Home

୩ ସ୍ବାମୀଙ୍କ ସହ ଗୋଟିଏ ଛାତ ତଳେ ରହୁଛନ୍ତି ମହିଳା, ଝିଅ ଫଟୋ ଶେୟାର କରି ଲେଖିଲେ…

ଜଣେ ଯୁବତୀ ନିଜ ପରିବାରର ଭିନ୍ନ ଏକ କାହାଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରକିଲ ସୋୟକା ନାମକ ଜଣେ ୟୁଜର ଟିକ୍‌ଟକ୍‌ ଭିଡିଓରେ କହିଛନ୍ତି, ତାଙ୍କ ମା’ ୩ ସ୍ବାମୀଙ୍କ ସହ ରହୁଛନ୍ତି। ଭିଡିଓ ଶେୟାର କରିବାର କିଛି ସମୟ…

‘ସୀତା’ ଭୂମିକାରେ ଅଭିନୟ ପାଇଁ ଏତିକି ଟଙ୍କା ଦାବି କଲେ କରୀନା

ଅଭିନେତ୍ରୀ କରିନା କପୁର ଖାନ ନିକଟରେ ଏକ ଫିଲ୍ମରେ ‘ସୀତା’ର ଭୂମିକା ପାଇଁ ୧୨ କୋଟି ଟଙ୍କା ପ୍ରଯୋଜକଙ୍କଠାରୁ ଦାବି କରିଛନ୍ତି। ଏହି ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଛି। କରୀନା କପୁର ଖାନଙ୍କୁ ସୀତା କରାଯିବା…

୫ ମାସ ଘରକୁ ଫେରିବେନି ଟିମ୍‌ ଇଣ୍ଡିଆର ଷ୍ଟାର୍‌ କ୍ରିକେଟର…

ନୂଆଦିଲ୍ଲୀ,୧।୭: ଟିମ୍‌ ଇଣ୍ଡିଆର ଷ୍ଟାର୍‌ କ୍ରିକେଟର ଏବେ ବିଦେଶରେ ରହିଛନ୍ତି। ଆସନ୍ତା ୫ ମାସ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ ସଦସ୍ୟ ଘରକୁ ଫେରିପାରିବେ ନାହିଁ। ନଭେମ୍ବର ପରେ ହିଁ ସେମାନେ ସ୍ବଦେଶ ବାହୁଡ଼ିବେ। ଇଂଲଣ୍ଡ ସହିତ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ…

ପୁଣି ବିପଦ, ୧୭୨ ଦେଶରେ ଆଲ୍ଫା-୯୬ରେ ଡେଲ୍ଟା ଭାରିଆଣ୍ଟ୍‌ ସଂକ୍ରମଣ, ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା,୧।୭: ପୃଥିବୀର ୧୭୨ ଦେଶରେ ଆଲ୍ଫା(ବି-୧-୧-୭) ଭାରିଆଣ୍ଟ୍‌ ଯୋଗୁ ସଂକ୍ରମଣ ଆରମ୍ଭ ହୋଇଛି। ସେହିପରି ୯୬ଟି ଦେଶରେ ଡେଲ୍ଟା(ବି-୧-୬୧୭) ଭାରିଆଣ୍ଟ୍‌ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଆସନ୍ତା ୨ ମାସ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଅଜୟ କୋଠିୟାଲ

ଡେରାଡୁନ,୧।୭: ଆମ ଆଦମୀ ପାର୍ଟି(ଏଏପି)ର ବରିଷ୍ଠ ନେତା ତଥା ଅବସରପ୍ରାପ୍ତ କଲୋନେଲ ଅଜୟ କୋଠିୟାଲ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବାର ୬ମାସ ପରେ ବି ତୀରଥ ନିର୍ବାଚନ ଲଢ଼ିବାକୁ…

ମୁଲାୟମ୍‌ ସିଂ ଅସୁସ୍ଥ

ଲକ୍ଷ୍ନୌ,୧।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି)ର ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଗୁରୁବାର ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଲାୟମଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଆସି ନ ପାରେ କରୋନାର ଥାର୍ଡ ୱେଭ: ଗୁଲେରିଆ

ନୂଆଦିଲ୍ଲୀ,୧ ।୭: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଭାରତରେ ଏହା ବ୍ୟାପକ କ୍ଷତି ଘଟାଇ ସାରିଲାଣି । ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ତେବେ କରୋନାର ଥାର୍ଡ ୱେଭ…

ପିଲାଦିନେ ଖେଳଣା କିଣିବାକୁ ଟଙ୍କାଟିଏ ବି ପାଖରେ ନ ଥିଲା, ଏବେ କୋଟିପତି

ମୁମ୍ବାଇ: ବଲିଉଡ୍‌ର ଅନେକ ଷ୍ଟାରଙ୍କ ପିଲାଦିନ ଗରିବରେ କଟିଛି। ବର୍ତ୍ତମାନ ତାଙ୍କ ପାଖରେ କୋଟି କୋଟି ଟଙ୍କା। ସେହିମାନଙ୍କ ମଧ୍ୟରୁ ନେହା କକ୍କର ହେଉଛନ୍ତି ଜଣେ। ଯାହାଙ୍କ ପିଲାଦିନ ଅଭାବ ଅନଟନରେ କଟିଥିଲା। ଏହି କଥାକୁ ମନେ ପକାଇଛନ୍ତି ନେହା ଏବଂ…

ବିଦେଶରେ ବାସ କରିବା ନିଶା, ୩୬୦୦ ଯୁବକଙ୍କୁ ଠକିଲେଣି କନ୍ୟା…

ଚଣ୍ଡିଗଡ଼,୧।୭: ବିଦେଶରେ ବାସ କରିବା ନିଶାରେ ପଞ୍ଜାବର ୩୬୦୦ ଯୁବକ ଠକାମୀର ଶିକାର ହୋଇଛନ୍ତି। ସେମାନଙ୍କୁ ବିବାହ କରିବାର ଆଶା ଦେଇ କନ୍ୟାମାନେ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। କନ୍ୟାମାନେ ସମ୍ପୃକ୍ତ ଯୁବକଙ୍କୁ ମିଛି ମିଛିକା ବିବାହ କରି ଗତ ୫…

ଭାଜପାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କହୁଥିଲେ ‘ପପ୍ପୁ’; କଂଗ୍ରେସକୁ ଆସି ଛୁଇଁଥିଲେ ସୋନିଆଙ୍କ ପାଦ; ଏବେ…

ଗତ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କ ସହ ତାଙ୍କର ମନୋମାଳିନ୍ୟ ଖବର ଅନେକଙ୍କୁ ଜଣା। ଏହା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସମେତ ପୁରା କଂଗ୍ରେସକୁ ଚିନ୍ତାରେ…

୭ମାସରେ ତିଆରି ହେଲା ୪କୋଟିର ଏହି ନିଆରା ଡାଇମଣ୍ଡ ଚେନ୍‌

ହଲିଉଡ୍‌ର ବେଶ୍‌ ଜଣାଶୁଣା ରେପର ଗାୟକ ଟାଇଲର ଦ କ୍ରିଏଟର୍‌ଙ୍କ ନିକଟରେ ଏକ ନୂଆ ଆଲବମ୍‌ ‘କଲ ମି ଇଫ୍‌ ୟୁ ଗେଟ୍‌ ଲଷ୍ଟ’ର ରିଲିଜ୍‌ ହୋଇଛି। ଏହି ଗୀତକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଥିବା ବେଳେ ଏବେ ସମସ୍ତଙ୍କ ମନରେ…

ଘର ବିକିଲେ ରୋହିତ ଶର୍ମା: ଦାମ୍‌ ଜାଣିଲେ..

ଭାରତୀୟ ଦଳର ତାରକା ଓପନର୍‌ ରୋହିତ ଶର୍ମା କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ବିଶ୍ୱ କ୍ରିକେଟରେ ‘ହିଟମ୍ୟାନ’ ଭାବରେ ଜଣାଶୁଣା ରୋହିତ ନିଜ କ୍ୟାରିୟରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ରୋହିତଙ୍କର ମୁମ୍ବାଇର ୱର୍ଲିରେ ବହୁତ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri