ଅକ୍ସିଜେନ୍ ଅଭାବରୁ ୧୦ ରୋଗୀଙ୍କ ମୃତ୍ୟୁ
ଭୋପାଳ, ୧୯।୪: ମଧ୍ୟପ୍ରଦେଶର ଶାହଡୋଲ ଜିଲାରେ ଥିବା ସରକାରୀ ମେଡିକାଲ କଲେଜରେ ତରଳ ଅକ୍ସିଜେନ୍ ଟ୍ୟାଙ୍କରେ କମ୍ ଚାପ ଯୋଗୁ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତେବେ ଜିଲା ପ୍ରଶାସନ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ…
ହସ୍ପିଟାଲ ନାଁରେ ସାଇବର ଠକେଇ ଅପରାଧ
ପୁରୀ ଅଫିସ,୧୯।୪: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଠକମାନେ ନୂଆ ତରିକା ଆପଣାଉଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଏଟିଏମ୍…
ଆଉ ରକ୍ଷା ନାହିଁ: ସ୍ଥିତି ହେଲା ଅସମ୍ଭାଳ…
ନୂଆଦିଲ୍ଲୀ,୧୯।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ…
ଜିଲା ମୁଖ୍ୟ ଚିକିତ୍ସାଳୟରେ ଫାୟାର ସିଷ୍ଟମ୍ ଅଚଳ
ପୁରୀ ଅଫିସ,୧୯।୪: ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେବା ସପ୍ତାହ ଚାଲୁ ରହିଛି। ଅଗ୍ନିଶମ ଟିମ୍ ସହରର ବିଭିନ୍ନ ସଂସ୍ଥା ଓ ବଡ଼ବଡ଼ କୋଠାରେ ଅଗ୍ନି ସୁରକ୍ଷାକୁ ଯାଞ୍ଚ କରୁଛି। ଏଯାବତ୍ ଜିଲାର ସରକାରୀ କୋଠାର ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ…
‘ପ୍ରଧାନମନ୍ତ୍ରୀ ନୁହନ୍ତି, ଭାଜପା ପ୍ରଚାରକ’
ନୂଆଦିଲ୍ଲୀ/କୋଲକାତା,୧୯ା୪: ମହାମାରୀ କରୋନା ଯୋଗୁ ଭାରତରେ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଛି। ରବିବାର ୨,୬୧,୫୦୦ରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧,୫୦୧ ଜଣ ଭୂତାଣୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, କର୍ନାଟକ, କେରଳ ସମେତ ଜାତୀୟ…
ଆଜି ରାଜ୍ୟରେ ୪୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼
ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟରୁ ୪,୪୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨,୭୦୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…
ଟେନ୍ସନ୍ରେ ଥିଲେ…
ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଅନେକେ ଟେନ୍ସନ୍ର ବଶବର୍ତ୍ତୀ ହୋଇଥାଆନ୍ତି। ଏହାଦ୍ୱାରା ନିଜର କାର୍ଯ୍ୟ କରିବା କ୍ଷମତା ପ୍ରଭାବିତ ହୋଇଥାଏ। ଯଦି କୌଣସି କଥାକୁ ନେଇ ଟେନ୍ସନ୍ରେ ଅଛନ୍ତି, ତେବେ ତାହାକୁ ସହଜ ଉପାୟରେ ଦୂର କରିପାରିବେ। ପ୍ରଥମେ ନିଜ ମିଜାଜକୁ…
ରିକମ୍ବିନାଣ୍ଟ ଡିଏନ୍ଏ
”ଡିଏନ୍ଏର ଆକୃତି ଓ କାର୍ଯ୍ୟପ୍ରଣାଳୀ ବିଷୟରେ ଜେମ୍ସ ୱାଟ୍ସନ ଓ ଫ୍ରାନ୍ସିସ୍ କ୍ରିକ୍ ପ୍ରଥମେ ଗବେଷଣା କରିଥିଲେ, ଯାହା ୧୯୫୩ ମସିହାରେ ପ୍ରସିଦ୍ଧ ‘ନେଚର ପତ୍ରିକା’ରେ ପ୍ରକାଶ ପାଇଥିଲା l ସେମାନଙ୍କୁ ମିଳିତ ଭାବେ ୧୯୬୨ରେ ଭେଷଜ ବିଜ୍ଞାନ ପାଇଁ ନୋବେଲ…
କୁକୁର ଗିଳିଥିଲା ଏହି ଜିନିଷ, ତଥାପି ହୋଇ ନ ଥିଲା ଖରାପ; ଅପରେଶନ ପରେ ବାହାରିଲା
ପୋଷା କୁକୁରଙ୍କୁ ନେଇ ବିଭିନ୍ନ ସମୟରେ ଅନେକ ଅଜବ ଘଟଣା ସାମ୍ନାକୁ ଆସିଥାଏ। ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପୋଷା କୁକୁର ଏୟାରପଡ୍ସ ଗିଳି ଦେଇଥିଲା। ଫଳରେ ଏହାର ଅପରେଶନ କରାଯାଇଥିଲା। ମାତ୍ର ସବୁଠୁ ଆଶ୍ଚର୍ଯ୍ୟର କଥା…
ଭାଜପା ପ୍ରାର୍ଥୀଙ୍କୁ ଗୁଳି
କୋଲକତା,୧୯।୪: ପଶ୍ଚିମବଙ୍ଗର ମାଲଦାଠାରେ ଭାଜପା ପ୍ରାର୍ଥୀଙ୍କୁ ଗୁଳି କରାଯାଇଛି। ମାଲଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ଗୋପାଳ ଚନ୍ଦ୍ର ସାହା ରବିବାର ରାତି ୯ଟାରେ ପ୍ରଚାରରୁ ଫେରୁଥିଲେ। ଏହି ସମୟରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ…
ଷ୍ଟାଡିୟମରେ ବସି ଭୋ ଭୋ ହୋଇ କାନ୍ଦିଲେ ଧନଶ୍ରୀ, ଜାଣନ୍ତୁ କାହିଁକି
ଚେନ୍ନାଇ, ୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆରସିବି କେକେଆରକୁ ୩୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଆରସିବି ଦଳ…
ଶ୍ରୀମନ୍ଦିରରେ ସୁରକ୍ଷାକର୍ମୀଙ୍କ ରକ୍ତଛିଟା
ପୁରୀ ଅଫିସ, ୧୯।୪:ଶ୍ରୀମନ୍ଦିରରେ ବହୁ ବ୍ୟବଧାନରେ ପୁଣି ଅଘଟଣ ଦେଖିବାକୁ ମିଳିଛି। ରବିବାର ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡ଼ିଛି ରକ୍ତ ଛିଟା। ଯାହାଫଳରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିର ପରିସରରେ କାର୍ଯ୍ୟରତ ୨ ଶ୍ରୀଜଗନ୍ନାଥ…
Archives


