ଏକତା କପୁରଙ୍କ ଏହି ଅଭିନେତ୍ରୀ କରିବେ ବିବାହ; ନିର୍ବନ୍ଧ ପରେ କହିଲେ ‘ଅପେକ୍ଷା କରିବା କଷ୍ଟ’

ବମ୍ବେ: ମନ ଚାହୁଁଥିବା ଜୀବନସାଥୀ ମିଳିଗଲେ ଖୁସିରେ ଆତ୍ମହରା ହୋଇଯିବା ସାଧାରଣ କଥା। ସେଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ଶିରିନ ମିର୍ଜାଙ୍କ କ୍ଷେତ୍ରରେ। ଇତିମଧ୍ୟରେ ସେ ପ୍ରେମିକ ହସନ ସରତାଜଙ୍କ ସହ ନିର୍ବନ୍ଧ କରିନେଇଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି।

୨୦୨୧ ଫେବୃୟାରୀରେ ହସନ ଶିରିନଙ୍କୁ ପ୍ରପୋଜ କରିଥିଲେ। ସେତେବେଳେ ଶିରିନ କହିଥିଲେ, ହଁ କହିବା ସହଜ ନ ଥିଲା। ହେଲେ ଏବେ ମୁଁ ତାଙ୍କ ସହ ଆଗାମୀ ରାସ୍ତାରେ ଚାଲିବାକୁ ଅପେକ୍ଷା କରିପାରିବି ନାହିଁ। ଶେଷ ନ ଥିବା ଏକ ଅଧ୍ୟାୟକୁ ଆରମ୍ଭ କରିବାକୁ ଅପେକ୍ଷା କରିଛି ବୋଲି ସେ କହିଥିଲେ।

କହିରଖୁଛୁ, ଏକତା କପୁରଙ୍କ ଟେଲି ଧାରାବାହିକ ‘ୟେ ହେ ମୋହବତେ’ରେ ଶିରିନ ଦିବ୍ୟଙ୍କା ତ୍ରିପାଠୀଙ୍କ ନଣନ୍ଦ ସିମ୍ମିଙ୍କ ଭୂମିକାରେ ନଜର ଆସିଥିଲେ। ଏଥିରେ ତାଙ୍କୁ ବେଶ ପସନ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର ଶିକାର ହେଲେ ଅଭିନେତା ବିଜୟ ଆଣ୍ଟୋନି

ମୁମ୍ବାଇ: ଦକ୍ଷିଣ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ବିଜୟ ଆଣ୍ଟୋନି ବର୍ତ୍ତମାନ ତାଙ୍କର ୨୦୧୬ ହିଟ୍‌ ତାମିଲ୍‌ ଚଳଚ୍ଚିତ୍ର ‘ପିଚାଇକ୍କରନ’ର ସିକ୍ୱେଲ ପାଇଁ...

ଫଶିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ,୨୦।୧୨: ବହୁ ଚର୍ଚ୍ଚିତ ପାନାମା ପେପର ଲିକ ମାମଲାରେ ବଚ୍ଚନ ପରିବାରର ବୋହୂ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସୋମବାର ଦିଲ୍ଲୀର ଲୋକନାୟକ ଭବନରେ ଇଡିରେ...

ଆଇସିୟୁରେ ଇର୍ଫାନ୍‌ ଖାନ୍‌

ମୁମ୍ବାଇ,୨୯ା୪: ବଲିଉଡ୍‌ ଅଭିନେତା ଇର୍ଫାନ୍‌ ଖାନ୍‌ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ମଙ୍ଗଳବାର ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ପେଟ...

ବୋଲ୍ଡ ହେଲେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ସୋନଲ ଚୌହାନ ବର୍ତ୍ତମାନ ବଡ଼ ପରଦାରୁ ଦୂରେଇ ଯାଉଛନ୍ତି, କିନ୍ତୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ସୋନଲ ଏବେ...

୨୭ରେ ବିବାହ କରିବେ ମୌନୀ ରୟ, ଜାଣନ୍ତୁ କ’ଣ କରନ୍ତି ଭାବି ସ୍ବାମୀ

ଅଭିନେତ୍ରୀ ମୌନୀ ରୟ ଖୁବ୍‌ଶୀଘ୍ର ପ୍ରେମିକ ସୁରଜ ନାମ୍ବିଆର୍‌ଙ୍କୁ ବିବାହ କରିବେ। ଅଭିନେତ୍ରୀ ୨୭ ଜାନୁୟାରୀ ୨୦୨୨ରେ ଗୋଆରେ ଏକ ସମୁଦ୍ରକୂଳରେ ବିବାହ କରିବେ। କରୋନାକୁ...

ଟାଇଗର୍‌ଙ୍କୁ ଫଲୋ କରୁଛନ୍ତି ଅମିତାଭ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏଥର ଅମିତାଭ ବଚ୍ଚନ ଏମିତି କିଛି କରିବାକୁ ନିଷ୍ପତ୍ତି ନେଇଛନ୍ତି,...

ରାଜନୀତି ମୈଦାନକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ

ପାଟନା,୧୫।୧୦: ବଲିଉଡ୍‌ ଅଭିନେତା ତଥା ବିହାରୀ ବାବୁ ଶତ୍ରୁଘ୍ନ ସିହ୍ନା ପୁଅ ଲଭ୍‌ ସିହ୍ନାଙ୍କୁ ରାଜନୀତି ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ...

ଜିମ୍‌ ସେଣ୍ଟରରେ ଅଭିନେତାଙ୍କୁ ଆକ୍ରମଣ

ମୁମ୍ବାଇ: ‘ଯୋଦ୍ଧା ଆକବର’ ଏବଂ ‘ବିଗ୍‌ ବ୍ରଦର’ ଭଳି ଫିଲ୍ମରେ ଅଭିନୟ କରିଥିବା ପଞ୍ଜାବର ପ୍ରସିଦ୍ଧ ଅଭିନେତା ଅମନ ଧାଲିଓ୍ବାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ...

Advertisement
Archives

Model This Week