‘ବନ୍ଦ ହେବନି ଟିଟିପିଏସ୍ର ୩ୟ ପର୍ଯ୍ୟାୟ ସମ୍ପ୍ରସାରଣ କାମ’
ଭୁବନେଶ୍ୱର,୨୬।୩(ବ୍ୟୁରୋ): ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର(ଟିଟିପିଏସ୍)ର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ତ୍ୱରାନ୍ବିତ କରାଯିବ। ଏହାସହ ଭବିଷ୍ୟତରେ ଏହି ପ୍ରକଳ୍ପ ବନ୍ଦ ହେବନାହିଁ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂହ ପ୍ରତିଶ୍ରୁତି ଦେଇଥିବା ଟୁଇଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା…
କଳାପଥର ଉତ୍ତୋଳନ:୫ ମାମଲାରେ ପେଞ୍ଚ
ଯାଜପୁର ଅଫିସ,୨୬।୩: ଯାଜପୁର ଜିଲା ରାଜସ୍ବ ବିଭାଗର ଛତ୍ରଛାୟା ତଳେ ଚାଲିଥିବା ବେଆଇନ କଳାପଥର ଲୁଟ୍ ଘଟଣା ଦିନକୁଦିନ ଅଣାୟତ୍ତ ହେବାରେ ଲାଗିଛି। ତହସିଲ କୋର୍ଟରୁ ଆରମ୍ଭ କରି ଏନ୍ଜିଟି, ହାଇକୋର୍ଟ ଓ ଲୋକାୟୁକ୍ତଙ୍କ ନିକଟରେ ଏନେଇ ଅଭିଯୋଗ ହେଉଥିଲେ ହେଁ…
ଏମିତି ମନ୍ଦିର, ଯେଉଁଠି ପାଣିରେ ଜଳେ ଦୀପ
ଆମ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ତେଲ ନୁହେଁ, ପାଣିରେ ଜଳିଥାଏ ଦୀପ। ଗାଦିଆଘାଟ ମାତାଜୀ ମନ୍ଦିର ଏହି ଚମତ୍କାର ପାଇଁ ଜଣାଶୁଣା। କାଲିସିନ୍ଧ ନଦୀ କୂଳରେ ନିର୍ମିତ ଏହି ମନ୍ଦିରର ଚମତ୍କାରିତା ଦେଖିବା ପାଇଁ ଲୋକେ ଆସିଥାନ୍ତି।…
୨ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ବାଂଲାଦେଶ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ସକାଳେ ନୂଆଦିଲ୍ଲୀରୁ ଢାକା ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ। ବାଂଲାଦେଶ ଗଠନର ୫୦ ବର୍ଷ ପୂରଣ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବେ। ଢାକା ବିମାନବନ୍ଦରରେ…
ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ
କୋଲକାତା/ଗୁଆହାଟୀ,୨୬ା୩:ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ହାଇଭୋଲ୍ଟେଜ ପ୍ରଚାର ଥମିଛି। ଏହି ପର୍ଯ୍ୟାୟରେ ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆସାମର ୪୭ ଓ ପଶ୍ଚିମବଙ୍ଗର ୩୦ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ। ପ୍ରଥମ…
କୋଭିଶିଲ୍ଡ ରପ୍ତାନି ସ୍ଥଗିତ
ନୂଆଦିଲ୍ଲୀ,୨୬।୩:ଭାରତରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ସରକାରଙ୍କ କୋଭିଡ୍ ଟିକା କୂଟନୀତି ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଭାରତ ଗରିବ ଦେଶକୁ କୋଭିଡ୍ ଟିକା ଯୋଗାଣ ନିଷ୍ପତ୍ତିର ପୁନର୍ବିଚାର କରିପାରେ। ଭାରତର ଟିକା ଚାହିଦା ପୂରଣ…
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜମି ବିକ୍ରି ମାମଲା
ନୂଆଦିଲ୍ଲୀ, ୨୬ା୩: ଶ୍ରୀମନ୍ଦିର ଜମି ବିକ୍ରି କରିବାକୁ ନେଇ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଜନ ସ୍ବାଭିମାନ ଓ୍ବେଲ୍ଫେୟାର ସୋସାଇଟି ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ କେନ୍ଦ୍ର,…
ସୁଏଜ୍ କେନାଲରେ ଟ୍ରାଫିକ୍ ଜାମ୍
କାଏରୋ,୨୬ା୩:ତିନୋଟି ଫୁଟ୍ବଲ ପଡ଼ିଆର ଆୟତନଠାରୁ ବଡ଼ ଆକୃତିର ଏକ ଜାହାଜ ସୁଏଜ୍ କେନାଲରେ ଅଚଳାବସ୍ଥା ସୃଷ୍ଟି କରିଛି। ଉକ୍ତ ମାଲବାହୀ ଜାହାଜ ଯୋଗୁ ସୁଏଜ୍ କେନାଲରେ ଟ୍ରାଫିକ୍ ଜାମ୍ ହୋଇଯାଇଛି। ଏଥିଯୋଗୁ ଜଳପଥର ଉଭୟ ପାର୍ଶ୍ୱରେ ୧୮୦ରୁ ଅଧିକ ଜାହାଜ ଓ…
ଆଜି ଭାରତ ବନ୍ଦ
ଭୁବନେଶ୍ୱର, ୨୬ା୩(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନକୁ ଜୋର୍ଦାର କରିବା ଲାଗି ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍)। ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ…
ଓଡ଼ିଶାର ୧୪ ଖଣି ନିଲାମ ହେବ
ଭୁବନେଶ୍ୱର,୨୬ା୩(ବ୍ୟୁରୋ):କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ୬ ରାଜ୍ୟର ୬୭ଟି କୋଇଲା ଖଣିକୁ ବ୍ୟବସାୟିକ ଉତ୍ପାଦନ ଲାଗି ନିଲାମ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶର ଉକ୍ତ କୋଇଲା ଖଣିଗୁଡ଼ିକୁ ନିଲାମ…
ଏହି ୪ ଗୁଣରୁ ଜଣାପଡ଼େ ବ୍ୟକ୍ତିର ସ୍ବଭାବ…
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ୪ଟି ଜିନିଷକୁ ଲକ୍ଷ୍ୟକରି ମନୁଷ୍ୟର ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ଜାଣିବା ଏହି ୪ ଜିନିଷ ବିଷୟରେ… ତ୍ୟାଗ: କୌଣସି ବ୍ୟକ୍ତିଙ୍କୁ ପରଖିବା ପୂର୍ବରୁ ସର୍ବପ୍ରଥମେ ତ୍ୟାଗର ସ୍ବଭାବ ଦେଖିବା ଉଚିତ୍। କାରଣ ଯେଉଁ ବ୍ୟକ୍ତି ନିକଟରେ ଏହି…
ଏହି ନାମଧାରୀ ପୁରୁଷ ବିବାହ ପରେ ହୋଇଥାନ୍ତି ସ୍ତ୍ରୀର ଗୁଲାମ
ବିବାହ ପରେ ଅଧିକାଂଶ ପୁରୁଷ ବଦଳିଯାଆନ୍ତି। ସେମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଙ୍କ ପାଇଁ ପାଗଳ ହୋଇଯାଆନ୍ତି। ସେମାନଙ୍କୁ ସ୍ତ୍ରୀଙ୍କ ଗୁଲାମ କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ। ଜାଣିବା ସେହି ନାମଧାରୀ ପୁରୁଷଙ୍କ ବିଷୟରେ… ଏ ନାମଧାରୀ ପୁରୁଷ: ଏହି…
Archives


