ଥାଇଲାଣ୍ଡକୁ କଳାକୃତି ଫେରାଇଲା ଆମେରିକା
ଓ୍ବାଶିଂଟନ୍, ୩୦ା୫: ସାନ୍ଫ୍ରାନ୍ସିସ୍କୋ ଏସିଆନ୍ ଆର୍ଟ ମ୍ୟୁଜିୟମ୍ରେ ଶୋଭା ପାଉଥିବା ଦୁଇଟି ଧାର୍ମିକ ପ୍ରସ୍ତର କଳାକୃତିକୁ ଥାଇଲାଣ୍ଡକୁ ଫେରାଇଛି ଆମେରିକା। ୧୯୬୦ ଦଶକରେ ଭିଏତନାମ ଯୁଦ୍ଧବେଳେ ବେଆଇନ ଭାବେ ଏହାକୁ ଥାଇଲାଣ୍ଡରୁ ଅଣାଯାଇଥିଲା। ଏହି ଷ୍ଟୋନ୍ ଲିଣ୍ଟେଲ୍ସକୁ ଆମେରିକା ମ୍ୟୁଜିୟମ୍ରେ ରଖାଯାଇଥିଲା।…
କବରରେ ୨୧୫ ପିଲାଙ୍କ ଦେହାବଶେଷ
ଅଟାଓ୍ବା, ୩୦ା୫ :ଆଦିବାସୀଙ୍କ ଭାଷା, କଳା ସଂସ୍କୃତିକୁ ଧ୍ୱଂସ ଓ ସେମାନଙ୍କୁ ବିଲୁପ୍ତ କରିଦେବାକୁ ଚକ୍ରାନ୍ତ ହେଉଥିଲା। ଆଦିବାସୀ ପିଲାଙ୍କୁ ସେମାନଙ୍କ ଘରୁ ଜୋରଜବରଦସ୍ତ ନିଆଯାଇ ରେସିଡେନ୍ସିଆଲ ସ୍କୁଲରେ ଭର୍ତ୍ତି କରାଯାଉଥିଲା। ଛୋଟ ପିଲାମାନଙ୍କୁ ଶାରୀରିକ ନିର୍ଯାତନା ଏପରି କି ବଳାତ୍କାର…
ଜାଣନ୍ତି ଅମିତାଭଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ଅଛି
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ବିଗ୍-ବି ଅମିତାଭ ବଚ୍ଚନ ମୁମ୍ବାଇ ବ୍ୟତୀତ ବିଦେଶରେ ଅନେକ ସମ୍ପତ୍ତିର ମାଲିକ ଅଟନ୍ତି। ଅମିତାଭ ମୁମ୍ବାଇରେ ୩୧ କୋଟି ଟଙ୍କାରେ ୫୭୦୪ ବର୍ଗଫୁଟ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ସମ୍ପତ୍ତି ହେଉଛି ୩୪ ମହଲା ବିିଲ୍ଡିଂର ୨୭…
ଗୋଆରେ ପୁଣି ବଢ଼ିଲା କର୍ଫ୍ୟୁ
ପାନାଜି,୨୯ା୫: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ସଂକ୍ରମଣ ବଢୁଥିବାରୁ ଅଧିକାଂଶ ରାଜ୍ୟରେ ଲଗାତର ଲକ୍ଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ କ୍ରମାଗତ ଭାବେ ବଢ଼ାଯାଉଛି।କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୋଆରେ କର୍ଫ୍ୟୁକୁ ୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି…
ଜୁନ୍ ୧ରୁ ବିଶ୍ୱବିଦ୍ୟାଳୟରେ ଅନ୍ଲାଇନ୍ ପାଠପଢ଼ା
ଭୁବନେଶ୍ୱର,୨୯ା୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଜୁନ୍ ୧ରୁ ଅନ୍ଲାଇନ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଅନୁଯାୟୀ, ଶ୍ରେଣୀଗୃହରେ କୌଣସି ଶିକ୍ଷାଦାନ ହେବ…
ସଲମାନ୍ ମାମଲା କଲେ, ହେଲେ ମୁଁ ସିଧା ଚାପୁଡ଼ା ମାରିବି: ମିକା
ବମ୍ବେ: ଅଭିନେତା ତଥା ସ୍ବଘୋଷିତ ଫିଲ୍ମ ସମୀକ୍ଷକ କମାଲ ରଶିଦ ଖାନ୍(କେଆର୍କେ) ବିବାଦକୁ ନେଇ ଏବେ ଚର୍ଚ୍ଚାରେ। ସଲମାନ୍ ଖାନ୍ ତାଙ୍କ ଉପରେ ମାନହାନି ମାମଲା କରିଛନ୍ତି। ଏବେ ସେ ଗାୟକ ମିକା ସିଂହଙ୍କୁ କଟାକ୍ଷ କରି ଅଡ଼ୁଆରେ ପଡ଼ିଛନ୍ତି। ମେ’…
ବଲିଉଡ୍ର ଏହି ଅଭିନେତ୍ରୀ ଅଜବ କାରଣ ଦର୍ଶାଇ ରିଜେକ୍ଟ କରିଥିଲେ ହଲିଉଡ୍ର ବଡ଼ ପ୍ରୋଜେକ୍ଟ
