୫୦ କୋଟି ଟିକାକରଣ: ଐତିହାସିକ ସଫଳତା
ଭୁବନେଶ୍ୱର,୧୩।୮( ଧରିତ୍ରୀ): ୨୦୨୧ ଅଗଷ୍ଟ ୭ ତାରିଖ ସୁଦ୍ଧା ଭାରତର ୫୦ କୋଟି ନାଗରିକଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି। କରୋନା ଭଳି ମାରାତ୍ମକ ଭାଇରସ୍କୁ ହରାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଏବଂ ନକାରାତ୍ମକ…
ବ୍ରହ୍ମପୁରରୁ ଭଦ୍ରକ ଯାଏ ଲମ୍ବିଛି ଧଳା ଜହର ଚେର, ୨ ଗିରଫ
ପଦ୍ମପୁର,୧୩ା୮(ଡି.ଏନ୍.ଏ.): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପୋଲିସ ଦୁଇ ଯୁବକଙ୍କୁ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଗିରଫ କରିଛି। ଗିରଫ ଯୁବକ ଦ୍ୱୟ ହେଲେ ଚରମ୍ପା ପଥରାଡ଼ିର ଅଜୟ ଦାସ ଓ ଲାଞ୍ଜିପଲ୍ଲୀ ବ୍ରହ୍ମପୁରର ସତ୍ୟନାରାୟଣ ଆଚାର୍ଯ୍ୟ। ସେମାନଙ୍କ ଠାରୁ…
ଖରସ୍ରୋତା ପାଣି ବିବାଦ: ଜଣେ ଗିରଫ, ୨୫ରୁ ଊର୍ଦ୍ଧ୍ୱ ଅଟକ
କେନ୍ଦ୍ରାପଡ଼ା/ଢେଙ୍କାନାଳ ଅଫିସ,୧୩ା୮: ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ଠାରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗୁରୁବାର ସଂଘର୍ଷ ହୋଇଥିଲା। ଆନ୍ଦୋଳନକାରୀ ପ୍ରକଳ୍ପ ଠିକା କମ୍ପାନୀର ଆସବାବପତ୍ର ନଷ୍ଟ କରିବା ସହ…
ଗୋଟିଏ ଓଭରରେ ୪ଟି ଚୌକା ମାରିଲେ ରୋହିତ ଶର୍ମା: ପ୍ରଶଂସକ କହିଲେ…
ଲଣ୍ଡନ,୧୩।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ଜବରଦସ୍ତ ପ୍ରଦର୍ଶନ କରିଚନ୍ତି। ଭାରତୀୟ ଓପନର୍ ରୋହିତ ଶର୍ମା ଏବଂ କେ.ଏଲ ରାହୁଲ ଚମତ୍କାର ବ୍ୟାଟିଂ କରିଛନ୍ତି। ଏର୍ଡସଠାରେ ପାଗ ମେଘୁଆ ଥିଲା, ବଲ ସୁଇଙ୍ଗ କରୁଥିଲା କିନ୍ତୁ ରୋହିତ ଏବଂ…
ଏହି ୪ ରାଶିର ବ୍ୟକ୍ତିଙ୍କ ପେଟରେ ରୁହେ ନାହିଁ କୌଣସି କଥା: ଏମାନଙ୍କୁ କିଛି ବ୍ୟକ୍ତିଗତ କଥା କହୁଥିଲେ ସାବଧାନ
ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜୀବନର କଥାକୁ ନିଜର ଖାସ୍ ଲୋକଙ୍କ ସହ ବାଣ୍ଟିବାକୁ ପସନ୍ଦ କରିଥାନ୍ତି। ଏହାଦ୍ୱାରା ମନର ବୋଝ ହାଲକା ହୋଇଯିବା ସହ ଅନ୍ୟଠାରୁ କିଛି ରାୟ ମଧ୍ୟ ମିଳିଥାଏ। ହେଲେ କିଛି ଲୋକ ଏଭଳି ହୋଇଥାନ୍ତି ଯାହାଙ୍କୁ…
ଏହି ରାଶିର ଯୁବତୀ ହୁକୁମ ଚଳାଇବାରେ ମାହିର; ନିଜ ହିସାବରେ ଜୀବନ ଜିଅଁନ୍ତି ଏମାନେ…
ଜ୍ୟୋତିଷଶାସ୍ତ୍ର ଅନୁସାରେ ସିଂହ ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ। ନବଗ୍ରହମାନଙ୍କ ମଧ୍ୟରେ ରାଜା ହେଉଛନ୍ତି ସେ। ସୂର୍ଯ୍ୟଙ୍କ ପ୍ରଭାବ ଯୋଗୁ ଏହି ରାଶିର ବ୍ୟକ୍ତିବିଶେଷ ରାଜାଙ୍କ ଭଳି ଜୀବନ ଜିଇଁବାକୁ ପସନ୍ଦ କରିଥାନ୍ତି। ଏହି ରାଶିର ଯୁବତୀଙ୍କ ବିଷୟରେ କଥା…
୫ହଜାର କଂଗ୍ରେସ ନେତାଙ୍କ ଆକାଉଣ୍ଟ ବନ୍ଦ କଲା ଟୁଇଟର: ରାହୁଲ କହିଲେ, ଏହା ଲକ୍ଷାଧିକ ଫଲୋଅର୍ସଙ୍କ ଅପମାନ
ନୂଆଦିଲ୍ଲୀ,୧୩।୮: ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ଟୁଇଟର କଂଗ୍ରେସର ଅଫିସିଆଲ ଆକାଉଣ୍ଟ ସହ ୫ହଜାରରୁ ଊର୍ଦ୍ଧ୍ୱ ଦଳର ନେତାଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଛି। ଏନେଇ କଂଗ୍ରେସ ଅଭିଯୋଗ ଆଣିଛି। କଂଗ୍ରେସ ନେତାଙ୍କ ବିରୋଧରେ ଟୁଇଟରର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଯାହାଫଳରେ…
କନିକା ପ୍ରଜାମେଳିର ପୁନରାବୃତ୍ତି
କେନ୍ଦ୍ରାପଡ଼ା ଅଫିସ,୧୩।୮: କନିକା ରାଜାଙ୍କର ୬୪ ପ୍ରକାର କରକୁ ପ୍ରଜା ବହନ କରୁଥିଲେ। ଏହା ବିରୋଧରେ ୧୯୨୨ରେ ପ୍ରଜାମେଳି ହୋଇଥିଲା। ରାଜାସାହେବ ପ୍ରଜାଙ୍କ ଦମନଲୀଳା ପାଇଁ ବ୍ରିଟିଶ ପୋଲିସର ସହାୟତା ନେଇଥିଲେ। ଏହା ସତ୍ତ୍ୱେ ପ୍ରଜାଙ୍କ ବିଜୟ ହୋଇଥିଲା। ୧୦୦ ବର୍ଷରେ…
ଦୁଇ ଡୋଜ୍ ଟିକା ନେଇ ବି ଡେଲ୍ଟା ପ୍ଲସ ଭାରିଆଣ୍ଟର ଶିକାର: ଆସିଲା ପ୍ରଥମ ମୃତ୍ୟୁର ରିପୋର୍ଟ
ମୁମ୍ବାଇ,୧୩।୮: ମହାରାଷ୍ଟ୍ରର ମୁମ୍ବାଇରେ ଡେଲଟା ପ୍ଲସ ଭାରିଆଣ୍ଟ କାରଣରୁ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଜୁଲାଇ ମାସରେ ମୁମ୍ବାଇର ଘାଟକୋପରରେ ଜଣେ ୬୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା, ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ମହିଳାଙ୍କ…
କାମ ନ ସରୁଣୁ ଭୁଶୁଡିଲାଣି ବୁରୁଜ
ନାଉଗାଁ,୧୩ ।୮(ସ୍ବ.ପ୍ର): ବନ୍ୟା ଦାଉରୁ ଦୁର୍ବଳ ନଦୀବନ୍ଧକୁ ସୁରକ୍ଷା ଦେବା ପାଇଁ ଚିହ୍ନଟ ସ୍ଥାନରେ ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଂ କରାଯିବା ସହ ବୁରୁଜ ନିର୍ମାଣ କରାଯାଉଛି। କିନ୍ତୁ ଏହି ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ କାମ ଠିକ୍…
ପର୍ଯ୍ୟଟନସ୍ଥଳୀର ବିକାଶ ନୈରାଶ୍ୟଜନକ
ଯାଜପୁର ଅଫିସ,୧୩।୮: ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଅଧାରେ ଅଟକିଛି। ଏହାବାଦ୍ ନିମ୍ନମାନର କାର୍ଯ୍ୟ ଯୋଗୁ ପର୍ଯ୍ୟଟନସ୍ଥଳୀର ଦୀର୍ଘସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୨୦୧୯-୨୦ ବର୍ଷରେ ରାଜ୍ୟର ୧୫ଟି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧୬୭.୪୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା।…
ନିଜର ଯନ୍ତ୍ରଣା ପ୍ରକାଶ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୧୩।୮: ଆଫଗାନିସ୍ତାନରେ ତାଲିବାନ ତା’ର ଆଧିପତ୍ୟ ବିସ୍ତାର କରି ଚାଲିଛି। ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହରକୁ ଦଖଲ କରି ଏବେ ସଂଗଠନ ରାଜଧାନୀ କାବୁଲ ଅଭିମୁଖେ ମାଡି ଚାଲିଛି। ଶୁକ୍ରବାର ତାଲିବାନ ଆଫଗାନିସ୍ତାନର ଦ୍ୱିତୀୟ ବଡ ସହର କାନ୍ଦାହାର ଦଖଲ…
Archives


