Home

ସେରମ୍‌ର ସିଇଓଙ୍କୁ ଧମକ, ଟୁଇଟ୍‌ କରି ଦେଲେ ସୂଚନା

ଲଣ୍ଡନ,୨।୫: ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାଓ୍ବାଲାଙ୍କୁ ଟିକା ଯୋଗାଣ ନେଇ ଧମକ ମିଳୁଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ଟୁଇଟ୍‌ରେ ସେ ଲେଖିଛନ୍ତି, ଟଙ୍କାଧାରୀ ଏବଂ ଶକ୍ତିଶାଳୀ ଲୋକଙ୍କଠାରୁ ତାଙ୍କୁ ଧମକପୂର୍ଣ୍ଣ କଲ୍‌ ଆସୁଛି। ସମସ୍ତେ…

କରୋନାରେ ମରିବୁ ପଛେ, ପାଳନ କରିବୁ ବିଜୟ ଉତ୍ସବ: ଟିଏମ୍‌ସି କର୍ମୀ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) କ୍ଲିନ୍‌ ସ୍ବିପ୍‌ କରିଛି। ଦଳର ସଫଳତା ନେଇ ଖୁସିରେ ଟିଏମ୍‌ସି କର୍ମୀମାନେ ନିର୍ବାଚନ କମିଶନ(ଇସି)ଙ୍କ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରିଛନ୍ତି। କର୍ମୀମାନେ କହିଛନ୍ତି ଯେ, କରୋନାରେ ମରିବୁ ପଛେ, ବିଜୟ ଉତ୍ସବ…

ନନ୍ଦିଗ୍ରାମରେ ଦିଦି ଆଗରେ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ କ୍ଲିନ୍‌ ସ୍ବିପ୍‌ କରିଛି। ଶାସକ ତୃଣମୂଳ ୨୧୧ ଆସନରେ ଆଗେଇଥିବାବେଳେ ଭାଜପା ୭୭ ଆସନରେ ଆଗୁଆ ରହିଛି। ସେହିପରି ନନ୍ଦିଗ୍ରାମରେ ସପ୍ତମ ରାଉଣ୍ଡ ଭୋଟ ଗଣନା ପର୍ଯ୍ୟନ୍ତ ପଛରେ ପଡ଼ିଯାଇଥିବା…

ସୁରକ୍ଷା ପ୍ରାଚୀର ଭାଙ୍ଗି ନନ୍ଦନକାନନରେ ପଶିଲା ହାତୀ

ବାରଙ୍ଗ,୨।୫(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ପୁଣି ମାତିଛି ମାକେନା ହାତୀ। ଚନ୍ଦକା ଜଙ୍ଗଲର ଏହି ମାକେନା ହାତୀ ଶନିବାର ବିଳମ୍ବିତ ରାତିରେ ନନ୍ଦନକାନନର ସୁରକ୍ଷା ପ୍ରାଚୀର ଭାଙ୍ଗି ନନ୍ଦନକାନନର ସୀମାକୁ ପଶିଥିବାର ରବିବାର ସକାଳେ ଦେଖିବାକୁ ମିଳିଥିଲା ାତେବେ ମାକେନା ନନ୍ଦନକାନନ…

କିଏ ଅସଲି-ନକଲି କିଏ, ଜାଣିବେ କିପରି…

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ରେମ୍‌ଡେସିଭିର୍‌ ଇଞ୍ଜେକଶନ୍‌ର ନକଲି କାରବାର ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ତେବେ କେଉଁ ରେମ୍‌ଡେସିଭିର୍‌ ଇଞ୍ଜେକଶନ୍‌ ଅସଲି ଏବଂ କିଏ ନକଲି ତାହା ଜାଣିବା…

ମା’ଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ମୁହଁ ଲଗାଇ ଅକ୍ସିଜେନ ଦେଲେ ଝିଅ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨।୫: ଉତ୍ତରପ୍ରଦେଶରେ ଅକ୍ସିଜେନ ଅଭାବ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥିତିରେ ବହରାଇଚ ଜିଲା ହସ୍ପିଟାଲରୁ ଏକ ଭିଡିଓ ଭାଇରାଲ ହୋଇଛି। ଯାହା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଚାଲିଆସିବ। ଯେତେବେଳେ ଆପଣାର ଲୋକ କିଏ ଅକ୍ସିଜେନ ଅଭାବରୁ…

ତୃଣମୂଳର ଡବଲ ସେଞ୍ଚୁରୀ: ଦୁଇ ଅଙ୍କରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ଲେଫ୍ଟ ମେଣ୍ଟ ୧ଟି ଆସନରେ ଅଗୁଆ ରହିଛି। ଅନ୍ୟ ଦଳଗୁଡ଼ିକ ୨ଟି ବିଧାନସଭା ଆସନରେ ଆଗୁଅ ରହିଛନ୍ତି। ରାଜ୍ୟର…

ଗଛମୂଳରୁ ଶୁଭୁଥିଲା ନବଜାତକର କାନ୍ଦ ଶବ୍ଦ, ଆଉ ତା’ ପରେ…

ବାରଙ୍ଗ,୨।୫(ଡି.ଏନ୍‌.ଏ): ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଗ୍ରାମମୁଣ୍ଡ ପୋଖରୀ ହୁଡ଼ା ପଛପଟରୁ ଇନ୍‌ ଫୋସିସ୍‌ ଥାନା ପୋଲିସ ରବିବାର ସକାଳେ ଏକ ନବଜାତ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛି। ଆଜି ସକାଳେ କଳାରାହଙ୍ଗ ଗ୍ରାମର କିଛି ଲୋକ ଗାଧୋଇବା…

ଖବରଦାତାଙ୍କୁ କୋଭିଡ୍‌ ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜୀବନକୁ ବାଜି ଲଗାଇ ଖବର ପହଞ୍ଚାଉଥିବାରୁ କଲେ ପ୍ରଶଂସା

ଭୁବନେଶ୍ୱର,୨।୫(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଜୀବନ ହାରିଲେଣି ଅନେକ ସାମ୍ବାଦିକ। ତଥାପି ଜୀବନକୁ ବାଜି ଲଗାଇ ସେମାନେ ଖବର ପରିବେଷଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଖବରଦାତାଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରାଯାଉ ବୋଲି ଦାବି କରାଯାଉଥିଲା। ଶେଷରେ ତାହା…

ହ୍ୟାଟ୍ରିକ୍‌ ମୁହାଁ ଦିଦି: ଲାଭରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ମେଣ୍ଟ ୧ଟି ଆସନରେ ଅଗୁଆ ରହିଛି। ଅନ୍ୟ ଦଳ ୨ ଆସନରେ ଆଗୁଅ ରହିଛନ୍ତି। ରାଜ୍ୟର…

ଭାରତରୁ ଆସୁଥିବା ଲୋକଙ୍କ ପ୍ରତି ରୋକ ଲଗାଇଲା ଏହି ଦେଶ, କହିଲା ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

କାନ୍‌ବେରା,୨।୫: ଭାରତରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ଲକ୍ଷଲକ୍ଷ ନୂଆ ମାମଲା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର କେତେକ ଦେଶ ନିଜ ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ନ ଯିବା ଏବଂ ଭାରତରୁ ଆସୁଥିବା ଲୋକଙ୍କ…

ଆସାମରେ ଭାଜପା-ପଶ୍ଚିମବଙ୍ଗରେ ତୃଣମୂଳ ମ୍ୟାଜିକ୍‌ ନମ୍ବର ମୁହାଁ…

କୋଲକାତା/ଗୁଆହାଟି, ୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୧୯୪ ଆସନରେ ଆଗେଇଥିବାବେଳେ ଭାଜପା ୧୦୦ ଆସନରୁ ଖସି ୯୬ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ମେଣ୍ଟ ୧ଟି ଆସନରେ ଅଗୁଆ ରହିଛି। ଅନ୍ୟ ଦଳ ୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri