୬୪ ବର୍ଷ ବୟସରେ ପରଦାରେ ଅନ୍ତରଙ୍ଗ ଦୃଶ୍ୟ କରିବାର ଅନୁଭବ ବଖାଣିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ ତାରକା ଜ୍ୟାକି ଶ୍ରଫ ହିନ୍ଦୀ ସିନେମାର ଏକ ଜଣାଶୁଣା ନାମ। ଜଗ୍ଗୁ ଦାଦା ବୋଲି ସେ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ। ନିକଟରେ ଜ୍ୟାକି ଶ୍ରଫ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦି ଇଣ୍ଟରଭ୍ୟୁ: ନାଇଟ ଅଫ ୨୬/୧୧’ ବିଷୟରେ ଖୁଲାସା କରିଛନ୍ତି ।…
୧୬ ବଲ୍ରେ ଶେଷ ହେଲା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍: ଖେଳାଳିଙ୍କ ସ୍କୋର ଜାଣିଲେ ହେବେ ଆଶ୍ଚର୍ଯ୍ୟ
କ୍ରିକେଟ ପଡ଼ିଆରେ ପ୍ରତିଦିନ କିଛି ରେକର୍ଡ ଭାଙ୍ଗେ କିଛି ରେକର୍ଡ ସୃଷ୍ଟି ହୁଏ। ଖେଳାଳିମାନେ ବଲ କିମ୍ବା ବ୍ୟାଟ ସହିତ କିଛି ଆଶ୍ଚର୍ଯ୍ୟ ପ୍ରଦର୍ଶନ କରନ୍ତି। କିନ୍ତୁ ବେଳେବେଳେ ଏପରି ଲଜ୍ଜାଜନକ ରେକର୍ଡ ମଧ୍ୟ କିଛି ଖେଳାଳି କିମ୍ବା ଦଳର ନାମରେ…
କାବୁଲରେ ପୁଣି ବିସ୍ଫୋରଣ
କାବୁଲ,୨୯।୮: ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶ ଉଦ୍ୟମ ଚଳାଇଥିବାବେଳେ ରବିବାର କାବୁଲ ବିମାନବନ୍ଦର ନିକଟ ଖୱାଜା ବୁଗ୍ରା ଅଞ୍ଚଳରେ ରକେଟ ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ସାମ୍ନାକୁ…
ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ,୨୯।୮: ଭାରତରୁ ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ଯାତ୍ରୀମାନଙ୍କୁ ଆଉ କରୋନା ଟେଷ୍ଟ ରିପୋର୍ଟ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଖୁବ ଶୀଘ୍ର କୋଓ୍ବିନ୍ ଆପରେ ଲୋକଙ୍କ ପାଇଁ କରୋନା ଟେଷ୍ଟ…
ଦଉଡ଼ି ଡିଆଁ ଖେଳିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୨୯।୮: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ରବିବାର ‘ଫିଟ ଇଣ୍ଡିଆ ମୋବାଇଲ ଆପ’ ଲଞ୍ଚ କରିଛନ୍ତି। ଦୁଇ ବର୍ଷର ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଶେଷ ହେବା ପରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଏହି ଆପ୍ ଉନ୍ମୋଚନ କରାଯାଇଥିଲା। ଏହି…
ବ୍ରିଟେନ୍ ଯାଉଥିଲା ବିମାନ, ୩୩୦୦୦ ଫୁଟ ଉଚ୍ଚରେ ହଠାତ୍ ମହିଳାଙ୍କର ହେଲା ପ୍ରସବ ଯନ୍ତ୍ରଣା; ଆଉ ତା’ ପରେ…
କାବୁଲ,୨୯ା୮: ଆଫଗାନିସ୍ତାନରୁ ବ୍ରିଟେନକୁ ଏକ ବିମାନ ଉଡ଼ାଣ କରିବା ସମୟରେ ଜଣେ ମହିଳା କ୍ୟାବିନ୍ କ୍ରୁରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।ଶୁକ୍ରବାର ବିମାନଯାତ୍ରା କରୁଥିବା ଜଣେ ଆଫଗାନ ମହିଳାଙ୍କ ୩୩୦୦୦ ଫୁଟ ଉଚ୍ଚରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହି ସମୟରେ ବିମାନରେ କୌଣସି…
କୋଭିଡ ପରବର୍ତ୍ତୀ ଜଟିଳତା ବଢାଉଛି ଚିନ୍ତା
ଥିରୁଭାନନ୍ତପୁରମ୍,୨୯।୮: ଦେଶରେ କରୋନା ସଂଖ୍ୟା ପୁଣି ୪୫ ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂଖ୍ୟା ବୃଦ୍ଧି ଯୋଗୁ ଚିନ୍ତା ବଢାଇ ଦେଇଛି। କରୋନା ସଂକ୍ରମଣରେ କେରଳର ଅବସ୍ଥା ଅତ୍ୟନ୍ତ ଖରାପ। କେରଳରେ ଦୈନିକ…
ଘରୁ ମିଳିଲା ଡ୍ରଗ୍ସ: ଅଭିନେତାଙ୍କୁ ବାନ୍ଧିଲା ଏନ୍ସିବି
ବମ୍ବେ: ଡ୍ରଗ୍ସ ମାମଲାରେ ଏନ୍ସିବି ଦ୍ୱାରା ଗିରଫ ହୋଇଛନ୍ତି ବଲିଉଡ୍ ଅଭିନେତା ଅରମାନ କୋହଲି। ଶନିବାର ଅପରାହ୍ନରେ ତାଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ୧୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଶେଷରେ ରବିବାର ସକାଳେ ତାଙ୍କୁ ଗିରଫ କରିଛି ପୋଲିସ।…
୧୩ ବର୍ଷ କ୍ରିକେଟ କ୍ୟାରିୟରରେ ପ୍ରଥମ ଥର ସାମ୍ବାଦିକଙ୍କ ପରାମର୍ଶ ଶୁଣି ନିରବ ରହିଲେ କୋହଲି; କେବଳ କହିଲେ…
ନୂଆଦିଲ୍ଲୀ,୨୯।୮: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି ଭାରତୀୟ କ୍ରିକେଟ ଟିମ୍। ଲର୍ଡସ ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବାହାବା ସାଉଁଟିବା ପରେ ଭାରତୀୟ ଦଳକୁ ପରାଜୟକୁ ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ମ୍ୟାଚ୍ ଶେଷ…
୮୦୦ କୋଟି ଟଙ୍କା ମାଲିକ ଏହି ପ୍ରସିଦ୍ଧ ଅଭିନେତା
ଅଭିନେତା, ନିର୍ମାତା ତଥା ସୁପରଷ୍ଟାର ନାଗାର୍ଜୁନ କେବଳ ଦକ୍ଷିଣରେ ନୁହେଁ ହିନ୍ଦୀ ସିନେମାରେ ମଧ୍ୟ ଏକ ବଡ ନାମ। ନାଗାର୍ଜୁନ ଆଜି ତାଙ୍କର ୬୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୨ ମସିହାରେ ଫିଲ୍ମ ‘ଖୁଦା ଗୱାହ’ ସହିତ ବଲିଉଡରେ…
୪ ଗୋଡ଼ିଆ ତିମି ମାଛର ଜୀବାଶ୍ମ ମିଳିଲା…
କାଇରୋ,୨୯।୮: ଗୋଡ଼ ଥିବା ତିମି ମାଛ କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭବିକ। ତେବେ ଇଜିପ୍ଟର ଫାୟୋମ୍ ସ୍ଥିତ ମରୂଭୂମିରୁ ଏଭଳି ତିମି ମାଛର ପ୍ରାୟ ୪ କୋଟି ୩୦ ଲକ୍ଷ ବର୍ଷ ତଳର ଜୀବାଶ୍ମ ମିଳିଛି। ଜୀବାଶ୍ମରୁ…
୪୨ କୋଟିର ଭବ୍ୟ ବଙ୍ଗଳା-୮୦୦ କୋଟିର ସମ୍ପତ୍ତି: ଏଭଳି ବିଳାସମୟ ଜୀବନ ଅତିବାହିତ କରୁଛନ୍ତି ଏହି ସୁପରଷ୍ଟାର
ବମ୍ବେ: ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ନାଗାର୍ଜୁନଙ୍କ ଆଜି ହେଉଛି ହାପି ବର୍ଥ ଡେ। ୬୨ ବର୍ଷରେ ପଦାର୍ପଣ କରିଥିବା ଏହି ଅଭିନେତା ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ କାମ କରିଚନ୍ତି। ୧୯୯୨ରେ ରିଲିଜ ହୋଇଥିବା ଶ୍ରୀଦେବୀ-ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଖୁଦା…

