Home

ଏକଦା ଜୋତା କିଣିବାକୁ ପଇସା ନ ଥିଲା; ଖାଲି ପାଦରେ କରୁଥିଲେ ବୋଲିଂ; ଏବେ ପାକିସ୍ତାନ କ୍ରିକେଟର ଭବିଷ୍ୟତ ବୋଲି…

କରାଚି, ୩୦।୬: ନିକଟରେ ଶେଷ ହୋଇଥିବା ପାକିସ୍ତାନ ସୁପର ଲିଗ୍‌(ପିଏସ୍‌ଏଲ୍‌) ୨୦୨୧ରେ ସର୍ବାଧିକ ଉଇକେଟ ନେଇ ଚମକିଛନ୍ତି ବୋଲର ଶାହାନଓ୍ବାଜ ଡାହାନି। ସେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାକୁ ନେଇ ପାକିସ୍ତାନ କ୍ରିକେଟରେ ଏହି ଯୁବ ଦ୍ରୁତ…

ଦିଲ୍ଲୀପ କୁମାର ପୁଣି ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୩୦।୬: ବଲିଉଡ୍‌ର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୯୮ବର୍ଷୀୟ ଅଭିନେତାଙ୍କୁ ପୁଣିଥରେ ମୁମ୍ବାଇ ଉପନଗର ଖାର ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲର…

ଜୁଲାଇ ୧୬ ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌, ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ ହ୍ରାସ ପାଉଥିବାରୁ ଅନଲକ୍‌ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ଆପଣାଇଥିଲେ। ରାଜ୍ୟର ସମସ୍ତ ଜିଲାକୁ ୨ ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବପରି ଚଳିତଥର ମଧ୍ୟ ସମସ୍ତ ଜିଲାକୁ କାଟାଗୋରୀ‘ଏ’ ଓ କାଟାଗୋରୀ ‘ବି’ରେ…

ପୁରୁଷଙ୍କ ତୁଳନାରେ କମ୍‌ ମହିଳା ନେଉଛନ୍ତି ଟିକା

ନୂଆଦିଲ୍ଲୀ,୩୦।୬: ଭାରତରେ କରୋନା ବିରୋଧ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଭାବେ ଥିବା ଟିକାକରଣ ଅଭିଯାନ ଜାନୁଆରୀ ୧୬ରୁ ଆରମ୍ଭ ହୋଇଛି। କିନ୍ତୁ ଜୁନ ୨୧ରୁ ଏହି ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଜୁନ ୧୨ରୁ ଜୁନ ୨୯ମଧ୍ୟରେ କାନାଡାର ମୋଟ ଜନସଂଖ୍ୟା ଅପେକ୍ଷା…

ଜଳନ୍ତା ଗ୍ରହପିଣ୍ଡ ପୃଥିବୀ ମୁହାଁ, ଜୁଲାଇ ୧ରେ କରିବ ଅତିକ୍ରମ…

ଓ୍ବାଶିଂଟନ୍‌,୩୦।୬: ବିରାଟ ଜଳନ୍ତା ଗ୍ରହପିଣ୍ଡ ପୃଥିବୀମୁହାଁ ହୋଇଛି। ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଏହା ମାଡ଼ି ଆସୁଛି। ଜୁଲାଇ ୧ରେ ଏହା ପୃଥିବୀର କକ୍ଷ ପଥର ନିକଟରେ ଅତିକ୍ରମ କରିବ ବୋଲି ନାସାର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହାକୁ ୨୦୨୧…

ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ଦେଖା ଯିବେନି ସୈନ୍ୟ, ନୂତନ ଜ୍ଞାନକୌଶଳରେ ହେବ ସମ୍ଭବ…

ତେଲ ଅଭିବ୍‌,୩୦।୬: ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ସୈନ୍ୟ ଦେଖା ଯିବେନି। ଫଳରେ ସହଜରେ ଶତ୍ରୁ ସୈନ୍ୟଙ୍କ ଉପରେ ଆକ୍ରମଣ କରାଯାଇ ବିଜୟ ଲାଭ କରିହେବ। ଏଭଳି ନୂଆ ଜ୍ଞାନକୌଶଳ ଇସ୍ରାଏଲ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ପୋଲାରିସ୍‌ ସଲ୍ୟୁଶନ କମ୍ପାନୀ ସହିତ ମିଳିତ ହୋଇ…

ଏହି ୨ ଆପ୍‌ ଦେବ ମାଗଣା ଇଣ୍ଟରନେଟ୍‌ ସୁବିଧା, ନେଟ୍‌ ପ୍ୟାକ୍‌ ସରିଗଲେ ବି ନାହିଁ ଚିନ୍ତା…

ନୂଆଦିଲ୍ଲୀ,୩୦।୬: ଏବେ ସଭିଙ୍କ ପାଖରେ ସ୍ମାର୍ଟଫୋନ୍‌। ଧୀରେଧୀରେ ସୋସିଆଲ ମିଡ଼ିଆ ସହିତ ନିରନ୍ତର ସଂଯୋଗରେ ରହୁଥିବା ୟୁଜରଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ବେଳେବେଳେ ନେଟ୍‌ ପ୍ୟାକ୍‌ ସରିଯାଉଥିବାରୁ ୟୁଜର ସମସ୍ୟାରେ ପଡ଼ିଥାନ୍ତି। ତେବେ ଏଭଳି ୨ଟି ଆପ୍‌ ରହିଛି…

ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା-କୃଷକ ମୁହାଁମୁହିଁ

ଗାଜିଆବାଦ,୩୦।୬: ଦିଲ୍ଲୀର ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା ଓ କୃଷକ ମୁହାଁମୁହିଁ। କେନ୍ଦ୍ରରେ ମୋଦି ସରକାରଙ୍କ ୩ଟି କୃଷି ଆଇନ ବିଲ୍‌ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ଓ ଭାଜପା କର୍ମକର୍ତ୍ତାଙ୍କ ମଧ୍ୟରେ ବୁଧବାର ହଙ୍ଗାମା ହୋଇଥିବା ଜଣାପଡ଼ିଛି।…

ଡିନର୍‌ କରିବାକୁ ଆସି ଦୁଇ ଦିନ ଯାଏ ଅଭିନେତ୍ରୀ ଅମୃତାଙ୍କ ଘରେ ରହିଥିଲେ ସୈଫ; ସୁଯୋଗର ହାତ ଛଡ଼ା ନ କରି…

ବମ୍ବେ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଚର୍ଚ୍ଚାରେ ରହିଆସିଛି। ବିଶେଷକରି ସେ ୧୯୯୧ରେ ନିଜଠାରୁ ୧୨ ବର୍ଷ ବଡ଼ ଅଭିନେତ୍ରୀଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ବିବାହ ପୂର୍ବରୁ ସେ ଅଭିନେତ୍ରୀ ଅମୃତା ସିଂହଙ୍କୁ ଡେଟ୍‌…

ଦର୍ପଣରେ ନିଜକୁ ଦେଖି ପସନ୍ଦ କରୁ ନ ଥିଲେ ଏହି ଅଭିନେତ୍ରୀ

ଛୋଟ ପରଦାରେ ‘ଆନନ୍ଦୀ’ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହାସଲ କରିଥିବା ଅଭିକା ଗୌରଙ୍କ ଆଜି ଜନ୍ମଦିନ। ଜୁନ ୩୦, ୧୯୯୭ରେ ଜନ୍ମ ହୋଇଥିବା ଅଭିକା ଚଳିତ ବର୍ଷ ତାଙ୍କର ୨୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଗୁଜୁରାଟୀ…

କରୋନା ସଂକ୍ରମିତଙ୍କ ନେଗେଟିଭ୍‌ ରିପୋର୍ଟ ଥିଲେ ମୃତଦେହ ନେଇପାରିବେ ପରିବାର ଲୋକେ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): କୋଭିଡ୍‌ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କର ମୃତ୍ୟୁ ହେଲେ ସେମାନଙ୍କ ଅନ୍ତିମ ସଂସ୍କାରକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଯଦି ସମ୍ପୃକ୍ତ ବ୍ୟକ୍ତି ମୃତ୍ୟୁବେଳକୁ କୋଭିଡ୍‌ ନେଗେଟିଭ୍‌ ଥିବେ ତେବେ ତାଙ୍କର ମୃତଦେହକୁ ପରିବାର…

୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ…

ନୂଆଦିଲ୍ଲୀ,୩୦।୬: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ କରିବାକୁୂ ଘୋଷଣା କରିଛନ୍ତି। ପୂର୍ବରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ଉଡ଼ାଣକୁ ବନ୍ଦ କରାଯିବା ଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri