ସ୍ପେସ୍‌ ଷ୍ଟେଶନରେ ସୋଲାର ପ୍ୟାନେଲ

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌) ବାହାରେ ପ୍ରଥମ ସୋଲାର ପ୍ୟାନେଲ ଲଗାଇବାରେ ମହାକାଶଚାରୀ ସଫଳ ହୋଇଛନ୍ତି। ଏହା ସୌର ଶକ୍ତି ଅବଶୋଷଣ କରି ପ୍ରତିଦିନର ବୈଜ୍ଞାନିକ ଅନୁସନ୍ଧାନ ସମ୍ବନ୍ଧୀୟ କାର୍ଯ୍ୟ ନିମନ୍ତେ ବିଦ୍ୟୁତ୍‌ ଯୋଗାଇବା ସହିତ ସ୍ପେସ୍‌ ଷ୍ଟେଶନର ବିଭିନ୍ନ କାମରେ ସହାୟତା କରିବ। ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶଚାରୀ ଶେନ୍‌ କିମ୍‌ବ୍ରୋ ଏବଂ ୟୁରୋପୀୟ ସ୍ପେସ୍‌ ଏଜେନ୍ସି(ଇଏସ୍‌ଏ)ର ଥୋମାସ୍‌ ପେସ୍‌କ୍ୱୁଏଟ ଚଳିତବର୍ଷ ସେମାନଙ୍କ ୮ମ ସ୍ପେସ୍‌ଓ୍ବାକ୍‌ରେ ବାହାରି ସଫଳତାର ସହ ଷ୍ଟେଶନର ବ୍ୟାକ୍‌ବୋନ୍‌ ଟ୍ରସ୍‌ ଷ୍ଟ୍ରକଚର (ପି୬)ର ବାମ ପାର୍ଶ୍ୱରେ ସୋଲାର ଆରେ ଇନ୍‌ଷ୍ଟଲ କରିଛନ୍ତି। ଏହି ସୋଲାର ଆରେ ଚଳିତ ମାସରେ ସ୍ପେସ୍‌ଏକ୍ସର ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟ ଦ୍ୱାରା ଆଇଏସ୍‌ଏସ୍‌କୁ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଲେକ୍ସି ନଭାଲନିଙ୍କ ମୁକ୍ତି ପାଇଁ ମାଇନସ୍ ୫୦ ଡିଗ୍ରୀରେ ପ୍ରଦର୍ଶନ କଲେ ସମର୍ଥକ

ମସ୍କୋ,୨୪ ।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ଓ ବିରୋଧୀ ନେତା ଏଲେକ୍ସି ନଭାଲନିଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଶନିବାର ଟଣାଭିଡା ହୋଇଯାଇଛି...

ଦିନକୁ ଦିନ ସ୍ଥିତି ଭୟଙ୍କର: ଶ୍ରୀଲଙ୍କା ଛାଡ଼ି ଭାରତ ମୁହାଁ ଲୋକେ

ନୂଆଦିଲ୍ଲୀ,୨୩।୩: ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ପେଟ୍ରୋଲ ଓ...

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୬ ଜୀବନ, ୬୬ ଆହତ

ବେଜିଂ,୫।୨: ଚାଇନାର ହୁନାନ ପ୍ରଦେଶରେ ଏକକାଳୀନ ୪୯ ଗାଡି ଧକ୍କାରେ ୧୬ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୬୬ ଜଣ ଆହତ ହୋଇଛନ୍ତି। ରିପୋର୍ଟ...

ଓଜନ କମ କରୁଥିବା ଔଷଧ ହୃଦରୋଗୀଙ୍କ ପାଇଁ ଭଲ

ଆମଷ୍ଟରଡର୍ମ,୨୯।୮: ୟୁରୋପୀୟ ସୋସାଇଟି ଅଫ କାର୍ଡିଓଲୋଜି (ଇଏସସି) କଂଗ୍ରେସ ୨୦୨୩ରେ ଉପସ୍ଥାପିତ ହୋଇଥିବା ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଓଜନ ହ୍ରାସ କରୁଥିବା ଔଷଧ...

ହଲିଉଡ୍‌ ଫିଲ୍ମ ଓପେନହାଇମକୁ ନେଇ ତେଜୁଛି ବିବାଦ: ବ୍ୟାନ୍‌ ଦାବି କଲା ହିନ୍ଦୁ ସଙ୍ଗଠନ

ନୂଆଦିଲ୍ଲୀ,୨୫।୭: ହଲିଉଡ୍‌ ଫିଲ୍ମ ଓପେନହାଇମରରକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସେଣ୍ଟ୍ରାଲ ବୋର୍ଡ...

ଭୋ ଭାନ୍‌ ଥୋଙ୍ଗ ଭିଏଟ୍‌ନାମ ରାଷ୍ଟ୍ରପତି

ହାନୋଇ, ୩।୩:ଭୋ ଭାନ୍‌ ଥୋଙ୍ଗ୍‌ ଗୁରୁବାର ଭିଏଟ୍‌ନାମର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏଟନାମ (ସିପିଭି)ର ପୋଲିଟବ୍ୟୁରୋ ସଦସ୍ୟ ଥୋଙ୍ଗ୍‌ଙ୍କୁ ରାଷ୍ଟ୍ରପତି...

ହଟ ଏୟାର ବେଲୁନରେ ନିଆଁ: ପର୍ଯ୍ୟଟକମାନେ ଆକାଶରୁ ଡେଇଁଲେ, ସୋସିଆଲ ମିଡିଆରେ ଭାଇରାଲ…

ମେକ୍ସିକୋ ସିଟି,୨।୪ : ସୋସିଆଲ ମିଡିଆରେ ମେକ୍ସିକୋର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହଟ ଏୟାର ବେଲୁନ ଆକାଶରେ ଉଡୁଛି...

ବିବାହ ନ କରି ପିତା ହୋଇଛନ୍ତି ପୁଅ ହଂଟର, ଏକଥା ସ୍ବୀକାର କଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨୯।୭: ଆମେରିକା ରଷ୍ଟ୍ରପତି ଜୋ ବାଇଡେନ ପ୍ରଥମ କରି ସାର୍ବଜନିକ ଭାବେ ନିଜ ପୁଅ ହଂଟରଙ୍କ ୪ ବର୍ଷର ଝିଅ ନେଭିଙ୍କ ସମ୍ପର୍କରେ କଥା ହୋଇଛନ୍ତି।...

Advertisement
Archives

Model This Week