Home

ଇଭିଏମ୍‌କୁ ଷ୍ଟାଲିନ୍‌ଙ୍କ ସନ୍ଦେହ

ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ ଶୁକ୍ରବାର ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ର ସୁରକ୍ଷା ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏପ୍ରିଲ ୬ ବିଧାନସଭା ନିର୍ବାଚନ ପରେ ଇଭିଏମ୍‌ ରଖାଯାଇଥିବା ଷ୍ଟ୍ରଙ୍ଗ୍‌ରୁମ୍‌କୁ ଅନଧିକୃତ ଲୋକଙ୍କୁ ଛଡ଼ାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ତାମିଲନାଡୁ…

କିମ୍‌‌ ଦକ୍ଷିଣ କୋରିଆ ପ୍ରଧାନମନ୍ତ୍ରୀ

ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ-ଇନ୍‌ ଶୁକ୍ରବାର କିମ୍‌ ବୁ-କ୍ୟୁମ୍‌ଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ବାଛିଛନ୍ତି। ତାଙ୍କ ରାଷ୍ଟ୍ରପତିତ୍ୱରେ କିମ୍‌ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ। ୪ ଥର ଏମ୍‌ପି ହୋଇଥିବା କିମ୍‌ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ନୂଆ…

ରାଜ୍ୟରେ ୩୧୪୪ କରୋନା ପଜିଟିଭ୍‌ ଚିହ୍ନଟ: ସର୍ବାଧିକ ସୁନ୍ଦରଗଡ଼, ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫ୍‌ ଉପରମୁହାଁ ହେବାରେ ଲାଗିଛି। ଶନିବାର ରାଜ୍ୟରେ ୩୧୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୪,୫୯୪ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ବୋଟାସ ଦ୍ରୁତତମ

ଇମୋଲା(ଇଟାଲୀ),୧୭ା୪(ଏପି)-ଇମିଲିଆ-ରେମାଗ୍ନା ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ଦୁଇଟି ପ୍ରାକ୍ଟିସ ସେସନରେ ମର୍ସିଡିଜ୍‌ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସିଜନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରେଡ୍‌ବୁଲ୍‌ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ଦୁଇଟି ଯାକ ପ୍ରାକ୍ଟିସ ସେସନରେ ଦ୍ରୁତତମ…

ଧୋନୀ, ରାଇନାଙ୍କୁ ସ୍ବତନ୍ତ୍ର ଗୀତ ଉତ୍ସର୍ଗ କଲେ ରହମାନ

ଚେନ୍ନାଇ,୧୭।୪: ଓସ୍କାର ବିଜେତା ସଙ୍ଗୀତକାର ଏ.ଆର. ରହମାନ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୦୧ର ଫିଲ୍ମ ‘ଲଗାନ’ର ଲୋକପ୍ରିୟ ଗୀତ ‘ଚଲେ ଚଲୋ’ ଗୀତ ଉତ୍ସର୍ଗ କରିଛନ୍ତି। ସେହିପରି ଚେନ୍ନାଇର ତାରକା ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ ୧୯୯୫ର…

ଆଇପିଏଲ୍‌- ୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୧୭।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ନବମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ଓ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଶନିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ଦଳରେ…

ମେଶିନରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ: ତଦନ୍ତ ଆରମ୍ଭ କଲେ ଅଧିକାରୀ

ଭଦ୍ରକ ଅଫିସ,୧୭।୪-ଭଦ୍ରକ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଜେସିବି ଦ୍ୱାରା କାମ କରାଯାଉଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଟୁଇଟର ମାଧ୍ୟମରେ ଅଭିଯୋଗ ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ୱେବସାଇଟ୍‌ରୁ ଉକ୍ତ କାର୍ଯ୍ୟ ସମ୍ପର୍କିତ ତଥ୍ୟ ଡିଲିଟ୍‌…

୫-ଟିରେ ଅନୁଗୋଳର ୫୦ ହାଇସ୍କୁଲ

ଅନୁଗୋଳ ଅଫିସ,୧୭ା୪ ଅନୁଗୋଳ ଜିଲାରେ ବଦଳିବ ହାଇସ୍କୁଲ ଶିକ୍ଷାର ଭିତ୍ତିଭୂମି। ଶୈକ୍ଷିକ ବ୍ୟବସ୍ଥାରେ କରାଯିବ ବଡ଼ ପରିବର୍ତ୍ତନ। ନୂଆ ରୂପରେଖ ସହ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ବାତାବରଣ ଏଠାରେ ପ୍ରସ୍ତୁତ ହେବ। ରାଜ୍ୟ ସରକାରଙ୍କ ୫-ଟି ବିଭାଗ ଅଧୀନରେ ଆରମ୍ଭ…

ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ କରୋନା: ରିମାଣ୍ଡ ସ୍ଥଗିତ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ୧୨୦ ଘଣ୍ଟା ଘରେ ତେଲେଙ୍ଗାନାରୁ ଗିରଫ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ ହାଇଦରଙ୍କୁ କରୋନା। ଆରଟି-ପିସିଆର ଟେଷ୍ଟ ପରେ ଶନିବାର ତାଙ୍କର ରିପୋର୍ଟ ପଜିଟିଭ ଆସିଛିି। ଏହାପରେ ହାଇଦରଙ୍କୁୁ ଚୌଦ୍ୱାର ଜେଲ୍‌ରେ ଆଇସୋଲେଶନ ୱାର୍ଡରେ ରଖାଯାଇଛି ବୋଲି କଟକ ଡିସିପି…

ଫ୍ଲଟିଂ କରିବାରେ ଓସ୍ତାଦ ଏହି ନାମଧାରୀ ମହିଳା

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ନାମ ଯେପରି ଗୁରୁତ୍ୱପୂର୍ଣ୍ଣ ନାମର ପ୍ରଥମ ଅକ୍ଷର ମଧ୍ୟ ଠିକ୍‌ ସେହିପରି। ନାମର ପ୍ରଥମ ଅକ୍ଷର ଆମ ଜୀବନର ଅନେକ ରହସ୍ୟ ଖୋଲିଥାଏ। ଜାଣିବା ‘ପି’ ଅକ୍ଷରରୁ ଆରମ୍ଭ ନାମଧାରୀ ମହିଳାଙ୍କ ବିଷୟରେ। ସମସ୍ତ ସମ୍ପର୍କ ଭଲଭାବେ…

ପ୍ରେମିକଙ୍କୁ ଏହି ୪ ମିଛ କଥା କହିଥାନ୍ତି ପ୍ରେମିକା

ପ୍ରେକିକା ସବୁବେଳେ ନିଜ ପ୍ରେମିକଙ୍କୁ ୪ଟି ମିଛ କହିଛନ୍ତି। ଆମେ କହୁନାହୁଁ, ବରଂ ଏକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ଜାଣିବା ସେହି ୪ ମିଛ ବିଷୟରେ… ପ୍ରଥମ ପ୍ରେମ: ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅଧିକାଂଶ ଝିଅ ସେମାନଙ୍କର ବର୍ତ୍ତମାନ ପ୍ରେମିକଙ୍କୁ ନିଜର…

କରୋନା ମଧ୍ୟରେ ହଜ୍‌ ଯାତ୍ରାକୁ ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସ୍ଥିତି ଧିରେ ଧିରେ ବିଗିଡ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଏବେ ଭୟାନକ ରୂପ ଧାରଣ କରୁଛି। ପ୍ରତିଦିନ କରୋନା ସଂକ୍ରମଣ ନୂଆ ନୂଆ ରେକର୍ଡ ଭାଙ୍ଗୁଛି। ଏଭଳି ସ୍ଥିତିରେ ଦେଶରେ ସମସ୍ତ ଧାର୍ମିକ କାର୍ଯ୍ୟ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri