Home

ସରକାରଙ୍କ ଦୀର୍ଘ ମିଆଦୀ ଯୋଜନା: ସମୁଦ୍ର କୂଳରେ ନିର୍ମାଣ ହେବ ପଥର ବନ୍ଧ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ବିଶ୍ୱ ବ୍ୟାଙ୍କ ସହାୟତାରେ ସମୁଦ୍ର ଜୁଆର ପାଣି ରୋକିବାକୁ ସରକାର ପ୍ରସ୍ତୁତ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଜଳ ସମ୍ପଦ ବିଭାଗର ତତ୍ତ୍ୱାବଧାନରେ ପ୍ରସ୍ତୁତ ହେଉଛି ଡିପିଆର। ଅର୍ଥାତ୍‌ ସମୁଦ୍ର କୂଳରେ ନିର୍ମାଣ ହେବ ପଥର ବନ୍ଧ। ୧୯୪୪…

ସିନେମା ପରି କାହାଣୀ: ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ବିବାହ କରାଇଦେଲେ ସ୍ବାମୀ

ଛାପ୍ରା: ଚଳଚ୍ଚିତ୍ର ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ର କାହାଣୀକୁ ଥରେ ମନେ ପକାନ୍ତୁ। ନାୟକ ଅଜୟ ଦେବଗନ ଏଥିରେ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ପ୍ରେମିକ(ସଲମାନ୍‌ ଖାନ୍‌)ଙ୍କ ସହ ମିଶାଇବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ। ଠିକ୍‌ ଏଭଳି ସାମଞ୍ଜସ୍ୟ ଥିବା…

କରୋନା ଔଷଧ ‘ଟୁ-ଡିଜି’ କିଣିବାକୁ ଅର୍ଡର ଦେଲେ ସରକାର

ଭୁବନେଶ୍ୱର,୨୯ା୫(ବ୍ୟୁରୋ): କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। ୫ ହଜାର ପୁଡ଼ିଆ ଟୁ-ଡିଜି ମେଡିଶିନ ପାଇଁ ଅର୍ଡର ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ରୋଗୀଙ୍କ…

ମାଓବାଦୀଙ୍କ ବୈଠକ ଯୋଗୁ ଗାଁରେ ବ୍ୟାପୁଛି କରୋନା ମହାମାରୀ ସଂକ୍ରମଣ…

ରାୟପୁର/ସୁକମା,୨୯।୫: ଛତିଶଗଡ଼ରେ ମାଓବାଦୀଙ୍କ ବୈଠକ ଯୋଗୁ ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଗାଁଗୁଡ଼ିକରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ସୁକମା ଅଞ୍ଚଳରେ ଥିବା ଆଦିବାସୀ ଗାଁ କର୍ମାଗୋଣ୍ଡିରେ ମାଓବାଦୀଙ୍କ ବୈଠକ ପରେପରେ ହୋଇଥିବା ନମୁନା ପରୀକ୍ଷାରେ ୯୧ ଜଣଙ୍କ ରିପୋର୍ଟ କରୋନା…

ପାକିସ୍ତାନର କୋଚ୍‌ ହେବାକୁ କାହିଁକି ଚାହୁଁନାହାନ୍ତି? ଏହି କ୍ରିକେଟର କହିଲେ ‘ମୁଁ ମୁର୍ଖ ନୁହେଁ’

ଲାହୋର,୨୯।୫: ସର୍ବଦା ପାକିସ୍ତାନ କ୍ରିକେଟ ଟିମ୍‌ର କୋଚ୍‌ ପଦକୁ ନେଇ ବିବାଦ ଲାଗି ରହିଥାଏ। ସ୍ବଦେଶୀ କୋଚ୍‌ ହୁଅନ୍ତୁ ଅବା ବିଦେଶୀ, ସମସ୍ତଙ୍କୁ ନେଇ ବିବାଦ ଦେଖାଦେଇଥାଏ। ବର୍ତ୍ତମାନ ସମୟରେ ଅନେକ ପୂର୍ବ ଅଭିଜ୍ଞ ଖେଳାଳି ରହିଛନ୍ତି, ଯେଉଁମାନେ କୋଚ୍‌ ଭୂମିକା…

ସୋସିଆଲ ମିଡିଆରେ ୮ ବର୍ଷ ଝିଅର ବିବାହ ଖବର ଭାଇରାଲ, ନୋଟିସ ଜାରି କଲା ଏନ୍‌ସିପିସିଆର, ପରେ ଜଣା ପଡ଼ିଲା ସତ

ପାଟଣା,୨୯ା୫: ବିହାରର ନଓ୍ବାଡା ଜିଲାର ବାରିସଲିଙ୍ଗଜ ଥାନା ଅନ୍ତର୍ଗତ ମଞ୍ଜୋର ଗାଁରେ ଏକ ବିବାହର ଫଟୋ ଖୁବ୍‌ ତୀବ୍ର ବେଗରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟୁଇଟରରେ ଏହି ବିବାହ ଫଟୋ ଭାଇରାଲ ହେବା ପରେ ପୋଲିସର ସନ୍ଦେହ ହୋଇଥିଲା। ଜିଲା…

ସାଲାଇନ୍‌ ଗର୍ଗଲ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌କୁ ଆଇସିଏମ୍‌ଆର୍‌ ମଞ୍ଜୁରୀ…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ଟେଷ୍ଟ୍‌ ସଂଖ୍ୟା ବୃଦ୍ଧି କରିବା ଲାଗି ଆଇସିଏମ୍‌ଆର୍‌ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଇସିଏମ୍‌ଆର୍‌ ପକ୍ଷରୁ ସାଲାଇନ୍‌ ଗର୍ଗଲ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି।…

ଆଇପିଏଲ୍‌ ସିଜିନ୍‌-୧୪ର ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ ହେବ: ବିସିସିଆଇର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଜାରି ରହିଥିବା ଆଇପିଏଲ୍‌ ସିଜିନ୍‌-୧୪ର ମ୍ୟାଚ୍‌କୁ ବନ୍ଦ କରାଯାଇଥିଲା। ତେବେ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ( ବିସିସିଆଇ) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ସିଜିନ୍‌ର ଅବିଶିଷ୍ଟ ୩୧ ମ୍ୟାଚ୍‌ ୟୁଏଇରେ…

ଆମକୁ ଘରକୁ ପଠାନ୍ତୁନି ସାର୍‌, ପାରୋଲରେ ନ ଯିବାକୁ ଅନୁରୋଧ କଲେ କଏଦୀ…

ଗାଜିଆବାଦ୍‌,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜେଲ୍‌ରେ ଭିଡ଼ କମ୍‌ କରିବା ଲାଗି କଏଦୀଙ୍କୁ ପାରୋଲ୍‌ରେ ପଠାଇବା ଲାଗି ନିର୍ଦ୍ଦେଶ ଜାରି ହୋଇଛି। ସାଧାରଣତଃ ଘରକୁ ଯିବାକୁ କଏଦୀ ଚାହିଁଥାନ୍ତି। ମାତ୍ର ଉତ୍ତରପ୍ରଦେଶ ଗାଜିଆବାଦ୍‌ର ଡାସନା ସ୍ଥିତ…

ଏସ୍‌ପି ନେତା ଆଜମ ଖାଁ ଗୁରୁତର

ଲକ୍ଷ୍ନୌ,୨୯।୫: ସମାଜବାଦୀ ପାର୍ଟି(ଏସ୍‌ପି) ନେତା ତଥା ଏମ୍‌ପି ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲ ସ୍ଥିତ କୋଭିଡ ଆଇସିୟୁରେ ସେ ଭର୍ତ୍ତି ଥିବା ବେଳେ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିବା ଜଣାପଡ଼ିଛି। ଏନେଇ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର…

ରାଜ୍ୟରେ ବଢ଼ିବ ନାହିଁ ବିଜୁଳି ଦର

ଲକ୍ଷ୍ନୌ,୨୯।୫: କରୋନା କାଳ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ବିଜୁଳି ଦର…

ବିଶ୍ୱର ସବୁଠୁ ଦାମୀ କାର୍‌, ଦାମ୍‌ ଜାଣିଲେ…

ବିଳାସପୂର୍ଣ୍ଣ କାର୍‌ ନିର୍ମାଣ କରିବାରେ ବେଶ୍‌ ଜଣାଶୁଣା କମ୍ପାନୀ ହେଉଛି ରୋଲ୍‌ସ ରୟସ। ବର୍ତ୍ତମାନ ଏହି କମ୍ପାନୀ ବିଶ୍ୱର ସବୁଠୁ ଦାମୀ କାର୍‌ ଲଞ୍ଚ୍‌ କରିଛି। ଏହି କାର୍‌ର ନାମ ବୋଟ୍‌ ଟେଲ। ଏହାର ଦାମ୍‌ ୨୦ ମିଲିୟନ ପାଉଣ୍ଡ୍‌ସ ଅର୍ଥାତ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri