Home

ଆଜି ଆଉ ୧୯ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୧୮୦କୁ ବୃଦ୍ଧି

ଭୁବନେଶ୍ୱର,୯ା୫(ବ୍ୟୁରୋ): ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଥିବା ବେଳେ ଗତକାଲିଠାରୁ ଆଜି ଅର୍ଥାତ୍‌ ରବିବାର ମୃତ୍ୟୁସଂଖ୍ୟା ମଧ୍ୟ କମିଛି। କରୋନା ରବିବାର ୧୯ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଶେଷକୃତ୍ୟରେ ଯୋଗଦେଇ ୨୧ ଜଣଙ୍କ ଜୀବନ ଗଲା

ଜୟପୁର, ୯ା୫: ରାଜସ୍ଥାନର ସିକର ଜିଲାରେ ଜଣେ କରୋନା ମୃତକଙ୍କ ସତ୍କାର କାର୍ଯ୍ୟରେ ଯୋଗଦେଇଥିବା ୧୫୦ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ଏପ୍ରିଲ ୧୫ରୁ ମେ ୫ ତାରିଖ ମଧ୍ୟରେ ସେମାନଙ୍କ ମଧ୍ୟରୁ କରୋନାରେ ସଂକ୍ରମିତ ହୋଇ…

ଆସାମ ମୁଖ୍ୟମନ୍ତ୍ରୀ ଦୌଡ଼ରେ ହିମନ୍ତ ଆଗରେ

ନୂଆଦିଲ୍ଲୀ, ୯।୫(ପି.ଟି.): ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଶନିବାର ଦୁଇ ମୁଖ୍ୟ ଦାବିଦାର ସର୍ବାନନ୍ଦ ସୋନୋଓ୍ବାଲ୍‌ ଏବଂ ହିମନ୍ତ ବିଶ୍ୱ ଶର୍ମା ନୂଆଦିଲ୍ଲୀରେ ଭାଜପା କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟିଛନ୍ତି। ସେମାନେ ଭାଜପା ରାଷ୍ଟ୍ରୀୟ…

ହସ୍ପିଟାଲରେ ଭର୍ତ୍ତି ପାଇଁ ପଜିଟିଭ୍‌ ରିପୋର୍ଟ ଜରୁରୀ ନୁହେଁ

ନୂଆଦିଲ୍ଲୀ, ୯।୫: ଦେଶରେ ଦୈନିକ ୪ ଲକ୍ଷରୁ ଊର୍ଦ୍ଧ୍ୱ କରୋନାରେ ସଂକ୍ରମିତ ହେଉଥିବାବେଳେ ସେମାନଙ୍କୁ ଚିକିତ୍ସା ଯୋଗାଇବାରେ ଦେଶର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ପର୍ଯ୍ୟାପ୍ତ ହେଉନାହିଁ। କୋଭିଡ୍‌ କେୟାର ସେଣ୍ଟରରେ କରୋନା ରୋଗୀଙ୍କୁ ଭର୍ତ୍ତି କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର…

ଆଜି ରାଜ୍ୟରୁ ୧୦୬୩୫ କରୋନା ଆକ୍ରାନ୍ତ ଚିହ୍ନଟ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୧୦୬୩୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୩୪,୮୪୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…

ଚୂନ ଖଣିରେ ବିସ୍ଫୋରଣ: ୧୦ ମୃତ

କଡ଼ାପା, ୯।୫: ଆନ୍ଧ୍ରପ୍ରଦେଶର କଡାପାରେ ଥିବା ଏକ ଚୂନପଥର ଖଣିରେ ଶନିବାର ସକାଳେ ବିସ୍ଫୋରଣ ଘଟି ୧୦ ଶ୍ରମିକ ପ୍ରାଣ ହରାଇଛନ୍ତି। କଳସପାଡୁ ବ୍ଲକ୍‌ର ମାମିଲାପାଲେ ଗ୍ରାମରେ ଥିବା ଉକ୍ତ ଖଣିରେ ବିସ୍ଫୋରଣ ସମୟରେ ୪୦ ଶ୍ରମିକ କାର୍ଯ୍ୟରତ ଥିଲେ। ଶ୍ରମିକମାନଙ୍କ…

କୁମ୍ଭମେଳା ପାଇଁ ବଳିପଡ଼ିଥିଲେ ରାଓ୍ବତ

ଡେରାଡୁନ୍‌, ୯ା୫: ଭାରତରେ କରୋନା ବିସ୍ଫୋରଣର ଅନ୍ୟତମ ପ୍ରମୁଖ କାରଣ ପାଲଟିଥିବା କୁମ୍ଭମେଳା ନେଇଥିଲା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ପଦ। କୋଭିଡ୍‌ କଟକଣା ମଧ୍ୟରେ ହରିଦ୍ୱାରଠାରେ ପ୍ରତୀକାତ୍ମକ ଭାବେ କୁମ୍ଭମେଳା ଆୟୋଜନ କରିବା ନିଷ୍ପତ୍ତି ଭାଜପା ନେତା…

୮୬୦ କୋଟି ଟଙ୍କାର ହେରୋଇନ୍‌ ଜବତ

ନୂଆଦିଲ୍ଲୀ, ୯।୫: ଦିଲ୍ଲୀ ପୋଲିସ ଶନିବାର ଆଫଗାନ ଦମ୍ପତିଙ୍କଠାରୁ ୧୨୫ କିଲୋଗ୍ରାମ ହେରୋଇନ୍‌ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୮୬୦ କୋଟି ଟଙ୍କା ହେବ। ଏହି ଦମ୍ପତି ଓ୍ବାଜିରାବାଦର ଏକ ଭଡ଼ାଘରେ ରହୁଥିଲେ। ସେମାନଙ୍କୁ ଗିରଫ କରାଯାଇଛି। ଏତେ ପରିମାଣରେ…

କାବୁଲ ସ୍କୁଲ ନିକଟରେ ବିସ୍ଫୋରଣ: ୨୫ ମୃତ

କାବୁଲ, ୯।୫: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମାଧ୍ୟମିକ ସ୍କୁଲ୍‌ ନିକଟରେ ଶନିବାର ବିସ୍ଫୋରଣ ଘଟିଛି। ଏଥିରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀ। ସ୍କୁଲ୍‌ ଛୁଟି ପରେ…

ଘନଉଛି ଶିଶୁ ଅପପୁଷ୍ଟି ସଙ୍କଟ

ନୂଆଦିଲ୍ଲୀ, ୯ା୫(ଆଇଏଏନ୍‌ଏସ୍‌) : କରୋନାର ଘାତକ ଦ୍ୱିତୀୟ ଲହର ଆଗକୁ ଭାରତ ପାଇଁ ଆହୁରି ମାରାତ୍ମକ ସ୍ଥିତି ସୃଷ୍ଟି କରିବ। ବିଶେଷକରି ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟ ଦେଖାଦେବ। ସମ୍ପ୍ରତି ଭାରତରେ ଉକ୍ତ ବୟସ…

ନିଦରୁ ଉଠ, ସତ କୁହ

ନୂଆଦିଲ୍ଲୀ,୯ା୫: ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଇ ପ୍ରାଣ ହରାଉଥିବା କରୋନା ରୋଗୀଙ୍କ ସଂଖ୍ୟା ଲୁଚାଯାଉଛି। ବିଶେଷକରି ଭାଜପା ଶାସିତ ରାଜ୍ୟଗୁଡ଼ିକରେ କୋଭିଡ୍‌-୧୯ ଆକ୍ରାନ୍ତ ଆଖି ବୁଜିଲେ ସେମାନଙ୍କ ପ୍ରକୃତ ସଂଖ୍ୟା ସରକାର ସାମ୍ନାକୁ ଆଣିବାକୁ କୁଣ୍ଠାବୋଧ କରୁଥିବା ନଜରକୁ ଆସିଛି।…

ଆଜି ବିଶ୍ୱ ମାତୃ ଦିବସ: ମା’ ଶବ୍ଦର ବିକଳ୍ପ ନାହିଁ

ଆଜି ହେଉଛି ବିଶ୍ୱ ମାତୃ ଦିବସ। ଏହା ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରରେ ପଡ଼େ। ତେଣୁ ଏହାର କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ। ଏହି ଦୃଷ୍ଟିରୁ ଚଳିତବର୍ଷ ଏହା ୯ ତାରିଖ ଅର୍ଥାତ୍‌ ରବିବାର ପାଳନ କରାଯାଉଛି। ମା’ ଶବ୍ଦର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri