମାନ ନାମକ ଜଣେ ସେଲୁନ ମାଲିକଙ୍କ ଘରେ ଝିଅ…
ପ୍ରତି ସପ୍ତାହରେ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କର
ଭୁବନେଶ୍ୱର,୬ା୧(ବ୍ୟୁରୋ): କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ଜୀବିକା ଅର୍ଜନ ଓ ନିଯୁକ୍ତି ସୃଷ୍ଟିଭିତ୍ତିକ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ୟାନ କୃଷି, ପ୍ରାଣୀପାଳନ, ସମନ୍ବିତ କୃଷି, ଉଠା ଜଳସେଚନ, ପାନୀୟ ଜଳ…
ବଲାଙ୍ଗୀର ବାଳକଙ୍କ ବିରଳ କୃତିତ୍ୱ
ବଲାଙ୍ଗୀର ଅଫିସ, ୬ା୧: କମ୍ପ୍ୟୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ବଲାଙ୍ଗୀରର ୭ବର୍ଷର ବାଳକ ଭେଙ୍କଟରମଣ ପଟ୍ଟନାୟକ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ ବିଶ୍ୱ ସ୍ବୀକୃତ ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ୍ (ଏମ୍ଟିଏ) ପ୍ରୋଗ୍ରାମିଂ ପରୀକ୍ଷାରେ ପ୍ରମାଣପତ୍ର ହାସଲ କରିଛନ୍ତି।…
ଖଣ୍ଡପଡ଼ା ବନାଞ୍ଚଳରେ ୪ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ
ଖଣ୍ଡପଡ଼ା,୬ା୧(ସ୍ବ.ପ୍ର.): ଚଳିତବର୍ଷ ଖଣ୍ଡପଡ଼ା ବନାଞ୍ଚଳ ପକ୍ଷରୁ ପକ୍ଷୀଗଣନା ଶେଷ ହୋଇଛି। ନୟାଗଡ଼ ବନଖଣ୍ଡ ସହକାରୀ ସଂରକ୍ଷକ ଆର.ବି. ମହାନ୍ତିଙ୍କ ନେତୃତ୍ୱରେ ୪ଟି ସ୍ଥାନରେ ପକ୍ଷୀଗଣନା କରାଯାଇଥିଲା। ଏହି ଗଣନାରେ ବନାଞ୍ଚଳରେ ମୋଟ ୪ହଜାର ୪୯୫ ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବା ଜଣାପଡିଛି।…
ସାଇକେଲରେ ଡ୍ରାଏ ରନ୍ ଟିକା
ବାରାଣସୀ, ୬ା୧: କୋଭିଡ୍-୧୯ ଟିକାକରଣକୁ ସଫଳତାର ସହ ସମ୍ପୂର୍ଣ୍ଣ କରାଯିବାକୁ ସାରା ଦେଶରେ ଡ୍ରାଏରନ୍ କରାଯାଉଛି। ତେବେ ଉତ୍ତରପ୍ରଦେଶରେ ଏଥିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରାଣସୀରେ ଟିକାକୁ ସାଇକେଲରେ ବୁହାଯାଉଥିବା ଘଟଣା ସାମ୍ନାକୁ ଆସିବା ପରେ…
ଦେଢ଼ କୋଟିରେ ପ୍ରେମିକଙ୍କୁ କିଣିଲେ
ନୂଆଦିଲ୍ଲୀ, ୬ା୧: ଜଣେ ବିବାହିତ ଯୁବକଙ୍କୁ ଦେଢ଼ କୋଟି ଟଙ୍କା ବଦଳରେ ତାଙ୍କ ସ୍ତ୍ରୀଙ୍କଠାରୁ କିଣି ନେଇଛନ୍ତି ପ୍ରେମିକା। ମଧ୍ୟପ୍ରଦେଶର ଭୋପାଳରେ ଏଭଳି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଙ୍କ ଝିଅ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହେବା ପରେ…
ସବୁଜ ବନାନୀ କାଟି ମୋରମ ଚାଲାଣ
ଚଣ୍ଡିଖୋଲ,୬ା୧(ଡି.ଏନ୍.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଅସିଆ ପର୍ବତମାଳାର ଅଂଶବିଶେଷ ଧାଉଡିଆପଦା ପାହାଡ଼। ଏହି ପାହାଡ଼ର କୌଣସି ଅଂଶ ଲିଜ୍ ଦିଆଯାଇ ନ ଥିବା ବେଳେ ପ୍ରତିଦିନ ଶତାଧିକ ଟ୍ରିପ୍ ମୋରମ ବେଆଇନ ଭାବେ ଚାଲାଣ ହେଉଛି। ବିଳମ୍ବିତ ରାତିରେ…
Archives


