ଆଜି ରାଜ୍ୟରେ ୨୦୦ ପାର୍ କଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୨୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୪୬୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା…
ଓଲଟିଲା ସେନା ଜିପ୍ସି: ୩ ଯବାନ ଜୀବନ୍ତ ଦଗ୍ଧ
ଶ୍ରୀଗଙ୍ଗାନଗର,୨୫।୩: ରାଜସ୍ଥାନର ଶ୍ରୀଗଙ୍ଗନଗର ଜିଲାରେ ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର-ଗୁରୁବାର ବିଳମ୍ବିତ ରାତ୍ରରେ ଭାରତୀୟ ସେନାର ଏକ ଜିପ୍ସି ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗି ଯାଇଛି। ଏହି ଘଟଣାରେ ଜିପ୍ସିରେ ଥିବା…
ଜେଇଇ (ମେନ୍) ପରୀକ୍ଷା ଫଳ ପ୍ରକାଶିତ: ଓଡ଼ିଶାରୁ ଦେବାଶିଷ ଟପ୍ପର
ଭୁବନେଶ୍ୱର,୨୫।୩: ପରୀକ୍ଷା ଶେଷ ହେବାର ମାତ୍ର ୬ ଦିନ ମଧ୍ୟରେ ଜେଇଇ ମେନ(ମାର୍ଚ୍ଚ ସେସନ)ର ରେଜଲ୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ପ୍ରକାଶ ପାଇଛି। ଏହି ସେସନରେ ମୋଟ ୧୩ ଜଣ ଶିକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ଓ…
ବସ୍ଷ୍ଟାଣ୍ଡ୍ରେ ଜଳି ଗଲା ୭ ବସ୍
ଦାମୋହ,୨୫।୩: ମଧ୍ୟପ୍ରଦେଶ ଦାମୋହରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବସ୍ଷ୍ଟାଣ୍ଡ୍ରେ ନିଆଁ ଲାଗି ୭ଟି ବସ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଗୁରୁବାର ଭୋର୍ ସମୟରେ ହଠାତ୍ ବସ୍ ଜଳୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଜଣେ ଚା’ ଦୋକାନୀ ଇମ୍ରାନ୍ ଖାଁ…
ମାର୍ଚ୍ଚ ୨୬ ଭାରତ ବନ୍ଦ: ଅଣ୍ଟା ଭିଡ଼ିଲା କୃଷକ ମୋର୍ଚ୍ଚା
ନୂଆଦିଲ୍ଲୀ,୨୫।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କୃଷକ ମୋର୍ଚ୍ଚା ପକ୍ଷରୁ ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦିଆଯାଇଛି। କୃଷକ ମୋର୍ଚ୍ଚାକୁ ବ୍ୟବସାୟୀ ସଂଗଠନ, ଟ୍ରେଡ୍ ୟୁନିଅନ ଏବଂ ରେଳଓ୍ବେ…
ନିଆଁ ଲଗାଉଥିବାବେଳେ ଜଳିଗଲେ ବୃଦ୍ଧା
ପାଟଣା ,୨୫/୩(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ଡୁମୁରିଆ ପଞ୍ଚାୟତ କୋଠାଘର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୭୦ ବର୍ଷୀୟା ବୃଦ୍ଧା ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତ ବୃଦ୍ଧା ଜଣକ…
ତହସିଲଦାର୍ଙ୍କ ଘରେ ଚଡ଼ାଉ: ଭୟରେ ପୋଡ଼ିଦେଲେ ୨୦ ଲକ୍ଷ ନୋଟ୍
ଜୟପୁର,୨୫।୩: ଦୁର୍ନୀତି ନିବାରଣ ଟିମ୍ ଘରେ ଚଢ଼ାଇ କରିବା ପୂର୍ବରୁ ଜଣେ ତହସିଲଦାର୍ ଭୟରେ ଘରେ ଥିବା ୨୦ ଲକ୍ଷ ଟଙ୍କାର ନୋଟ୍ ଜଳାଇ ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ରାଜସ୍ଥାନର ସିରୋହି ଜିଲାରେ ଘଟିଛି। ସ୍ଥାନୀୟ ପିଣ୍ଡୋ ବାରାତ ତହସିଲଦାର୍…
ଡେବ୍ୟୁ ମ୍ୟାଚ୍ ପୂର୍ବରୁ ପାଖରେ ଏହି ଜିନିଷ ସବୁ ରଖିଥିଲେ କ୍ରୁନାଲ ପାଣ୍ଡ୍ୟା
ପୁଣେ,୨୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା। ଏହି ମ୍ୟାଚ୍ରେ ସେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ମ୍ୟାଚ୍ ପରେ ତାଙ୍କ ପିତାଙ୍କ ସହ…
ଭାରତ-ପାକିସ୍ତାନ ଖେଳିବେ କ୍ରିକେଟ !
ଇସଲାମାବାଦ୍,୨୫।୩: ଭାରତ ପାକିସ୍ତାନ ମଧ୍ୟରେ ପୁଣି କ୍ରିକେଟ ଖେଳ ହେବ। ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ଖୁବ୍ ଶୀଘ୍ର ସିରିଜ୍ ଆରମ୍ଭ ହେବ। ଏସମ୍ପର୍କରେ ଇଣ୍ଟର ନ୍ୟାଶନାଲ କ୍ରିକେଟ କାଉନସିଲ୍(ଆଇସିସି)ର ବୈଠକରେ ଚୂଡ଼ାନ୍ତ…
କରୋନା ପୁଣି ଅଣାୟତ୍ତ: ଦିନକରେ ୫୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୫।୩: ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ହଜାର ୪୭୬ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ…
ବିବାହ କରିବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍
ଏବେ ଚାଲିଛି ବିବାହ ଋତୁ। ଜଣେ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଥିବା ଦେଖାଯାଇଛି। ଏଥିରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର୍ ଆଦାମ ଜାମ୍ପା। ସେ ଖୁବ୍ଶୀଘ୍ର ବିବାହ କରିବେ ବୋଲି ଜଣାପଡିଛି। ଏହି କାରଣରୁ ଆଇପିଏଲ ୨୦୨୧ର…
ଶୈଖ ହମ୍ଦନ ବିନ୍ ରସିଦ୍ଙ୍କ ପରଲୋକ
ଦୁବାଇ, ୨୫ା୩: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ଉପ ଶାସକ ତଥା ଅର୍ଥମନ୍ତ୍ରୀ ଶୈଖ ହମ୍ଦନ ବିନ ରସିଦ୍ ଅଲ୍ ମକ୍ତୁମ(୭୫)ଙ୍କ ବୁଧବାର ପରଲୋକ ଘଟିଛି। ଶାସକ ତଥା ତାଙ୍କ ଭାଇ ଶୈଖ ମହମ୍ମଦ ବିନ ରସିଦ୍ ଅଲ ମକ୍ତୁମଙ୍କ ଅଧୀନରେ ଉପଶାସକ…
Archives


