Home

ଇନ୍‌ଷ୍ଟାଗ୍ରାମରେ ବୋହୂଙ୍କୁ ଫଲୋ କରନ୍ତି ନାହିଁ ବିଗ୍‌ ବି: ଐଶ୍ୱର୍ଯ୍ୟା ବି ସ୍ବାମୀଙ୍କୁ ଛାଡ଼ି…

ବମ୍ବେ: ସାମାଜିକ ଗଣମାଧ୍ୟମରେ ବେଶ୍‌ ସକ୍ରିୟ ବିଗ୍‌ ବି ଅମିତାଭ ବଚ୍ଚନ। ଟୁଇଟର୍‌ ଭଳି ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଅଧିକ। ଦେଖିବାକୁ ଗଲେ ୨୬.୬ ମିଲିୟନ୍‌ ଲୋକ ତାଙ୍କୁ ଫଲୋ କରନ୍ତି। ହେଲେ ଅମିତାଭ ମାତ୍ର ୬୮ଜଣ ଲୋକଙ୍କୁ ଫଲୋ କରୁଛନ୍ତି।…

ବଦଳିବ କାହାଣୀର ଗତିପଥ: ବଡ଼ ହେବେ ବୋନ୍ଦିତା; ଏହି ଅଭିନେତ୍ରୀ ତୁଲାଇବେ…

ବମ୍ବେ: ଲୋକପ୍ରିୟ ଧାରାବାହିକ ‘ବାରିଷ୍ଟର ବାବୁ’ରେ ଆସିବାକୁ ଯାଉଛି ବଡ଼ ଟୁଇଷ୍ଟ। ସେଇଟି ହେଲା ଲିପ୍‌। କହିବାର ତାତ୍ପର୍ଯ୍ୟ କୁନି ବୋନ୍ଦିତା ବଡ଼ ହୋଇଥିବା ଦେଖିବାକୁ ମିଳିବ। ଏବେ ଏହି ଭୂମିକାରେ ଔରା ଭଟ୍ଟନାଗର ନଜର ଆସୁଥିବା ବେଳେ ତାଙ୍କ ସ୍ଥାନ…

ରାମାୟଣରେ ଅପ୍‌ସରା ଚରିତ୍ରରେ ଅଭିନୟ କରିଥିଲେ ଏହି ଲୋକପ୍ରିୟ ଟେଲି ଅଭିନେତ୍ରୀ

ମୁମ୍ବାଇ: ଟେଲି ଅଭିନେତ୍ରୀ ଦିବ୍ୟଙ୍କା ତ୍ରୀପାଠିଙ୍କୁ କିଏ ବା ନ ଜାଣେ। ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ। ‘ବନୁ ମେଁ ତେରୀ ଦୁଲହନ’ ସରିୟଲ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଦିବ୍ୟଙ୍କା ବର୍ତ୍ତମାନ ଇସି ମା’ ଭାବେ…

ଚାଇନା, କରୋନା ଉତ୍ପତ୍ତି ନେଇ ବିଶେଷଜ୍ଞଙ୍କୁ ଅନ୍ଧାରରେ ରଖିଥିଲା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଚାଇନା ଅନ୍ତର୍ଜାତୀୟସ୍ତରରେ ଧୀରେଧୀରେ ଅଡୁଆରେ ପଡ଼ିବାରେ ଲାଗିଛି। ମହାମାରୀ ସଂକ୍ରମଣର ଗୁମର ଖୋଲିବାରେ ଲାଗିଛି। କରୋନା ମହାମାରୀର ଉତ୍ପତ୍ତି ନେଇ ଚାଇନା ପୃଥିବୀର ସମସ୍ତ ବିଶେଷଜ୍ଞଙ୍କୁ ଅନ୍ଧାରରେ ରଖିଥିଲା। ଏହା ସହିତ ସଂକ୍ରମଣ ସମ୍ପର୍କିତ…

୧ କୋଟି ଡୋଜ୍‌ ଭାକ୍ସିନ୍‌ ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୨୯।୫: କରୋନା ଟିକା ଅଭାବ ପୂରଣ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ ୧ କୋଟି ଡୋଜ୍‌ ଭାକ୍ସିନ୍‌ ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କରାଯାଇଛି। ଜୁନ୍‌ ୭ ଅପରାହ୍ନ ୫ ସୁଦ୍ଧା ଆଗ୍ରହୀ ଭାକ୍ସିନ୍‌ ନିର୍ମାତାମାନେ ଆବେଦନ କରିପାରିବେ…

ଜାତିସଂଘ ସଂସ୍ଥାରୁ ରଣଦୀପ ବିଦା

ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ କଟାକ୍ଷ କରିଥିବା ନେଇ ଏକ ପୁରୁଣା ଭିଡିଓ ଏବେ ସାମ୍ନାକୁ ଆସିଛି। ଏହା ଭାଇରାଲ ହେବା ପରେ ରଣଦୀପଙ୍କୁ ଜାତିସଂଘର ଏକ ପରିବେଶ ସମ୍ପର୍କିତ ଚୁକ୍ତି କନ୍‌ଭେନ୍‌ଶନ୍‌ ଫର୍‌ ଦି…

ବ୍ରେନ୍‌ ଡେଡ୍‌ ମହିଳାଙ୍କ ଅଙ୍ଗ ୪ ଜଣଙ୍କ ଜୀବନ ବଞ୍ଚାଇଲା

ନୂଆଦିଲ୍ଲୀ: ଜଣେ ୪୩ ବର୍ଷୀୟ ବ୍ରେନ୍‌ ଡେଡ୍‌ ମହିଳାଙ୍କ ଅଙ୍ଗଦାନ ଫଳରେ ୪ ଜଣଙ୍କ ଜୀବନ ବଞ୍ଚତ୍ପାରିଛି। ତାଙ୍କ ଯକୃତ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ ହୋଇଥିବାବେଳେ କିଡ୍‌ନୀକୁ ସାର୍‌ ଗଙ୍ଗାରାମ ହସ୍ପିଟାଲର ଅନ୍ୟ ଜଣେ ରୋଗୀଙ୍କ ଦେହରେ…

ଗୋଟିଏ ଗୋଡ଼ରେ ପାହାଡ଼ ଚଢ଼ା

ନୂଆଦିଲ୍ଲୀ: କଥାରେ ଅଛି ମନୋବଳ ଦୃଢ ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି। ଠିକ୍‌ ଏମିତି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛୋଟ ଝିଅଟିଏ ଗୋଟିଏ ଗୋଡ଼ରେ ବହୁ କଷ୍ଟରେ ପାହାଡ଼ ଚଢିବାର ଦୃଶ୍ୟ ବେଶ୍‌…

୧.୫ ଡିଗ୍ରୀ ବଢ଼ିପାରେ ବିଶ୍ୱ ତାପମାତ୍ରା

ଜେନେଭା: ଆସନ୍ତା ୫ ବର୍ଷରେ ବିଶ୍ୱର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇପାରେ। ୨୦୨୧ରୁ ୨୦୨୫ ମଧ୍ୟରେ ପ୍ରତିବର୍ଷ ତାପମାତ୍ରା ଅତି କମ୍‌ରେ ୧ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିପାରେ ବୋଲି ଓ୍ବାଲର୍‌ଡ ମେଟେରୋଲୋଜି ଅର୍ଗାନାଇଜେଶନ (ଡବ୍ଲ୍ୟୁଏମ୍‌ଓ)ର ଏକ ଅଧ୍ୟୟନରୁ…

ନକାରାତ୍ମକ ଚିନ୍ତାଧାରା ଘାତକ

କରୋନା ସଂକ୍ରମଣ ସମୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସୁଷମ ଖାଦ୍ୟ ଏବଂ ଯୋଗ ପ୍ରାଣାୟାମ ଦ୍ୱାରା ଯେ, କେବଳ ଇମ୍ୟୁନିଟି ବଢ଼ାଯାଇପାରିବ ତାହା ନୁହେଁ; ଅଧିକନ୍ତୁ ମନରେ ସକାରାତ୍ମକ ଭାବନା ଦ୍ୱାରା ମଧ୍ୟ ଅନେକ…

ସଫଳ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କଲେ ମୋଦି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଓଡ଼ିଶାରେ ବାତ୍ୟା ସମୀକ୍ଷା ବୈଠକକୁ ପ୍ରଶଂସା କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ହୋଇଥିବା ସମୀକ୍ଷା ବୈଠକ ଫଳପ୍ରଦ ହୋଇଛି ବୋଲି ଟୁଇଟ କରିଛନ୍ତି ମୋଦି। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶା ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି…

ଇଣ୍ଟିମେଟ୍‌ ସିନ୍‌ ପାଇଁ ସର୍ତ୍ତ ରଖିଥିଲେ ଏହି ଅଭିନେତ୍ରୀ…

ମୁମ୍ବାଇ,୨୯।୫: ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିବା ଅନୁପ୍ରିୟା ଗୋଏଙ୍କାଙ୍କୁ ଶନିବାର ୩୪ ବର୍ଷ ପୂରଣ ହୋଇଛି। ୧୯୮୭ ମେ’ ୨୯ରେ କାନପୁରଠାରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କମର୍ସରେ ଗ୍ରାଜୁଏଟ୍‌ ହେବା ପରେ ଅଭିନୟକୁ କ୍ୟାରିଅର ଭାବେ ଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri