Home

ଗର୍ଭବତୀମାନେ ନେଇ ପାରିବେ କରୋନା ଟିକା: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨ ।୭: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ପୂର୍ବରୁ ଗର୍ଭବତୀଙ୍କୁ ଏହି ଟିକା ନେବାକୁ ବାରଣ କରାଯାଉଥିବା ବେଳେ ଏବେ କିନ୍ତୁ ଏମାନେ କରୋନା ଟିକା ନେଇପାରିବେ ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ପତ୍ନୀଙ୍କ ଓଢ଼ଣୀକୁ ଧରି ଡ୍ୟାନ୍ସ କଲେ ବିରାଟ

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍ମା ଶର୍ମା ବେଷ୍ଟ କପଲ ଭାବେ ଜଣାଯାଏ। ଦୁହେଁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ପ୍ରାୟ ସମୟରେ ନିଜ କାର୍ଯ୍ୟକଳାପ ହେଉ କି ଫଟୋ ଓ ଭିଡିଓ…

ହେମାଙ୍କୁ ବିବାହ କରି ବି କୌଣସି ଅଭିନେତ୍ରୀଙ୍କୁ ଘରର ବୋହୂ କରିବାକୁ ଚାହିଁ ନ ଥିଲେ ଧର୍ମେନ୍ଦ୍ର; ଏପରି ଭାଙ୍ଗିଥିଲା ବବିଙ୍କ ହୃଦୟ…

ବମ୍ବେ: ଦିନ ଥିଲା ଭାଇଙ୍କ ବନ୍ଧୁଙ୍କୁ ଭଲପାଇ ବସିଥିଲେ। ହେଲେ ପ୍ରେମ ତାର ଶେଷ ଠିକଣାରେ ପହଞ୍ଚିପାରିଲା ନାହିଁ। ଆମେ କଥା ହେଉଛୁ ଦେଓଲ ପରିବାରର ଦାୟାଦ ବବି ଦେଓଲଙ୍କ କଥା। ଏବେ ବବି ବିବାହିତ। ତାଙ୍କର ଛୁଆ ବଡ଼ ହେଲେଣି।…

ବଢ଼ୁଛି ସୁସ୍ଥ ସଂଖ୍ୟା, ହ୍ରାସ ପାଉଛି ସକ୍ରିୟ ମାମଲା: ସ୍ବାସ୍ଥ୍ୟମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨।୭: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଏପ୍ରିଲ ଓ ମେ’ରେ ଦେଶରେ କରୋନା ଆତଙ୍କ ଖେଳାଇବା ପରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି। କରୋନା ପିକ୍‌ରେ ରହିବା ପରେ ଏବେ ସକ୍ରିୟ…

ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ୟୁଏଇ

ଆବୁଧାବି,୨।୭: ଭାରତକୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ଏକ ବଡ଼ ଝଟ୍‌କା ମିଳିଛି। ଭାରତୀୟ ନାଗରିକଙ୍କ ଯାତ୍ରା ଉପରେ ୟୁଏଇ ପ୍ରତିବନ୍ଧକ ଲଗାଇଛି। ଭାରତ ସମେତ ୧୩ଟି ଦେଶର ଯାତ୍ରା ଉପରେ ୟୁଏଇ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଶୁକ୍ରବାର ୟୁଏଇର…

ଗାଧୋଇବା ବେଳେ ବି ଚାଟ୍‌ କରୁଥିଲେ ବ୍ୟକ୍ତି; ଭାଇରାଲ ହେଲା ଫଟୋ: ଲୋକେ କହୁଛନ୍ତି…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଫଟୋ ନଚେତ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଓଠରେ ହସ ଫୁଟାଇଥାଏ। ସେଭଳି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିରେ ଜଣେ ବ୍ୟକ୍ତି ଗାଧୋଇବା ସମୟରେ ହ୍ବାଟ୍ସଆପ୍‌ରେ…

ଧଓ୍ବନ ନେତୃତ୍ୱାଧୀନ ଟିମ୍‌କୁ ନେଇ ବୋର୍ଡ ଉପରେ ବର୍ଷିଲେ ରାଣାତୁଙ୍ଗା: କହିଲେ ‘ଏହା ଶ୍ରୀଲଙ୍କା କ୍ରିକେଟର ଅପମାନ’

କଲମ୍ବୋ,୨।୭: ଚଳିତ ମାସ ଶେଷରେ ହେବାକୁ ଥିବା ସୀମିତ ଓଭର ସିରିଜ ପାଇଁ ଶ୍ରୀଲଙ୍କାର ବିଶ୍ୱକପ୍‌ ବିଜେତା ଅଧିନାୟକ ଅର୍ଜୁନ ରାଣାତୁଙ୍ଗା ତାଙ୍କ ଦେଶର କ୍ରିକେଟ ବୋର୍ଡର ସମାଲୋଚନା କରିଛନ୍ତି। ସେ ନିଜର ବାସଭବନରେ ଗଣମାଧ୍ୟମକୁ କହିଛନ୍ତି, ଏହା ଦ୍ୱିତୀୟ ଶ୍ରେଣୀର…

ପୁରୁଣା ଭିଡିଓ ପୋଷ୍ଟ କରି ହାର୍ଦ୍ଦିକ କହିଲେ ‘ଯଦି ମୁଁ କରିପାରିଲି, ତେବେ କେହି ବି କରିପାରିବେ’; ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁବାର ସୋସିଆଲ ମିଡିଆରେ ନିଜର ଏକ ପୁରୁଣା ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ୨୦୧୧ ର। ଏଥିରେ ସେ ଯୁବ ବ୍ୟାଟ୍ସମ୍ୟାନ ଭାବେ ଏକ ସ୍ଥାନୀୟ ଟୁର୍ନାମେଣ୍ଟରେ ଲମ୍ବା ଲମ୍ବା…

ପୁଲଓ୍ବାମା ଏନ୍‌କାଉଣ୍ଟର: ଜଣେ ଯବାନ ଶହୀଦ, ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ଟଳିପଡ଼ିଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି। ସୂଚନାଯୋଗ୍ୟ, ପୁଲଓ୍ବାମା ଜିଲା ରାଜପୁରାର ହାଜିନ ଗାଁରେ ଜୈଶ-ଇ-ମହମ୍ମଦର ଜଣେ କମାଣ୍ଡର ଓ କିଛି…

ଜେଲ୍‌ରୁ କଏଦୀ ଚମ୍ପଟ

ହିନ୍ଦୋଳ,୨ା୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ସବ୍‌ଜେଲରୁ ଶୁକ୍ରବାର ଜଣେ ବିରାରାଧୀନ କଏଦୀ ପାଚେରି ଡେଇଁ ଚମ୍ପଟ ମାରିଛନ୍ତି। ତାଙ୍କ ନାମ ବିରଞ୍ଚି ବେହେରା। ସେ ଏକ ହତ୍ୟା ଘଟଣାରେ୨୪ ତାରିଖରୁ ଜେଲ୍‌ରେ ଥିଲେ। ତାଙ୍କ ଘର ରାସୋଳ ଥାନା ଦଣ୍ଡିରୀ ଗ୍ରାମରେ।

ଖୋଲିବ ମଲ୍ଟିପ୍ଲେକ୍ସ୍‌, ଜିମ୍‌

ଲକ୍ଷ୍ନୌ,୨।୭: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ରାଜ୍ୟରେ ଲଗାତର ଦୈନିକ ସଂକ୍ରମଣ ହ୍ରାସ ଘଟୁଛି। ଏଥିପାଇଁ ରାଜ୍ୟ ସରକାର ଉତ୍ତରପ୍ରଦେଶରେ ଜାରି ରହିଥିବା କଟକଣାକୁ ଏବେ କୋହଳ କରିବାକୁ ବିଚାର କରିଛନ୍ତି। ଏହିକ୍ରମରେ…

କୋହଲି ନୁହନ୍ତି, ବରଂ ଛାଇ ଭଳି ଅନୁଷ୍କାଙ୍କ ପାଖେ ପାଖେ ରହିଥାନ୍ତି ଏହି ବ୍ୟକ୍ତି; କୋଟିରେ ନିଅନ୍ତି ଦରମା…

ବମ୍ବେ: ସେଲିବ୍ରିଟି ହେବା ପରେ ସୁରକ୍ଷା ଚିନ୍ତା ସମସ୍ତଙ୍କୁ ଘାରିଥାଏ। ଏଣୁ ସେମାନଙ୍କୁ ସାଙ୍ଗରେ ବଡିଗାର୍ଡ ରଖିବାକୁ ପଡ଼ିଥାଏ। ସେହିଭଳି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଘରୁ ବାହାରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri