ଜାଣନ୍ତି ହୋଲିରେ କାହିଁକି ପିନ୍ଧାଯାଏ ଧଳା ପୋଷାକ
ପ୍ରତ୍ୟେକ ବର୍ଷ ଫାଲ୍ଗୁନ ମାସରେ ହୋଲି ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଥାଏ। ଚଳିତବର୍ଷ କରୋନା କଟକଣା ଯୋଗୁ ଏହି ଉତ୍ସବ ଟିକେ ଫିକା ପଡ଼ିବ। ସେ ଯାହା ହେଉନା କାହିଁକି ପୌରାଣିକ ଯୁଗରୁ ପାଳିତ ହୋଇ ଆସୁଥିବା ଏହି…
ବଢ଼ିଲା ବିଦ୍ୟୁତ ଦର: ଏଣିକି ୟୁନିଟ୍ ପିଛା ଦେବେ…
ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଇଛି ବିଦ୍ୟୁତ ଦର। ୨୦୨୧-୨୨ ପାଇଁ ଓଇଆର୍ସିଙ୍କ ପକ୍ଷରୁ ଦରଧାର୍ଯ୍ୟ କରାଯାଇଛି। ନୂଆଦର ଅନୁଯାୟୀ କିଲୋଓ୍ବାଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯିବାକୁ ଓଇଆର୍ସି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିଭଳି ପ୍ରଥମ ୫୦ ୟୁନିଟ୍ ପାଇଁ…
ଟିଭି ଶୋ’ରେ ପ୍ରଥମ ଥର ହେଲା ଏପରି ବିବାହ: ବିଶ୍ୱାସ କରିପାରୁ ନାହାନ୍ତି ଦର୍ଶକ…
ଭାରତୀୟ ସିରିଏଲ୍ଗୁଡିକ ବହୁତ ମଜାଳିଆ। ଏଥିରେ ଡ୍ରାମା ଭରି ରହିଥାଏ। ସିରିଏଲ୍ରେ କେତେବେଳେ କ’ଣ ଘଟିବ, ତାହା କେହି କଳ୍ପନା ମଧ୍ୟ କରି ନ ଥାନ୍ତି। ବର୍ତ୍ତମାନ ଏକ ସିରିଏଲ୍ରେ ଏମିତି କିଛି ଘଟିଛି, ଯାହାକୁ ଦେଖିବା ପରେ ହସିବା ସହ…
ଭାରତକୁ ହରାଇବା ନେଇ ଏଭଳି କହିଲେ ଇଂଲଣ୍ଡ ଅଧିନାୟକ, ବୋଲରମାନେ…
ପୁଣେ,୨୭।୩: ଭାରତକୁ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ୬ ଉଇକେଟରେ ପରାସ୍ତ କରିଛି ଇଂଲଣ୍ଡ ଟିମ୍। ଫଳରେ ଦଳ ପ୍ରଥମ ଦିନିକିଆରେ ମିଳିଥିବା ପରାଜୟର ପ୍ରତିଶୋଧ ନେଇଛି ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥଳେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର କହିଛନ୍ତି, ଭାରତକୁ…
କଣ୍ଟାଳିଆ ଫଳରୁ ପ୍ରସ୍ତୁତ ଆଣ୍ଟି ବ୍ୟାକ୍ଟେରିଆଲ ବ୍ୟାଣ୍ଡେଜ୍, ନିମିଷକରେ ଭଲ ହେବ ଏସବୁ
ସିଙ୍ଗାପୁର,୨୭।୩: ସିଙ୍ଗାପୁରର ବୈଜ୍ଞାନିକମାନେ ପଣସ ପରି ଦେଖାଯାଉଥିବା ଏକ କଣ୍ଟାଳିଆ ଫଳରୁ ଆଣ୍ଟି ବ୍ୟାକ୍ଟେରିଆଲ ଜେଲ୍ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛନ୍ତି। ଏହି ବ୍ୟାଣ୍ଡେଜ ଲଗାଇଲେ ବ୍ୟାକ୍ଟେରିଆଲ ଇନ୍ଫେକ୍ସନ, କଟା, ପୋଡ଼ା, ଦରଜ ଆଦି ଖୁବ୍ ଶୀଘ୍ର ଭଲ ହୋଇଯିବ। ଏହି ଫଳର…
ସାମ୍ନାକୁ ଆସିଲା କାର୍ତ୍ତିକଙ୍କ କୋଭିଡ୍ ସେଲଫି ଫଟୋ: କହିଲେ ଏମିତି …
କାର୍ତ୍ତିକ ଆର୍ଯ୍ୟନ ବଲିଉଡ୍ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ। ଖୁବ୍ କମ୍ ସମୟ ମଧ୍ୟରେ କାର୍ତ୍ତିକ ବଲିଉଡ୍ର ସବୁଠାରୁ ଲୋକପ୍ରିୟ ଅଭିନେତା ହୋଇପାରିଛନ୍ତି। ତାଙ୍କର ଲୋକପ୍ରିୟତା କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସୀମିତ ନୁହେଁ, ପ୍ରଶଂସକଙ୍କ ମଧ୍ୟରେ ବି ସେ ବେଶ୍ ଚର୍ଚ୍ଚିତ।…
