ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ବାସନ ଧୋଇବାକୁ କହିଲେ ବରକନ୍ୟା, କାରଣ ଜାଣିଲେ…
ବିବାହ ଉତ୍ସବରେ ନାଚ, ଗୀତ, ଖୁସି ମଜା ସାଧାରଣ କଥା। ମାତ୍ର ଏମିତି ଏକ ବିବାହ ଉତ୍ସବର କାହାଣୀ ଭାଇରାଲ ହେଉଛି, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଯେଉଁ ବିବାହରେ ବରଯାତ୍ରୀଙ୍କୁ ଅଇଁଠା ବାସନ ଧୋଇବାକୁ ପଡ଼ିଛି। ଏହି ଘଟଣା ଏବେ ସୋସିଆଲ…
କୋଭିସିଲ୍ଡକୁ ମିିଳିଲା ମଞ୍ଜୁରୀ: ଏବେ ଭାରତୀୟ କରିପାରିବେ ୟୁରୋପ ଗସ୍ତ
ବେଲଜିୟମ,୧ ।୭: କରୋନା ମହାମାରୀ ସଙ୍କଟ ଟଳି ଯିବା ପରେ ବିଦେଶ ଯାତ୍ରା କରିବାକୁ ଥିବା ଭାରତୀୟମାନଙ୍କ ପାଇଁ ଆସିଛି ଖୁସି ଖବର । କିଛିଦିନ ହେବ ଭାରତର କୋଭିସିଲ୍ଟ ଭ୍ୟାକ୍ସିନକୁ ୟୁରୋପ ଅନୁମତି ପ୍ରଦାନ କରି ନ ଥିବା ବେଳେ…
ଦିଦିଙ୍କ ଆମ୍ବ କୂଟନୀତି, ମୋଦି-ଶାହାଙ୍କ ପାଖକୁ ପଠାଇଲେ ମିଠା ଆମ୍ବ …
କୋଲକାତା,୧।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସହିତ ଭାଜପା ର ବହୁ ବରିଷ୍ଠ ନେତା ମମତା ବାନାର୍ଜୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ତେବେ ନିର୍ବାଚନ ପରେ ଏବେ ଦିଦି ଆମ୍ବ କୂଟନୀତି ଆରମ୍ଭ…
ଗୁଲଶନ କୁମାର ହତ୍ୟାକାଣ୍ଡ: ଦାଉଦଙ୍କ ସହଯୋଗୀ ରଉଫଙ୍କୁ ଆଜୀବନ କାରାଦଣ୍ଡ
ମୁମ୍ବାଇ,୧।୭: ପୂର୍ବତନ ପ୍ଲେବ୍ୟାକ୍ ସିଙ୍ଗର ତଥା ଟି-ସିରିଜ କମ୍ପାନୀର ମାଲିକ ଗୁଲଶନ କୁମାରଙ୍କ ହତ୍ୟାକାଣ୍ଡ ମାମଲା ସହ ଜଡ଼ିତ ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରିଛନ୍ତି। ଏହି ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅବଦ୍ଦୁଲ ରଉଫ ଓରଫ ଦାଉଦ…
ଏହି ୪ ରାଶିର ଯୁବକଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ଯୁବତୀ; ଦେଖିଲେ ଆପଣ…
ଜ୍ୟୋତିଷ ଶାସ୍ତ୍ରରେ ରାଶିମାନଙ୍କ ମହତ୍ୱ ଅଧିକ। କାରଣ ରାଶି ଆଧାରରେ ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତାର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ଏଭଳି ୪ଟି ରାଶି ବିଷୟରେ କହିବାକୁଯାଉଛୁ, ଯେଉଁଥିରେ ଜନ୍ମିତ ଯୁବକଙ୍କ ପ୍ରତି…
ଡିଜିଟାଲ ମାଧ୍ୟମରେ ଶିକ୍ଷା ସମୟର ଆବଶ୍ୟକତା, କହିଲେ ମୋଦି…
ନୂଆଦିଲ୍ଲୀ,୧।୭: ଦେଶରେ ଡିଜିଟାଲ ମାଧ୍ୟମରେ ପାଠପଢ଼ା ସମୟର ଆବଶ୍ୟକତା। ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂରଣ ଅବସରରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏଭଳି କହିଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ଡିଜିଟାଲ ମାଧ୍ୟମରେ ବହୁବିଧ…
ପ୍ରଥମ ଡେଟ୍ରେ ପ୍ରେମିକାଙ୍କଠାରୁ ୧୦୦ ଟଙ୍କା ଉଧାର ନେଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ଜାଣନ୍ତୁ କାହିଁକି
ବଲିଉଡ୍ରେ ଅନେକ ପ୍ରେମ କାହାଣୀ ବିବାହ ପରେ ଭାଙ୍ଗି ଯାଇଛି। ସେଥିମଧ୍ୟରୁ ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ପ୍ରେମ କାହାଣୀ ଅନ୍ୟତମ। ଏକ ଫଟୋଶୁଟ୍ ସମୟରେ ଉଭୟ ସାକ୍ଷାତ ହୋଇଥିଲେ। ସେତେବେଳେ ସୈଫ ବଲିଉଡରେ ପାଦ ଦେଇ ନ…
ଗୋଟିଏ ଗଛରେ ଫଳିଛି ୧୨୧ ପ୍ରକାରର ଆମ୍ବ
ସାଧାରଣତଃ ଗୋଟିଏ ଗଛରେ ଗୋଟିଏ ପ୍ରକାରର ଆମ୍ବ ହିଁ ଫଳିଥାଏ। ମାତ୍ର ଏକ କମ୍ପାନୀର ବଗିଚାରେ ଆମ୍ବ ଗଛ ଲଗାଯାଇଛି, ଯେଉଁଥିରେ ୧୨୧ ପ୍ରକାର ଆମ୍ବ ଫଳିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଆମ୍ବ ଫଳିଛି ଉତ୍ତରପ୍ରଦେଶର ସାହାରନପୁରରେ। ଏଠାରେ…
ସ୍ଫୁଟନିକ୍ ଲାଇଟ ଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ମନା
ନୂଆଦିଲ୍ଲୀ,୧।୭: ଡ.ରେଡ୍ଡୀସ୍ ଲାବ୍ରୋଟାରୀକୁ ଏକ ବଡ଼ ଝଟ୍କା ଲାଗିଛି। ଭାରତରେ ରୁଷିଆ କମ୍ପାନୀର ସ୍ଫୁଟନିକ୍ ଲାଇଟ ଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମଞ୍ଜୁରୀ ମିଳିନାହିଁ। ଡ.ରେଡ୍ଡୀସ୍ ଲାବ୍ରୋଟାରୀକୁ ଟ୍ରାଏଲ ପାଇଁ ସରକାରୀ ବିଶେଷଜ୍ଞ କମିଟି ମଞ୍ଜୁରୀ ପ୍ରଦାନ କରି ନ ଥିବା…
ଟି-୨୦ କ୍ରିକେଟରେ ଗୋଟିଏ ବି ନୋ’ ବଲ୍ ପକାଇନାହାନ୍ତି ଏହି ୩ ଭାରତୀୟ ବୋଲର୍
କ୍ରିକେଟରେ ନୋ ବଲ୍ ଏକ ସାଧାରଣ କଥା। କିନ୍ତୁ ଥରେ ଥରେ ଏହି ନୋ ବଲ୍ ଯୋଗୁ ମ୍ୟାଚ୍ର ରୂପରେଖ ବଦଳିଯାଇଥାଏ। ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଜସପ୍ରୀତ ବୁମରାଙ୍କ ନୋ-ବଲ ବୋଲିଂ ଏତେ ଭାରୀ ହୋଇଯାଇଥିଲା ଯେ ଫଖର ଜମାନ ପୁରା…
ବଢ଼ିଲା ରୋଷେଇ ଗ୍ୟାସ ଦର: ଜାଣନ୍ତୁ ସିଲିଣ୍ଡର ପିଛା ଏଣିକି କେତେ ଟଙ୍କା ଦେବାକୁ ହେବ…
ନୂଆଦିଲ୍ଲୀ,୧।୭: ବଢ଼ିଲା ରନ୍ଧନ ଗ୍ୟାସ ଦର। ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା ଲେଖାଏ ବଢ଼ାଇଛନ୍ତି ସରକାରୀ ତୈଳ କମ୍ପାନୀ। ଏହା ଅଣ ସବ୍ସିଡିଯୁକ୍ତ ରୋଷେଇ ଗ୍ୟାସ କ୍ଷେତ୍ରରେ ଲାଗୁ ହେବ ବୋଲି ଜଣାପଡ଼ିଛି। ତେବେ ଦର ବଢ଼ିବା ପରେ…
ଆଷ୍ଟ୍ରାଜେନିକର ଗୋଟିଏ ଡୋଜ୍ ପାଇଁ ଏକ ଡଲାର ଲାଞ୍ଚ, ବ୍ରାଜିଲରେ ଭାକ୍ସିନ୍ ସଙ୍କଟ …
ବ୍ରାସିଲିଆ,୧।୭: ବ୍ରାଜିଲ୍ରେ ଭାରତ ବାୟୋଟେକ୍ର କୋଭାକ୍ସିନ୍ ଦୁର୍ନୀତି ପରେ ଏବେ ଆଷ୍ଟ୍ରାଜେନିକା ଭାକ୍ସିନ୍କୁ ସଙ୍କଟ ଦେଖାଦେଇଛି। ଆଷ୍ଟ୍ରାଜେନିକା ଭାକ୍ସିନ୍ କିଣାଯିବାରେ ବ୍ୟାପକ ଅର୍ଥ ହେର୍ଫେର୍ ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ଡୋଜ୍ ଆଷ୍ଟ୍ରାଜେନିକା ପାଇଁ ଏକ ଡଲାରର ଲାଞ୍ଚ ଦିଆଯାଇଥିବା କୁହାଯାଉଛି।…
Archives