ମୁମ୍ବାଇ: ବଲିଉଡ୍ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ହଲିଉଡ୍ ଫିଲ୍ମରେ କାମ କରି ବେଶ୍ ନାଁ କମାଇଛନ୍ତି। ବେଳେବେଳେ ଏମିତି ହୋଇଛି ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ କେତେଜଣ ହଲିଉଡ୍ର ବଡ଼ ପ୍ରୋଜେକ୍ଟର ଫିଲ୍ମକୁ ବି ଅଗ୍ରାହ୍ୟ କରିଥିଲେ। ଏହା ପଛରେ କିଛି…
ପଶ୍ଚିମବଙ୍ଗବାସୀଙ୍କ କଲ୍ୟାଣ ପାଇଁ ମୋଦିଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ: ମମତା
କୋଲକାତା,୨୯।୫: ବାତ୍ୟା ‘ୟାସ’ ପ୍ରଭାବରେ ଓଡ଼ିଶା ସହ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରାଜ୍ୟ ଗସ୍ତ କରି ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଏଥିନିମନ୍ତେ ସେ ଏକ ବୈଠକ ମଧ୍ୟ କରିଥିଲେ। ବୈଠକରେ ପଶ୍ଚିମବଙ୍ଗ…
ବିସିସିଆଇ ବୈଠକରେ ବଡ଼ ନିଷ୍ପତ୍ତି: ଏହି ଦେଶରେ ଖେଳାଯିବ ଆଇପିଏଲ୍-୨୦୨୧ର ବାକି ମ୍ୟାଚ୍
ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ର ଚଳିତ ସିଜନ୍ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଖେଳାଯିବ। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ବାକିଥିବା ମ୍ୟାଚ୍ ଖେଳାଯିବାନେଇ ଶନିବାର ବିସିସିଆଇର ସ୍ପେଶାଲ ଜେନେରାଲ ମିଟିଂ(ଏସ୍ଜିଏମ୍)ରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିନିମନ୍ତେ ୟୁଏଇ ବୋର୍ଡ ରାଜି ହୋଇଛି ବୋଲି ବିସିସିଆଇ ପକ୍ଷରୁ…
ଶ୍ରୀଲଙ୍କାରେ ହୋଇପାରେ ଏସିଡ୍ ବର୍ଷା: ଅଧିକାରୀ
କଲମ୍ବୋ,୨୯ା୫: ସିଙ୍ଗାପୁରର ଫ୍ଲାଗ୍ କାର୍ଗୋ ଜାହାଜରୁ ନାଇଟ୍ରୋଜେନ ଡାଇଅକ୍ସାଇଡ ନିର୍ଗତ ହେବା ଦ୍ୱାରା ସାମାନ୍ୟ ଏସିଡ୍ ବର୍ଷା ହୋଇପାରେ ବୋଲି ଶ୍ରୀଲଙ୍କାର ସର୍ବୋଚ୍ଚ ପରିବେଶ ସଂସ୍ଥା ଚେତାବନୀ ଦେଇଛି। ଗତ ସପ୍ତାହରେ ଖରାପ ପାଗ ଯୋଗୁ କଲମ୍ବୋ ବେଳାଭୂମିରେ ମାଲବାହୀ ଜାହାଜ…
ଟେଷ୍ଟ କ୍ରିକେଟ ଆଦୌ ପସନ୍ଦ ନୁହେଁ, ହେଲେ ପନ୍ତଙ୍କ ବ୍ୟାଟିଂକୁ ଚାହିଁ ରହିଥାନ୍ତି ଏହି କ୍ରିକେଟର; କହିଲେ…
ଲଣ୍ଡନ,୨୯।୫: ଭାରତୀୟ ଦଳର ଉଇକେଟକିପର୍ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ପ୍ରଶଂସକ ଢ଼େର ଅଧିକ। କାରଣ ସେ ଏଭଳି ଜଣେ ବ୍ୟାଟ୍ସମ୍ୟାନ ଯିଏ ବିରୋଧି ବୋଲର୍ଙ୍କ ଉପରେ ଚାପ ପକାଇ ଖେଳିବାକୁ ପସନ୍ଦ କରନ୍ତି। ପନ୍ତଙ୍କ ଏଭଳି ଆକ୍ରାମକ ବ୍ୟାଟିଂ ଯୋଗୁ ଟେଷ୍ଟ…
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ: ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ
ଦାରିଙ୍ଗବାଡ଼ି,୨୯ା୫(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସୋନପୁର ପଞ୍ଚାୟତର ସରପଞ୍ଚ କେଶରସେନ ମୁଠାମାଝିଙ୍କୁ କିଛି ଦୁର୍ବୁତ୍ତ ହତ୍ୟା ଧମକ ଦେଇଥିବା ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ପକ୍ଷରୁ ୮୯/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଆଇଆଇସି…
Archives