ଭାରତଠାରୁ ବିଜୟ ଛଡ଼ାଇ ନେଲା ଇଂଲଣ୍ଡ: ପରାଜୟକୁ ନେଇ ଏଭଳି କହିଲେ ଅଧିନାୟକ
ପୁଣେ,୨୭।୩: ଭ୍ରମଣକାରୀ ଇଂଲଣ୍ଡ ଦଳ ପ୍ରଥମ ଦିନିକିଆରେ ପରାଜୟ ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଦିକିକିଆରେ ୬ ଉଇକେଟରେ ଭାରତକୁ ପରାସ୍ତ କରିଛି ଦଳ। ଟସ୍ ହାରି ପ୍ରଥମ ବ୍ୟାଟିଂ କରି…
ଟ୍ରେନ୍ ଲାଇନରେ ବସି ଫଟୋଶୁଟ୍ କଲେ ଏହି ଅଭିନେତ୍ରୀ
ଅଭିନେତ୍ରୀ ଜରୀନ୍ ଖାନ୍ ବଲିଉଡ୍ ସାଙ୍ଗକୁ ପଞ୍ଜାମ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ଦ୍ୱାରା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫିଲ୍ମ ସାଙ୍ଗକୁ ସୋସିଆଲ ମିଡିଆରେ ମଧ୍ୟ ସେ ଖୁବ୍ ସକ୍ରିୟ। ତାଙ୍କ ଫଟୋ ଏବଂ ଭିଡିଓ ଅନେକ ସମୟରେ…
ପ୍ରେମିକଙ୍କୁ ଧରିବା ପାଇଁ ୬ ଘଣ୍ଟା ଖଟ ତଳେ ଲୁଚିଥିଲେ ମହିଳାଙ୍କ ସ୍ବାମୀ, ଆଉ ତା’ ପରେ…
ବେଙ୍ଗାଲୁରୁ,୨୭।୩: ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରେମିକଙ୍କୁ ଧରିବା ପାଇଁ ଖଟ ତଳେ ଦୀର୍ଘ ୬ ଘଣ୍ଟା ଲୁଚି ରହିଥିଲେ। ପରେ ଏଥିରେ ସେ ସଫଳ ମଧ୍ୟ ହୋଇଥିଲେ। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ… ପେସାରେ ବଢ଼େଇ ଥିବା ଭରତ…
ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ: କେଦାରନାଥ ସଭାପତି, ପ୍ରକାଶ ଚନ୍ଦ୍ର ହେଲେ ସମ୍ପାଦକ
ପୁରୁଷୋତ୍ତମପୁର, ୨୭।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଶନିବାର ଶେଷ ହୋଇଛି। ସମସ୍ତ ପ୍ରାର୍ଥି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ଏଥିରେ ସଭାପତି ଭାବେ କେଦାରନାଥ ପଟ୍ଟନାୟକ,…
କୁମ୍ଭମେଳାରେ ୧୮ ଇଞ୍ଚ ଉଚ୍ଚତାର ନାଗା ସାଧୁ
ହରିଦ୍ୱାର,୨୭।୩: କୁମ୍ଭମେଳାରେ ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥଙ୍କ ସମାଗମ ହେବାରେ ଲାଗିଛି। ମେଳାକୁ ଆସିଥିବା ୧୮ ଇଞ୍ଚ ଉଚ୍ଚତାର ଜଣେ ନାଗା ସାଧୁଙ୍କୁ ଚର୍ଚ୍ଚା ଜାରି ରହିଛି। ନାଗା ସାଧୁଙ୍କ ନାମ ହେଉଛି ନାରାୟଣ ନନ୍ଦ ଗିରି ମହାରାଜ। ସେ ଜୁନା ଆଖଡ଼ାର…
ଘର ବାହୁଡ଼ିଲେ ୫୪ ଭାରତୀୟ ଧୀବର
କଲୋମ୍ବୋ,୨୭।୩: ଶ୍ରୀଲଙ୍କା ନୌବାହିନୀ ଦ୍ୱାରା ଗିରଫ ହୋଇଥିବା ୫୪ ଭାରତୀୟ ଧୀବର ଘରକୁ ବାହୁଡ଼ିଛନ୍ତି। ମାର୍ଚ୍ଚ ୨୪ରେ ଦୁଇଟି ଭିନ୍ନ ଭିନ୍ନ ସାମୁଦ୍ରିକ ଅଞ୍ଚଳରୁ ସେମାନଙ୍କୁ ମାଛଧରା ବୋଟ୍, ଜାଲ ଏବଂ ଅନ୍ୟ ସରଞ୍ଜାମ ସହିତ ଗିରଫ କରାଯାଇଥିଲା। ସେମାନେ ଭାରତୀୟ…
Archives


