Posted inଫୁରସତ

ମହାକାଶରେ ନାଚିଲା ଭୂତ: ବୈଜ୍ଞାନିକ ଆଶ୍ଚର୍ଯ୍ୟ

ସମାଜରେ ଅନେକ ଭୂତ କାହାଣୀ ଶୁଣିଥିବେ। କିନ୍ତୁ ମହାକାଶରେ ଭୂତ ନାଚୁଥିବା କେବେ ଶୁଣିଛନ୍ତି କି? ବୋଧହୁଏ ନା। ନିକଟରେ ମହାକାଶରେ ଭୂତ ନାଚୁଥିବା ଫଟୋ ଭାଇରାଲ ହୋଇଛି। ମହାକାଶରେ ଦୁଇ ଆକାଶଗଙ୍ଗା ପାର୍ଶ୍ୱରେ ଏହି ଭୂତ ଦୃଶ୍ୟମାନ ହେଉଛି। ଏହାସହ ତା’ ପାଖରେ ଏକ ବଡ ଭୟାନକ ‘ବ୍ଲାକ ହୋଲ୍‌’ ମଧ୍ୟ ରହିଛି। ଅଷ୍ଟ୍ରେଲିଆର ମହାକାଶ ବିଜ୍ଞାନୀମାନେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏବେ ବୈଜ୍ଞାନିକମାନେ ସେହି ନାଚୁଥିବା ଭୂତ ଉପରେ ଅଧ୍ୟୟନ କରିବାରେ ଲାଗିପଡିଛନ୍ତି। ଅଷ୍ଟ୍ରେଲିଆରେ ଓ୍ବେଷ୍ଟର୍ଣ୍ଣ ସିଡନୀ ୟୁନିଭରସିଟିର ସ୍କୁଲ ଅଫ୍‌ ସାଇନ୍ସର ପ୍ରଫେସର ତଥା ମହାକାଶ ବିଜ୍ଞାନୀ ନୋରିସ କହିଛନ୍ତି ଯେ, ପ୍ରକୃତରେ ନାଚୁଥିବା ଆକୃତିଗୁଡିକ କ’ଣ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରୁ ମିଳିଲା ସୁଯୋଗ

ପାଟନା: ଆଇଏଏସ୍‌ ଅଫିସର୍‌ଙ୍କୁ ସାନିଟାରି ନ୍ୟାପ୍‌କିନ୍‌ ବିଷୟରେ ପ୍ରଶ୍ନ ପଚାରି ଚର୍ଚ୍ଚାକୁ ଆସିଥିବା ପାଟନାର ରିୟାଙ୍କୁ କମର୍ସିଆଲ ଆଡ୍‌ ପାଇଁ ସୁଯୋଗ ମିଳିଛି। ଏକ ନ୍ୟାପ୍‌କିନ୍‌...

ଆଜି ଜାଗର: ଶିବଙ୍କୁ ଅର୍ପଣ କରନ୍ତୁ ଏସବୁ, ମିଳିବ ଶୁଭଫଳ

ପ୍ରତିବର୍ଷ ଅମାବାସ୍ୟା ତିଥି ଚତୁର୍ଦ୍ଦଶୀରେ ପଡ଼ିଥାଏ ଜାଗର। ଏହା ଶିବଙ୍କ ପ୍ରିୟ ପୂଜା ହୋଇଥିବାରୁ ଏହାକୁ ଶିବରାତ୍ରି ମଧ୍ୟ କୁହାଯାଇଥାଏ। ଚଳିତବର୍ଷ ୧୧ ତାରିଖ ଅର୍ଥାତ୍‌...

ଏମିତି ଦେଶ, ଯେଉଁଠି ସବୁଠୁ ଶସ୍ତାରେ ମିଳେ ପେଟ୍ରୋଲ

କାରାକସ୍‌,୨୮।୨: ଆଜିକାଲି ଆମ ଦେଶରେ ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହେଲାଣି। ଏମିତିକି ଆମ ଦେଶର କିଛି ସହରରେ ପେଟ୍ରୋଲ ଦାମ୍‌ ଲିଟର ପ୍ରତି ୧୦୦...

କରୋନା ଯୋଦ୍ଧାଙ୍କ ସମ୍ମାନରେ ଆମ୍ବର ନାମ ରଖିଲେ ଡାକ୍ତର, ପୋଲିସ

ଲକ୍ଷ୍ନୌ,୧୫।୩: ଦେଶବ୍ୟାପି କରୋନା ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଡାକ୍ତର, ପୋଲିସକର୍ମୀ, ସଫେଇ କର୍ମଚାରୀ କିମ୍ବା ସାମ୍ବାଦିକ ସମସ୍ତେ ନିଜ ପକ୍ଷରୁ ସେବା...

ଅସହାୟଙ୍କୁ ଆଇନ ସେବା ସୁନିଶ୍ଚିତ ଲକ୍ଷ୍ୟ

ଭାରତରେ ସବୁ ନାଗରିକଙ୍କୁ ଯେପରି ଭାବେ ନିରପେକ୍ଷ ଆଇନ ସେବା ମିଳିପାରିବ ତାକୁ ସୁନିଶ୍ଚିତ କରିବା ସହ ଏହା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟିକରିବା...

ନିଦ ବାଉଳାରେ ମୁହଁରୁ ବାହାରିଗଲା ଏମିତି କଥା, ପ୍ରେମିକାଙ୍କ ସାମ୍ନାରେ ଖୋଲିଗଲା ଧୋକାବାଜ ପ୍ରେମିକଙ୍କ ଗୁମର…

କିଛିଲୋକ ଶୋଇଥିବା ଅବସ୍ଥାରେ ବିଳିବିଳଉଥିବା ଶୁଣିଥିବେ। ମାତ୍ର ଏହି ଅଭ୍ୟାସ ବେଳେବେଳେ ବିରାଟ ସମସ୍ୟା ଠିଆ କରିଦିଏ। ଠିକ୍‌ ସେମିତି ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ।...

ଆନ୍ତର୍ଜାତିକ ଅହିଂସା ଦିବସ:ସତ୍ୟ ସର୍ବୋଚ୍ଚ ନୀତି, ଅହିଂସା ପରମ କର୍ତ୍ତବ୍ୟ

ଅହିଂସା ଶାନ୍ତିର ମାର୍ଗ। ଅହିଂସା ମାନବର ଶ୍ରେଷ୍ଠ ଗୁଣ। ସବୁ ଧର୍ମରେ ଏହାର ସ୍ଥାନ ସ୍ବତନ୍ତ୍ର। ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସାର ପଥିକ ଥିଲେ।...

ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଯୋଦ୍ଧାଙ୍କୁ ଫୁଲ, ତାଳିରେ ସ୍ବାଗତ କଲେ ପଡ଼ୋଶୀ

ନୂଆଦିଲ୍ଲୀ,୮।୫:  ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ  ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।...

Advertisement
Archives

Model This Week