ଅକ୍ଷୟଙ୍କ ଫିଲ୍ମକୁ କୃଷକଙ୍କ ବିରୋଧ

ବମ୍ବେ: ରିଲିଜ ପରେ ଚର୍ଚ୍ଚାରେ ରହିଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍‌’। ଦର୍ଶକଙ୍କ ସହ ସମୀକ୍ଷକମାନେ ମଧ୍ୟ ଫିଲ୍ମକୁ ପସନ୍ଦ କରିଛନ୍ତି। ଏହା ମଧ୍ୟ ମହାମାରୀ କରୋନା ପରେ ସିନେମାହଲରେ ରିଲିଜ ହୋଇଥିବା ପ୍ରଥମ ଫିଲ୍ମ ପାଲଟିଛି। ଚାରିଆଡୁ ପ୍ରଶଂସିତ ହେଉଥିବା ଏହି ଫିଲ୍ମ ବିରୋଧରେ କୃଷକମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଲେଣି।

ଅଭିନେତାଙ୍କ କୃଷକ ଆନ୍ଦୋଳନ ବିରୋଧୀ ବୟାନକୁ ନେଇ ପଞ୍ଜାବର ବିଭିନ୍ନ ସିନେମାହଲ ବାହାରେ ଧାରଣା ଦିଆଯାଉଛି। କୃଷକମାନେ ଲଗାତାର ଭାବେ ଫିଲ୍ମ ରିଲିଜର ବିରୋଧ କରିବା ସହ ଦର୍ଶକମାନଙ୍କୁ ‘ଲାଜ ତ ଟିକେ କର’ ବୋଲି ସ୍ଲୋଗାନ ଦେଉଛନ୍ତି। ଏପରିକି ସିନେମାହଲ ମାଲିକମାନେ ଆସନ୍ତା ଶନିବାର ଯାଏ ଫିଲ୍ମ ନ ଚଲାଇବା ପାଇଁ କହି ଧମକ ଦେଇଛନ୍ତି।

କହିରଖୁଛୁ, ବେଲ ବଟମ ନାନାଦି କଟକଣା ମଧ୍ୟରେ ରିଲିଜ କରାଯାଇଛି। ଟିକା ଲଗାଇଥିଲେ ହିଁ ଜଣେ ବ୍ୟକ୍ତି ଏହାକୁ ଦେଖିପାରିବ ବୋଲି କୁହାଯାଇଛି। ତେବେ ଫିଲ୍ମ ରିଲିଜକୁ ସାଉଦି ଆରବ, କୁଏତ, କତର ଆଦିରେ ବ୍ୟାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେହନାଜ-ସିଦ୍ଧାର୍ଥଙ୍କ ବ୍ରେକ୍‌କପ୍‌ ନେଇ ଚର୍ଚ୍ଚା; ମୁହଁ ଖୋଲି ଅଭିନେତା କହିଲେ…

ବମ୍ବେ: ବିଗ୍‌ବସ୍‌ର ଲୋକପ୍ରିୟ ଯୋଡ଼ି ଶେହନାଜ ଗିଲ-ସିଦ୍ଧାର୍ଥ ଶୁକ୍ଳାଙ୍କ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚା। କଥାଟି କେତେ ସତ କେତେ ମିଛ ତାହା ଜଣାପଡ଼ି ନାହିଁ। ହେଲେ...

ଭଂସାଲିଙ୍କ ସହ କାମ କରିବାକୁ ଚାହାନ୍ତି ହରନାଜ

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସ ମୁକୁଟ ଆଣି ଦେଇଥିବା ହରନାଜ ସାନ୍ଧୁ ଏବେ ବଲିଉଡ୍‌ରେ କାମ କରିବାକୁ ମନ ବଳାଇଛନ୍ତି...

କେବଳ ଏହି କାରଣ ପାଇଁ ଶକ୍ତି କପୁରଙ୍କ ଉପରେ ସଲ୍‌ମାନ ଚାହୁଁଥିଲେ ପ୍ରତିଶୋଧ

ଭାଇଜାନ୍‌ ସଲ୍‌ମାନ ଖାଁ ଓ ଶକ୍ତି କପୁର ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସଲ୍‌ମାନଙ୍କ ସହ ବାସ୍ତବ ଜୀବନରେ ମଧ୍ୟ ଶକ୍ତିଙ୍କର ବହୁତ ଭଲ...

‘ମେମୋରିଆଲାଇଜ୍ଡ’ ହେଲା ଅଭିନେତା ଇରଫାନ୍‌ଙ୍କ ଆକାଉଣ୍ଟ

ବମ୍ବେ: ନୂତନ ବର୍ଷ ନୂଆ ଉଦ୍ଦିପନା ନେଇ ଆସେ। ଅନେକ ନୂଆ ବର୍ଷକୁ ନେଇ ନାନାଦି ଯୋଜନା କରିଥାନ୍ତି। ହେଲେ ଚଳିତ ୨୦୨୦ ଅନେକ କିଛିକୁ...

ମାତ୍ର ୧୨ ଘଣ୍ଟା ମଧ୍ୟରେ ଷ୍ଟାର ପାଲଟି ଯାଇଥିଲେ ବିଗ୍‌ ବି ଅମିତାଭ

ମୁମ୍ବାଇ: ବଲିଉଡ୍‌ରେ ପ୍ରଥମେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଏହାପରେ ତାଙ୍କୁ ମିଳିଥିଲା ଷ୍ଟାର ମାନ୍ୟତା। ତାଙ୍କ ଅଭିନୀତ ଫିଲ୍ମ...

କେବଳ ରଙ୍ଗ ସବୁକିଛି ନୁହେଁ, ଏହା ପ୍ରମାଣ କରି ଦେଖାଇଛନ୍ତି ଏସବୁ ଅଭିନେତ୍ରୀ

ହିନ୍ଦୁସ୍ତାନ ୟୁନିଲିଭର କମ୍ପାନୀ ଏହାର ବ୍ୟୁଟି କ୍ରିମ ‘ଫେୟାର ଆଣ୍ଡ୍‌ ଲଭ୍‌ଲି’ ରୁ ଫେୟାର ଶବ୍ଦକୁ ହଟାଇଦେଇଛି। ବର୍ଣ୍ଣବୈଷମ୍ୟବାଦ ରୋକିବା ପାଇଁ ଏପରି ପଦକ୍ଷେପ ନେଇଛି...

‘ଓ୍ବାର’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ଓ ଟାଇଗର ଶ୍ରଫଙ୍କ ଭିତରେ ଏବେ ଓ୍ବାର ଆରମ୍ଭ ହୋଇଯାଇଛି। ଅର୍ଥାତ୍‌ ବଲିଉଡ୍‌ର ଆକ୍ସନ ଷ୍ଟାର ହ୍ରିତିକ୍‌ ଓ ଟାଇଗରଙ୍କ...

ଦିନ ଥିଲା ସ୍ବାମୀଙ୍କୁ ରାଖି ବାନ୍ଧୁଥିଲେ ଶ୍ରୀଦେବୀ

୮୦ ଏବଂ ୯୦ ଦଶକରେ ଶ୍ରୀଦେବୀ ତାଙ୍କର ଚମତ୍କାର ଜରିଆରେ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଏହା ସହିତ ତାଙ୍କ ବ୍ୟକ୍ତିଗତ...

Advertisement


Archives

Model This Week