Home

ସରକାର ଗଠନ ପରେ ସଂକଳ୍ପ ପତ୍ରକୁ ଅଳିଆ ଗଦାକୁ ଫିଙ୍ଗି ଦେଇଛି ଭାଜପା: ଅଖିଳେଶ

ଲକ୍ଷ୍ନୌ,୧ ।୭: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା)କୁ ପୁଣିଥରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସମାଜବାଦୀ ପାର୍ଟି ଏଥର ଛୋଟ ଛୋଟ ରାଜନୈତିକ ଦଳ ସହ ମେଣ୍ଟ କରିବ । ଭାଜପା ବେକାରୀ…

ଭାରତର ଏହି ଖେଳାଳିଙ୍କ ଉଇକେଟ ଯିବା ପରେ ବହୁତ ଖୁସି ହୋଇଯାଇଥିଲେ ନ୍ୟୁଜିଲାଣ୍ଡ ଦଳ; ନଚେତ ସେ ଛଡ଼ାଇ ନେଇଥାନ୍ତେ…

ନୂଆଦିଲ୍ଲୀ,୧।୭: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ଶେଷ ଦିନରେ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଉଇକେଟ ନେବା ପରେ ଖୁସି ହୋଇଯାଇଥିଲେ ନ୍ୟୁଜିଲାଣ୍ଡ ଦଳ। ଏନେଇ ଖୁଲାସା କରିଛନ୍ତି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଥୀ। କାରଣ ସେ ଦଳ ହାତରୁ…

୩ ଦିନିଆ ପୁରୀ ଗସ୍ତରେ ରାଜ୍ୟପାଳ

ପୁରୀ ଅଫିସ,୧ା୭: ତିନି ଦିନିଆ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ପୁରୀରେ ପହଞ୍ଚିଛନ୍ତି । ରାଜଭବନର ନବୀକରଣ ଭବନକୁ ସେ ଉଦଘାଟନ କରିଛନ୍ତି । ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଭବନ ପରିସରରେ ଥିବା…

ପୁରୁଷୋତ୍ତମପୁରରେ ନିର୍ମାଣ ହେବ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ଲାଗି ଗୁରୁବାର ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କ ସହ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସହ ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସୀମାଞ୍ଚଳ ମିଶ୍ର,…

ବାପା ଧର୍ମେନ୍ଦ୍ରଙ୍କ କଥା ଶୁଣି ପ୍ରେମକୁ ଭୁଲିବାକୁ ବାଧ୍ୟ ହୋଇଥିଲେ ଦୁଇପୁଅ; ନଚେତ ଏହି ଦୁଇ ଅଭିନେତ୍ରୀ ହୋଇଥାନ୍ତେ ବୋହୂ

ବମ୍ବେ: ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କଠାରୁ ତାଙ୍କର ଦୁଇ ପୁଅ ରହିଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ହେମାମାଳିନୀ ଦୁଇ କନ୍ୟା ସନ୍ତାନର ଜନନୀ। ସମସ୍ତେ ଏବେ ବିବାହିତ। ବଡ଼ପୁଅ ତଥା ଅଭିନେତା ସନି…

ଭୁବନେଶ୍ୱରରେ ପହଞ୍ଚିଲା ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା

ଭୁବନେଶ୍ୱର,୧ା୭(ବ୍ୟୁରୋ): ଭୁବନେଶ୍ୱରରେ ଗୁରୁବାର ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିଛି । ଆସନ୍ତାକାଲି ଆଉ ୧୦ ଲକ୍ଷ ଟିକା ଓଡ଼ିଶାରେ ପହଞ୍ଚିପାରେ। ସେରମ ଇନଷ୍ଟିଚ୍ୟୁଟ୍‌ରୁ ୮ ଲକ୍ଷ କୋଭିଶିଲ୍ଡ ଟିକା ଆସିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ଜୟପୁର,୧।୭: ରାଜସ୍ଥାନର ପ୍ରତାପଗଡ ଜିଲାରେ ଏ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଏବଂ ପୁଅ ବନ୍ଧକ ରଖିଥିଲେ। ସେ କୁଆଡେ ଯେମିତି ନ ଯାଇ ପାରିବେ ସେଥିପାଇଁ ତାଙ୍କ ଗୋଡକୁ ୩୦ କିଲୋଗ୍ରାମ ଓଜନର…

ବସ୍‌ ଚଳାଚଳ ପାଇଁ ଜାରି ହେବ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୧ା୭(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ଦେଖି କଟକଣାକୁ ଜୁଲାଇ ୧୬ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ୨୦ଟି ଜିଲାରେ ବସ୍‌ ଚଳାଚଳକୁ ବି ଅନୁମତି ଦିଆଯାଇଛି। ତେବେ ବସ୍‌ ଚଳାଚଳ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯିବ…

ବିବାହିତଙ୍କ ହାତ ଧରିଥିଲେ ଏସବୁ ନାୟିକା, ଦ୍ୱିତୀୟ ପତ୍ନୀ ହେବା ପରେ ସନ୍ତାନ ଜନ୍ମକୁ କହିଲେ ନା; କାରଣ କିଛି…

ବିବାହିତଙ୍କ ହାତ ଧରିଛନ୍ତି ଅନେକ ବଲିଉଡ୍‌ ଅଭିନେତ୍ରୀ। ଡ୍ରିମଗର୍ଲ ହେମାମାଳିନୀଙ୍କଠାରୁ ଆରମ୍ଭ କରି ଜୟାପ୍ରଦା,କିରଣ ଖେର,ମଧୁବାଲା ଆଦି ଅଭିନେତ୍ରୀ ପୂର୍ବରୁ ବିବାହିତ ଥିବା ବ୍ୟକ୍ତିଙ୍କ ହାତ ଧରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଅନେକ ଆଜିବି ନିସନ୍ତାନ ଅଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ…

‘ଏଭଳି ସଙ୍କଟ ସମୟରେ ରାଜନୀତି ବନ୍ଦ କରନ୍ତୁ’

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦ୍ରୁତ କୋଭିଡ ଟିକାକରଣ ଅଭିଯାନ ଚାଲିଛି। ଏଥି ସହିତ ଟିକାକରଣ ସମ୍ବନ୍ଧରେ ଅନେକ ନେତାଙ୍କ ଦାୟିତ୍ୱହୀନ ବିବୃତ୍ତି ଦେଉଥିା ମଧ୍ୟ ଦେଖାଯାଉଛି। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଟିକାକରଣ…

ଡାକ୍ତରଙ୍କ ବଳିଦାନକୁ କୃତଜ୍ଞତା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାତୀୟ ଡାକ୍ତର ଦିବସ ଅବସରରେ ଡାକ୍ତରଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡାକ୍ତରମାନଙ୍କୁ ଭଗବାନଙ୍କ ଅନ୍ୟ ଏକ ରୂପ କୁହାଯାଏ, ୧୩୦ କୋଟି ଭାରତୀୟଙ୍କ ତରଫରୁ ମୁଁ ଦେଶର ସମସ୍ତ ଡାକ୍ତରଙ୍କୁ କୃତଜ୍ଞତା…

କୃଷି ମାରଣ ନୀତି ନେଇ ଜାତୀୟ ରାଜପଥ ଅବରୋଧ

କେନ୍ଦୁଝର,୧ା୭(ସ୍ବ.ପ୍ର.): ଗୁରୁବାର ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ବାଉଁଶୁଳି ଛକଠାରେ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତି ନେଇ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଟୋକନ ପାଇଥିବା ଚାଷୀଙ୍କର ଧାନ ମଣ୍ଡିରୁ ଧାନ ଉଠିବା, କେନ୍ଦୁଝର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri