Home

ହସ୍ପିଟାଲରେ ବାଘ ଆଖିର ସଫଳ ଅପରେଶନ୍‌…

କେମ୍ବ୍ରିଜ୍‌,୧୬।୫: ପୃଥିବୀରେ ପ୍ରଥମ ଥର ପାଇଁ ଏକ ବାଘ ଆଖିର ସଫଳ ଅପରେଶନ୍‌ କରାଯାଇଛି। କେମ୍ବ୍ରିଜ୍‌ ନିକଟରେ ଥିବା ଶେର୍ପେଥ୍‌ ବନ୍ୟପ୍ରାଣୀ ପାର୍କରେ ଏଭଳି ଘଟିଛି। ଏଠାରେ ରହୁଥିବା ୧୭ ବର୍ଷ ବୟସ୍କ ୯୩ କିଲୋଗ୍ରାମ୍‌ ଓଜନର ରତ୍ନା ନାମକ ଏକ…

ଯୁବକ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ମାଉଥ୍‌ଓ୍ବାଶ୍‌: ଆମାଜନ ଯାହା ପଠାଇଲା ଜାଣିଲେ…

କରୋନା ମହାମାରୀ ସମୟରେ ଲୋକେ ବାହାରକୁ ଯିବା ପାଇଁ ଡରୁଥିବାରୁ ଅନ୍‌ଲାଇନ୍‌ରେ ବିଭିନ୍ନ ସାମଗ୍ରୀ ମଗାଉଛନ୍ତି। ଏମିତି ମୁମ୍ବାଇର ଜଣେ ଯୁବକ ଆମାଜନରେ ୪୦୦ ଟଙ୍କାର ମାଉଥ୍‌ଓ୍ବାଶ ଅର୍ଡର କରିଥିଲେ। ମାତ୍ର ଯେତେବେଳେ ଏହା ଡେଲିଭରୀ ହେଲା ସେତେବେଳେ ପ୍ୟାକେଟ୍‌ ଖୋଲିବା…

କରୋନା କାଳରେ ବି ବାଦ୍‌ ପଡ଼ୁନି ପାକିସ୍ତାନ: ଡ୍ରୋନ୍‌ ଜରିଆରେ ପଠାଉଛି ଅସ୍ତ୍ରଶସ୍ତ୍ର

ଶ୍ରୀନଗର,୧୬।୫: ଗୋଟିଏ ପଟେ ସାରା ଦେଶ କରୋନା ସହ ଲଢ଼େଇ କରୁଥିବା ବେଳେ ନିଜ କାର୍ଯ୍ୟକଳାପରୁ ବାଦ୍‌ ପଡ଼ୁନି ପାକିସ୍ତାନ। ଭାରତ ସହ ଶତ୍ରୁତା କରିବା ପାଇଁ କୌଣସି ସୁଯୋଗର ହାତଛଡ଼ା କରୁନାହିଁ। ଇତିମଧ୍ୟରେ ଶନିବାର ଓ ରବିବାର ରାତ୍ର ମଧ୍ୟରେ…

ଫର୍ଚ୍ୟୁନ୍ସ୍‌ ତାଲିକାରେ ପ୍ରଥମ ସ୍ଥାନରେ ଜେସିଣ୍ଡା, ପୁନାଓ୍ବାଲା ଶ୍ରେଷ୍ଠ ୧୦ ମଧ୍ୟରେ…

ଓ୍ବାଶିଂଟନ,୧୬।୫: ଆମେରିକାର ବହୁ ରାଷ୍ଟ୍ରୀୟ ବ୍ୟବସାୟିକ ପତ୍ରିକା ଫର୍ଚ୍ୟୁନ୍ସ୍‌ ପକ୍ଷରୁ ପୃଥିବୀର ଶ୍ରେଷ୍ଠ ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ଏହାର ପ୍ରଥମସ୍ଥାନରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍‌ ରହିଛନ୍ତି। ସେହିପରି ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଭାରତର…

ଝାରପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ବିଚାରାଧୀନ କଏଦୀ ତ୍ରିପତି ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କିଛି ଦିନ ତଳେ କଟକ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଚାରାଧୀନ କଏଦୀଙ୍କ ମୃତ୍ୟୁ…

ଡ୍ରାଗନର ଲାଲ୍‌ଆଖି: ରୁତୋଗ୍‌ରେ ଠୁଳ କରୁଛି ଯୁଦ୍ଧ ସରଞ୍ଜାମ…

ବେଜିଂ/ଲେହ,୧୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏପରିସ୍ଥଳେ ଚାଇନା ଗତବର୍ଷ ଭଳି ଚଳିତ ବର୍ଷ ଭାରତକୂ ଘେରିବା ଆରମ୍ଭ କରିଛି। ଶାନ୍ତିର କଥା ବିଷୟରେ କହି ବୁଲୁଥିବା ଡ୍ରାଗନ ପୁଣି ପୂର୍ବ ଲଦାଖ ଅଞ୍ଚଳରେ ସେନ୍ୟ…

