Home

ସେହ୍ବାଗଙ୍କ ଉପରେ ଭରସା କରୁ ନ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ। ଦିନିକିଆ କ୍ରିକେଟ ହେଉ କିମ୍ବା ଟେଷ୍ଟ କ୍ରିକେଟ, ସେହ୍ବାଗ ଜାଣିଥିଲେ କିପରି ଗୋଟିଏ ଉପାୟରେ ରନ ସ୍କୋର କରିବେ। ତାହାଙ୍କ ଲକ୍ଷ୍ୟ ଥିଲା ବିପକ୍ଷ…

ପୁଣି ଅଲିମ୍ପିକ୍ସରେ ଦୌଡ଼ିବେ ଓଡ଼ିଆ ଝିଅ

ନୂଆଦିଲ୍ଲୀ,୩୦।୬: ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ମହିଳା ବିଭାଗର ଉଭୟ ୧୦୦ ମିଟର ଓ ୨୦୦ ମି. ଦୌଡ଼ ଇଭେଣ୍ଟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ। ଅଲିମ୍ପିକ୍ସ ପାଇଁ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ଏବିଇଓ

ଆନନ୍ଦପୁର,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଏବିଇଓ ବୁଧବାର ଜଣେ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ୧୦ ହଜାର ଲାଞ୍ଚ ନେବା ସମୟରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଦ୍ୱାରା ଆନନ୍ଦପୁର ବ୍ଲକ ଏବିଇଓ ଅଭିମନ୍ୟୁ ସାହୁ…

ସୋସିଆଲ ମିଡିଆ ବ୍ୟବହାରକାରୀ ରୁହନ୍ତୁ ସାବଧାନ, ନଚେତ୍‌…

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ କ୍ରାଇମବ୍ରାଞ୍ଚ ଗାଇଡ୍‌ଲାଇନ୍‌ ଜାରି କରିଛି। ଆକାଉଣ୍ଟ ଖୋଲିବା ସମୟରେ ସତର୍କ ରହିବାକୁ କୁହାଯାଇଛି। ଏହା ସହିତ ସୋସିଆଲ ମିଡିଆରେ ନିଜର ଅତି ଗୋପନୀୟ ତଥ୍ୟ ନ ଦେବାକୁ ପରାମର୍ଶ ଦିଆଯାଇଛି। ସେହିପରି ଅଜଣା ବ୍ୟକ୍ତିଙ୍କୁ…

ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କୁ ସ୍ତ୍ରୀ ମାଗିଲେ କ୍ଷମା; କହିଲେ ‘ସରି ରୋ’; ଜାଣନ୍ତୁ ଏପରି…

ନୂଆଦିଲ୍ଲୀ,୩୦।୬: ଭାରତୀୟ ଟିମ୍‌ର ଓପନର ରୋହିତ ଶର୍ମାଙ୍କୁ ସ୍ତ୍ରୀ ରୀତିକା ସଜଦେହ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି। ଏକ ମଜାଳିଆ ଭିଡିଓ ଶେୟାର କରି ସ୍ବାମୀଙ୍କଠାରୁ ଆହୁରୀ କ୍ୟୁଟ୍‌ କେହି ତାଙ୍କୁ ମିଳିଯାଇଛି ବୋଲି ସେ କହିଥିବା ଦେଖିବାକୁ ମିଳିଛି। କଥାଟି…

ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌

ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଯାହାଫଳରେ ଏହା ସିଧାସଳଖ ଜନସାଧାରଣଙ୍କ ପକେଟ ଓ ରୋଷେଇ ଉପରେ ପ୍ରଭାବ ପକାଇଛି। ଇତିମଧ୍ୟରେ…

କ୍ରୋଏସିଆକୁ ହରାଇଲା ସ୍ପେନ୍‌; ଭାଇରାଲ ହେଲା ଧୋନୀଙ୍କ ଏହି ଟୁଇଟ୍‌; ପ୍ରଶଂସକମାନେ…

ନୂଆଦିଲ୍ଲୀ,୩୦।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ଅନ୍ତଃରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିବା ଦିନରେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହୁଥିଲେ। ସେ ଟୁଇଟରରେ ପ୍ରଶଂସକମାନଙ୍କ ସହ ଅନେକ ବିଷୟରେ ଚର୍ଚ୍ଚା କରିଥିଲେ। ବର୍ତ୍ତମାନ ଧୋନୀ…

ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ ପାରିତ

ଓ୍ବାଶିଂଟନ,୩୦ା୬: ଆମେରିକା ସଂସଦରେ ଭାରତରେ କୋଭିଡ-୧୯ର ଭୟଙ୍କର ପ୍ରଭାବକୁ ଦୃଷ୍ଟିରେ ରଖି ଏକ ପ୍ରସ୍ତାବ ପାରିତ ହୋଇ ଭାରତକୁ ତୁରନ୍ତ ସହାୟତା କରିବାକୁ ବାଇଡେନ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। କରୋନା ମହାମାରୀର ଦ୍ୱିତୀୟ ଲହରରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଭାରତ ପାଇଁ…

କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

କୁଲଗାମ,୩୦।୬: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ଚିମର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ସମସ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ସୂଚନାଯୋଗ୍ୟ, ଚିମର ଅଞ୍ଚଳରେ କିଛି…

ଏସବୁ ଜିଲାରେ ବସ୍‌ ଚଳାଚଳକୁ ଅନୁମତି

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ ହ୍ରାସ ପାଉଥିବାରୁ ଅନଲକ୍‌ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ଆପଣାଇଥିଲେ। ରାଜ୍ୟର ସମସ୍ତ ଜିଲାକୁ ୨ ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବପରି ଏଥର ମଧ୍ୟ ସମସ୍ତ ଜିଲାକୁ କାଟାଗୋରୀ‘ଏ’ ଓ କାଟାଗୋରୀ ‘ବି’ରେ…

ନାସିରୁଦ୍ଦିନ ଶାହା ଗୁରୁତର; ଡାକ୍ତରଖାନାରେ ହେଲେ ଭର୍ତ୍ତି

ବମ୍ବେ: ବୁଧବାର ବଲିଉଡ୍‌ ପାଇଁ ଏକ କଳାଦିନ କହିଲେ ଭୁଲ ହେବ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଖରାପ ଖବର ଶୁଣିବାକୁ ମିଳୁଛି। ପ୍ରଥମେ ମନ୍ଦିରା ବେଦୀଙ୍କ ସ୍ବାମୀଙ୍କ ନିଧନ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଅଭିନେତା ଦୀଲିପ କୁମାରଙ୍କ ଅବସ୍ଥା…

‘ଦ କପିଲ ଶର୍ମା’ ଶୋ’ ଛାଡ଼ିଦେଲେ କି ଅର୍ଚ୍ଚନା; କିଛି ଏଭଳି ହେଉଛି ଚର୍ଚ୍ଚା

ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ରୁ ଗୋଟିଏ ହେଲା । କିଛି ଦିନରୁ ଏହା ବନ୍ଦ ଥିବା ବେଳେ ଏବେ ଅର୍ଚ୍ଚନା ପୁରନ ସିଂହ ଶୋ’କୁ ବାଏ ବାଏ କରିଥିବା ଚର୍ଚ୍ଚା ହେଉଛି। ନୂଆ ସିଜନ ସହ ନୂଆ ଜଜ୍‌ଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri