Home

‘ପାଳି ସରକାର କଥା ଉଠୁ ନାହିଁ’

ନୂଆଦିଲ୍ଲୀ,୨୭।୮: “ ପାଳି ସରକାର କଥା ଉଠୁ ନାହିଁ। ମୋ ସପକ୍ଷରେ ଛତିଶଗଡ଼ର କଂଗ୍ରେସ ଇନଚାର୍ଜ ପି ଏଲ ପୁନିଆ ଅଛନ୍ତି। ମୋର ଯାହା କହିବାର ଥିଲା, ତାହା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କହିଛି। ଦଳର ସ୍ଥିତି ଦେଖିବା…

ପାରାଲିମ୍ପିକ୍ସରେ ପ୍ରଥମ ପଦକ ନିଶ୍ଚିତ କଲା ଭାରତ

ଟୋକିଓ,୨୭।୮: ଭାଭିନାବେନ ପଟେଲ ଶୁକ୍ରବାର ଇତିହାସ ରଚିଛିନ୍ତି। ପାରାଲିମ୍ପିକ୍ସର ମହିଳା ଟେବୁଲ ଟେନିସ ଇଭେଣ୍ଟରେ ପଦକ ନିଶ୍ଚିତ କରିବାରେ ଭାବିନା ପ୍ରଥମ ଭାରତୀୟ ଖେଳାଳି। ୨୦୧୬ ରିଓ ପାରାଲିମ୍ପିକ୍ସ ଚାମ୍ପିୟନ ବୋରିସ୍ଲାଭା ପେରିସ-ରାଙ୍କୋଭିକ୍‌ଙ୍କୁ ସିଧାସଳଖ ଗେମ୍‌ରେ ହରାଇ ଭାଭିନା ସେମିଫାଇନାଲରେ ସ୍ଥାନ…

ଅକ୍ଷୟଙ୍କ ଫିଲ୍ମକୁ କୃଷକଙ୍କ ବିରୋଧ

ବମ୍ବେ: ରିଲିଜ ପରେ ଚର୍ଚ୍ଚାରେ ରହିଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍‌’। ଦର୍ଶକଙ୍କ ସହ ସମୀକ୍ଷକମାନେ ମଧ୍ୟ ଫିଲ୍ମକୁ ପସନ୍ଦ କରିଛନ୍ତି। ଏହା ମଧ୍ୟ ମହାମାରୀ କରୋନା ପରେ ସିନେମାହଲରେ ରିଲିଜ ହୋଇଥିବା ପ୍ରଥମ ଫିଲ୍ମ ପାଲଟିଛି। ଚାରିଆଡୁ ପ୍ରଶଂସିତ…

କାବୁଲ ବିମାନ ବନ୍ଦର ପରେ ଏବେ କାଜକସ୍ତାନ ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ: ୯ ମୃତ

ନୁର-ସୁଲତାନ,୨୭ ।୮: କାବୁଲ ବିମାନ ବନ୍ଦରରେ ଗୁରୁବାର ହୋଇଥିବା ବୋମା ବିସ୍ଫୋରଣ ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହାପରେ ଶୁକ୍ରବାର କାଜାକସ୍ତାନର ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ ହୋଇଥିବା ଖବର ମିଳିଛି । ସମାଚାର ଏଜେନ୍ସି ଏଏଫ୍‌ପିର ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ…

ବାପା ହେଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ବାପା ହେଲେ ବଲିଉଡ୍‌ ଅଭିନେତା ତଥା ହୋଷ୍ଟ ଅପାରଶକ୍ତି ଖୁରାନ୍ନା। ଅଭିନେତାଙ୍କ ସ୍ତ୍ରୀ ଆକୃତି ଆହୁଜା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସ୍ବତନ୍ତ୍ର ପୋଷ୍ଟ କରି ସେ ଏହି ଖବର ବିଷୟରେ ପ୍ରଶଂସକଙ୍କୁ ଅବଗତ କରାଇଛନ୍ତି। ଉଭୟ…

ବିଲକୁ ଯାଇଥିବା ବେଳେ ଚାଷୀଙ୍କୁ ଦଂଶିଲା ସାପ, ସହାୟତା ପାଇଁ ଦାବି କଲେ ଗ୍ରାମବାସୀ

ଗଞ୍ଜାମ,୨୭ା୮(ଡି.ଏନ୍‌.ଏ.): ରମ୍ଭା ଥାନା ହୁମ୍ମା ଫାଣ୍ଡି ଅଧିନସ୍ଥ ଗଞ୍ଜାମ ବ୍ଲକର ବେଲପଡ଼ା ଗ୍ରାମର ଜଣେ ଚାଷୀଙ୍କର ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଚାଷୀ ହେଲେ ଉକ୍ତ ଗ୍ରାମର ଚାଷୀ ଡି.କୃଷ୍ଣ ଚନ୍ଦ୍ର ପ୍ରଧାନ(୫୪) । ସୂଚନାନୁଯାୟୀ, କୃଷ୍ଣ ଶୁକ୍ରବାର ସକାଳେ…

ହଁ, ମୁଁ ଭୁଲ୍‌ କରିଛି: କାହିଁକି ଏମିତି କହିଲେ ଶିଳ୍ପା ସେଟ୍ଟୀ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଶ୍ଲୀଳ ଆପ୍‌ ପାଇଁ ରାଜ୍‌ କୁନ୍ଦ୍ରା ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ସ୍ବାମୀ ଗିରଫ ହେବା ପରେ ଶିଳ୍ପା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସର୍ବଦା…

ଖାକି ପୋଷାକରେ ରିଭଲଭର ଲଗାଇବା ମହିଳା କନଷ୍ଟେବଳଙ୍କୁ ପଡ଼ିଲା ମହଙ୍ଗା

ଉତ୍ତରପ୍ରଦେଶର ଆଗ୍ରାରେ ଖାକି ପୋଷାକ ପିନ୍ଧି ମହିଳା କନଷ୍ଟେବଳ ଛାତିରେ ରିଭଲଭର ଲଗାଇ ଅଭିନୟ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ପୋଜ୍‌ରେ ସେ ଏକ ଗ୍ୟାଙ୍ଗଷ୍ଟର ପରି ଦେଖାଯାଉଛନ୍ତି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ମହିଳା…

ପକ୍ଷୀଙ୍କୁ ମାରି ଏଭଳି ଖାଇଲା କଇଁଛ; ଲୋମ ଟାଙ୍କୁରା ଭିଡିଓ ଦେଖିଲେ…

ଠେକୁଆ-କଇଁଛ କାହାଣୀ ବିଷୟରେ ସମସ୍ତେ ଜାଣିଥିବେ। କାହାଣୀ ହେଉ ଅବା ବାସ୍ତବତା, ଲୋକେ କଇଁଛକୁ ବହୁତ ନିରୀହ ଜୀବ ବୋଲି କହିଥାନ୍ତି। କିଛି ଲୋକ ପୋଷା ଜୀବ ଭାବେ ଏହାକୁ ଘରେ ରଖିଥାନ୍ତି। ସ୍ବଭାବ ଦେଖିଲେ କଇଁଛ ଏକ ଶାକାହାରୀ ଜୀବ…

ଅମିତାଭଙ୍କ ପୋଲିସ ବଡିଗାର୍ଡଙ୍କ ବଦଳି; ୧.୫ କୋଟି ଦରମା ପାଉଥିବା ଜଣାପଡ଼ିବା ପରେ…

ବମ୍ବେ: ଦରମାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ପୋଲିସ ବଡିଗାର୍ଡ ଜିତେନ୍ଦ୍ର ଶିନ୍ଦେ। ତାଙ୍କର ମାସିକ ପାଉଣା ୧.୫ କୋଟି ଟଙ୍କା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଏଥିପାଇଁ ତାଙ୍କୁ ମୁମ୍ବାଇ ପୋଲିସ ଡିପାର୍ଟମେଣ୍ଟକୁ ବଦଳି କରିଦିଆଯାଇଛି।…

୩୦ ସେକେଣ୍ଡ୍‌ରେ ୫୮ ପୁଶ୍‌ଅପ୍‌ ମାରିଲେ ଏହି କୁନି ବାଳକ

କଥାରେ ଅଛି, ତୁଳସୀ ଦୁଇ ପତ୍ରରୁ ବାସେ। ଅର୍ଥାତ୍‌ ପିଲାଦିନରୁ ହିଁ ପ୍ରତିଭା ସମ୍ପର୍କରେ ଜଣାପଡ଼େ। ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ହୁଗୁଳିଘାଟରେ ରହୁଥିବା ପ୍ରଥମ ଶ୍ରେଣୀର ଛାତ୍ର ରାଜନାଥ ଦତ୍ତଙ୍କ କ୍ଷେତ୍ରରେ। ରାଜନାଥ କଠିନ ପରିଶ୍ରମ କରି…

ଅଭ୍ୟାସ ମ୍ୟାଚ୍‌ରେ ଧୋନୀଙ୍କ ଛକା ବର୍ଷା; ବୁଦାରେ ହଜିଲା ବଲ୍‌; ନିଜେ ଯାଇ…

ନୂଆଦିଲ୍ଲୀ,୨୭।୮: ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ। ଏହାକୁ ନେଇ ସବୁ ଦଳର ଖେଳାଳି ନିଜ ନିଜର ଅଭ୍ୟାସ ଆରମ୍ଭ କରିଦେଲେଣି। ଏହି କ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?