ପ୍ରଥମ ଦରମା ଟଙ୍କା ଘରକୁ ପଠାଉଥିଲି: ଜୀବନ ବଲ୍ଲଭ ମାନସିଂହ

ଖୋର୍ଦ୍ଧା ଜିଲା ଅନ୍ତର୍ଗତ କୁହୁଡ଼ିଠାରେ ମୋ ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ୧୯୭୮ ମସିହାରେ ମାଟ୍ରିକ୍‌ ପାସ୍‌ କରିବା ପରେ ରାଉରକେଲାରେ ବାଣିଜ୍ୟ ବିଭାଗରେ ଇଣ୍ଟରମିଡିଏଟ୍‌ ପଢିଥିଲି। ତା’ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଗ୍ରାଜୁଏସନ୍‌ ଶେଷ କଲି। ଇଚ୍ଛା ଥିଲା ସାମ୍ବାଦିକତା…

ଅନାଥ ଆଶ୍ରମରୁ ୧୦ ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୧୬।୫: ଝାରସୁଗୁଡା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ସଂକ୍ରମଣ ଜିଲାର ବିଭିନ୍ନ ଅନୁଷ୍ଠାନରେ ବ୍ୟାପିବାରେ ଲାଗିଛି । ଏଭଳି ଗୋଷ୍ଠୀ ସଂକ୍ରମଣକୁ ନେଇ ଜିଲା ପ୍ରଶାସନ ଚିନ୍ତାରେ ପଡ଼ିଛି। ଏଭଳି ସ୍ଥିତିରେ ଶନିବାର…

କେହି ନାହିଁ ଯାହାର, ଆମେ ଅଛୁ ତାହାର

କୁହାଯାଏ ବନ୍ଧୁ ସିଏ, ଯିଏ ରାଜଦ୍ୱାରରୁ ଶ୍ମଶାନ ପର୍ଯ୍ୟନ୍ତ ସାଥିରେ ଛିଡ଼ା ହୋଇଥାଏ। ହେଲେ କରୋନା କିନ୍ତୁ ବଦଳାଇ ଦେଇଛି ସବୁ ସମ୍ପର୍କର ସଂଜ୍ଞା। ସାଧାରଣତଃ କେହି ଜଣେ ଆତ୍ମୀୟଙ୍କ ମୃତ୍ୟୁରେ ବନ୍ଧୁ ପରିଜନଙ୍କଠାରୁ ପାଖ ପଡୋଶୀ ଯାଏ ସମସ୍ତେ ରୁଣ୍ଡ…

ଖେଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ

ପାରଳାଖେମୁଣ୍ଡି,୧୬।୫(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକରେ ପୋଖରୀରେ ବୁଡ଼ି ଜଣେ ନାବାଳକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗଜପତି ଜିଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ବାହାଡ଼ାପଦା ଗ୍ରାମର ମିଖାଏଲ ଶବରଙ୍କ ପୁଅ ଆଲୋକ ଶବର। ସୂଚନାନୁଯାୟୀ, ଶନିବାର ଅପରାହ୍ନରୁ…

ଗଞ୍ଜାମକୁ ଫେରିଲେଣି ୨୮,୯୦୩ ପ୍ରବାସୀ

ଛତ୍ରପୁର,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ବର୍ତ୍ତମାନ ସୁଦ୍ଧା ୨୮ ହଜାର ୯୦୩ ଜଣ ପ୍ରବାସୀ ଫେରିଛନ୍ତି ଏଥିମଧ୍ୟରେ ଗ୍ରାମାଞ୍ଚଳକୁ ୨୭ ହଜାର ୩୨୦ ଓ ସହରାଞ୍ଚଳକୁ ୧ ହଜାର ୫୮୩ ପ୍ରବାସୀ ଫେରିଛନ୍ତି। ବର୍ତ୍ତମାନ ୯ ହଜାର ୬୧୨ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ…

ହୃଦ୍‌ଘାତରେ ଏହି ଅଭିନେତ୍ରୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ,୧୬।୫: ଫିଲ୍ମ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଲିଉଡ୍‌ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ବାପା ତଥା ବିଶିଷ୍ଟ ଅଭିନେତା କେ.ଡି ଚନ୍ଦ୍ରନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ରବିବାର ସକାଳେ ହୃହ୍‌ଘାତ ହେବାରୁ ତାଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri