Home

ନମ୍ବର-୧ ହେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୧୩।୫: ଆଇସିସି ପକ୍ଷରୁ ଗୁରୁବାର ତାଜା ଟେଷ୍ଟ ଟିମ୍‌ ର଼୍ୟାଙ୍କିଂ ଜାରି କରାଯାଇଛି। ଏଥିରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲିଷ୍ଟ ଭାରତ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ ଟିମ୍‌କୁ ଗୋଟିଏ ରେଟିଂ…

ଆଇପିଏଲ୍‌ ସ୍ଥଗିତ ହେବାପରେ ବି ଏହିସବୁ ଖେଳାଳିଙ୍କୁ ମିଳିବ ପୂରା ଟଙ୍କା

ନୂଆଦିଲ୍ଲୀ, ୧୩।୫: କରୋନା ଯୋଗୁ ଆଇପିଏଲ ୨୦୨୧କୁ ସ୍ଥଗିତ ରଖିବାକୁ ପଡିଛି। ଏହା ସତ୍ତ୍ୱେ ଡେଭିଡ ୱାର୍ଣ୍ଣର, ପ୍ୟାଟ କମିନ୍ସ ଏବଂ ଷ୍ଟିଭନ ସ୍ମିଥ୍‌ଙ୍କ ପରି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ। ଟୁର୍ନାମେଣ୍ଟ ବାତିଲ ହେବା ସ୍ଥିତିରେ ବିଭିନ୍ନ ବୀମା…

ଏହି ଅଭିନେତ୍ରୀଙ୍କ ଆବ୍ସ ଦେଖି ଏମିତି କହିଦେଲେ ଅର୍ଜୁନ

‘ଖତ୍‌ରୋଂ କେ ଖିଲାଡି ୧୧’ ଶୁଟିଂ ପାଇଁ ଏବେ କିଛି ଟେଲି ଅଭିନେତା/ଅଭିନେତ୍ରୀ କେପଟାଉନରେ ଅଛନ୍ତି। ସେଠାରେ ସେମାନେ ନେ ଅନେକ ଫଟୋସୁଟ ମଧ୍ୟ କରୁଛନ୍ତି। ସେଲିବ୍ରିଟିଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଟିଭି…

ସୋସିଆଲ ମିଡିଆରେ ରିୟାଙ୍କ ଲମ୍ବାଚଉଡ଼ା ପୋଷ୍ଟ, ଏଥିରେ ଲେଖାଅଛି ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ନିଜକୁ ସୋସିଆଲ ମିଡିଆଠାରୁ ଦୂରେଇ ରଖିଥିଲେ। ମାତ୍ର ଏହି କିଛିଦିନ ହେବ ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ହୋଇଯାଇଛନ୍ତି। ରିୟା ଧୀରେ ଧୀରେ…

ପାଣିରୁ ବ୍ୟାପେ ନାହିଁ କରୋନା ସଂକ୍ରମଣ: ବିଶେଷଜ୍ଞ

ଲକ୍ଷ୍ନୌ/ପାଟନା,୧୩।୫: କରୋନା ମହାମାରୀ ଦେଶରେ ତାଣ୍ଡବ ରଚିବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ବି କମ୍‌ ପଡ଼ିଯାଉଛି। ଫଳରେ ଉତ୍ତରପ୍ରଦେଶ ଓ ବିହାରର ସୀମାରେ ଥିବା…

ରାଜନୈତିକ-ଧାର୍ମିକ କାର୍ଯ୍ୟକ୍ରମ ଯୋଗୁ ଭାରତରେ ବଢ଼ିଛି କରୋନା ସଂକ୍ରମଣ: ଡବ୍ଲ୍ୟୁଏଚ୍‌ଓ …

ଜେନେଭା/ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ କାରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦେଶର ଏଭଳି ସ୍ଥିତି ପାଇଁ ରାଜନୈତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଦାୟୀ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)…

ଦେଶରେ ଅକ୍ସିଜେନ ଅଭାବରୁ ୧୫୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। କରୋନାର ଏହି ନୂଆ ଷ୍ଟ୍ରେନ୍‌ ସାଂଘାତିକ ହୋଇଥିବା ବେଳେ ଇତିମଧ୍ୟରେ ଦେଶରେ ଅକ୍ସିଜେନର ଅଭାବ ଦେଖାଦେଇଛି। ଏଥିଯୋଗୁ ଏପର୍ଯ୍ୟନ୍ତ ଦେଶରେ ଶତାଧିକ ଲୋକଙ୍କ ଜୀବନ ଗଲାଣି। ତେବେ ରୋଗୀଙ୍କ…

ଗଞ୍ଜାମରେ ଦାୟିତ୍ୱ ନେଲେ ନୂତନ ଏଡିଏମ୍‌

ଛତ୍ରପୁର,୧୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କୋଭିଡ୍‌ ମୁକାବିଲା କାର୍ଯ୍ୟକ୍ରମରେ ନୂତନ ଅତିରିକ୍ତ ଜିଲାପାଳ ଭାବେ ଲୀନା କୁମାରୀ ଖେସ୍‌ ଯୋଗ ଦେଇଛନ୍ତି। ଏହାପୂର୍ବରୁ ସେ ସୁନ୍ଦରଗଡ଼ ଜିଲାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ୧୯୯୭ ମସିହା ବ୍ୟାଚ୍‌ର ଏହି…

ଜୁନ୍‌ ୧ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌ …

ମୁମ୍ବାଇ,୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ କାରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ…

ବଦଳିଲେ ୩ ଜେଲ୍‌ ସୁପରିଟେଣ୍ଡେଣ୍ଟ

ଭୁବନେଶ୍ୱର,୧୩।୫(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦାଧିକାରୀଙ୍କ ବଦଳି ପ୍ରକ୍ରିୟା ଜାରି ରଖିଛନ୍ତି। ବୁଧବାର ଆଇଏଏସ୍‌ସ୍ତରରେ ଅଦଳବଦଳ କରାଯାଇଥିବାବେଳେ ଗୁରୁବାର ୩ ଜେଲ ସୁପରିଟେଣ୍ଡେଣ୍ଟଙ୍କୁ ବଦଳି କରାଯାଇଛି। ଝାରପଡ଼ା, ପୁରୀ ଓ ବଲାଙ୍ଗୀର ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଅଦଳବଦଳ କରାଯାଇଛି।…

ଏପର୍ଯ୍ୟନ୍ତ ୧୬ଥର ବିବାହ କଲେଣି ଏହି ବ୍ୟକ୍ତି: ଗୋଟିଏ ରାତିରେ ଏତିକି ସ୍ତ୍ରୀଙ୍କୁ ଦିଅନ୍ତି ସମୟ

ବିଶ୍ୱରେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ନିଜର ଅଜବ ସଉକ ପାଇଁ ଚର୍ଚ୍ଚାରେ ଥାନ୍ତି। କିଏ ଦେଶ ପାଇଁ ତ ଆଉ କି ନିଜର ପରିବାର ପାଇଁ ଜୀବନ ଉତ୍ସର୍ଗ କରିଦିଅନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛି ୬୬…

ଏବେ ଆସ୍ଥା-ବିଶ୍ୱାସ ଉପରେ ଭରସା: କରୋନାରୁ ମୁକ୍ତିଲାଗି ଝୁଣା ଧୂଆଁ…

ସାହାରାନପୁର,୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ କାରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହସ୍ପିଟାଲରେ ଭର୍ତ୍ତି ବି ସଂକ୍ରମଣରୁ ମୁକ୍ତି ମିଳୁନି। ଫଳରେ ଲୋକେ ଏବେ ଆସ୍ଥା ଏବଂ ବିଶ୍ୱାସ ଉପରେ ଭରସା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri