ଇତିହାସ ରଚିଲେ ରାହୁଲ: ୬ ବଡ଼ ରେକର୍ଡ କଲେ ହାସଲ
ଲଣ୍ଡନ,୧୩।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଦୃଢ ଆରମ୍ଭ କରିଛି। ଲର୍ଡସରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ୩ ଉଇକେଟ୍ ହରାଇ ୨୭୬ ରନ ସଂଗ୍ରହ କରିଛି। ଭାରତୀୟ ଦଳକୁ ଏହି ଦୃଢ ସ୍ଥିତିକୁ ନେଇଯିବାର…
ଯେଉଁଠି ଜଳିଥିଲା ସ୍ତ୍ରୀଙ୍କ ଜୁଇ, ସେଠି ଆତ୍ମହତ୍ୟା କଲେ ସ୍ବାମୀ; ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ
ରାୟପୁର,୧୩ା୮: ବିବାହର ଦୁଇ ମାସ ପରେ ସ୍ତ୍ରୀଙ୍କ ମୃତ୍ୟୁ ସହି ନ ପାରି ଜଣେ ପୋଲିସ କର୍ମଚାରୀ ନିଜ ଜୀବନ ହାରି ଦେଇଛନ୍ତି। ଯେଉଁଠି ସ୍ତ୍ରୀଙ୍କର ଜୁଇ ଜଳିଥିଲା ସେଠାରେ ହିଁ ସେ ଆତ୍ମହତ୍ୟା କରିଛନ୍ତି। ଏପରି ହୃଦୟ ବିଦାରକ ଘଟଣା…
ସଡ଼କକୁ ଗଲା ସଂସଦ କଳି
ନୂଆଦିଲ୍ଲୀ,୧୩ା୮:ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହୋଇଛି। କିନ୍ତୁ ଯେତେଦୂର ଦେଶର ୬୦ ପ୍ରତିଶତ ଲୋକଙ୍କ ପ୍ରଶ୍ନ ଉଠୁଛି, କୌଣସି ଅଧିବେଶନ ହୋଇନାହିଁ। ୬୦% ଭାରତୀୟଙ୍କ ସ୍ବରକୁ ଚପାଇ ଦିଆଗଲା, ସେମାନଙ୍କୁ ଅପମାନିତ କରାଗଲା ଓ ବୁଧବାର ମହିଳା ସଦସ୍ୟଙ୍କୁ ରାଜ୍ୟ ସଭାରେ…
ଅଧାରେ ଅଟକିଛି ବ୍ରିଜ୍ମ୍ୟାନ୍ଙ୍କ ସ୍ୱପ୍ନ
କେନ୍ଦୁଝର,୧୩।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସୋସୋ-କାନପୁର ଗ୍ରାମର ଗଙ୍ଗାଧର ରାଉତ (୬୫) ନିଜର ପେନ୍ସନ୍ ଅର୍ଥରେ ସାଳନ୍ଦୀ ନଦୀରେ ୨୭୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାରର ପୋଲ ନିର୍ମାଣ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି କାମ…
ଯୁବତୀଙ୍କୁ ଏସିଡ୍ ମାଡ଼: ଅଭିଯୁକ୍ତ ଅଟକ
ଭୁବନେଶ୍ୱର,୧୩ା୮(ବ୍ୟୁରୋ):ରାଜଧାନୀରେ ଜଣେ ଯୁବତୀଙ୍କ ଉପରକୁ ଏସିଡ୍ ମାଡ଼ କରାଯାଇଛି। ଏଥିରେ ଯୁବତୀଙ୍କ ମୁହଁର ବାମ ପାର୍ଶ୍ୱ ପୋଡ଼ି ଯାଇଛି। ଏସିଡ୍ ମାଡ଼ କରିଥିବା ଯୁବକ ହେଉଛନ୍ତି ନିମାପଡ଼ା ଅଞ୍ଚଳର ପପୁ ରାଉତ। ୨ବର୍ଷ ତଳେ ନୋଟାରୀ ପବ୍ଲିକ୍ଙ୍କ ନିକଟରେ ପପୁ ଉକ୍ତ…
ହାତରେ ଛୁରି ଧରି ଏମିତି କହିଲେ ଅକ୍ଷୟ କୁମାରଙ୍କ ସ୍ତ୍ରୀ
ବଲିଉଡ୍ ଅଭିନେତ୍ରୀ ତଥା ଅକ୍ଷୟ କୁମାରଙ୍କ ସ୍ତ୍ରୀ ଟ୍ବିଙ୍କଲ ଖାନ୍ନା ପରଦାରୁ ଦୂରରେ ଅଛନ୍ତି, କିନ୍ତୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ସମସାମୟିକ ପ୍ରସଙ୍ଗରେ ମଧ୍ୟ ତାଙ୍କ ମତକୁ ମୁକ୍ତ ଭାବରେ ଉପସ୍ଥାପନ କରନ୍ତି। ଟ୍ବିଙ୍କଲ ତାଙ୍କ ମଜାଳିଆ ଅନ୍ଦାଜ…
ଏହି ବୋଲର୍ ପକାଇଥିଲେ ବିଶ୍ୱର ସବୁଠୁ ଦ୍ରୁତତମ ବଲ୍
ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୭ ମସିହା ଅଗଷ୍ଟ ୧୩ରେ ରାଉଲପିଣ୍ଡି ଜନ୍ମଗ୍ରହଣ କରିଥିବା ସୋଏବ କ୍ରିକେଟରେ ଅନେକ ରେକର୍ଡ ହାସଲ କରିଛନ୍ତି। ଏ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ସୋଏବ ଏକ…
ଭାରତ-ପାକିସ୍ତାନ ଖେଳାଳିଙ୍କ ପାରିଶ୍ରମିକ ଭିତରେ ପାର୍ଥକ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ
ଇସଲାମାବାଦ,୧୩।୮: ପାକିସ୍ତାନ ଅଧିନାୟକ ବାବର ଆଜମ ନିକଟରେ ନିଜର ଦରମା ବଢାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଅନୁରୋଧ କରିଛନ୍ତି। ବିଶ୍ୱର ନମ୍ବର ୧ନମ୍ବର ବ୍ୟାଟ୍ସମ୍ୟାନ ବାବର ତାଙ୍କ ଦରମାକୁ ନେଇ ଅସନ୍ତୁଷ୍ଟ। ତାଙ୍କ ବ୍ୟତୀତ ମହମ୍ମଦ ରିଜୱାନ, ହାସନ ଅଲି…
ପାହାଡ଼ରୁ ଏବେ ବି ଖସୁଛି ପଥର, ଅଟକିଛି ଉଦ୍ଧାର କାର୍ଯ୍ୟ
କିନ୍ନୌର, ୧୨।୮: ହିମାଚଳ ପ୍ରଦେଶର କିନ୍ନୌର ଜିଲାରେ ଘଟିଥିବା ଭୂସ୍ଖଳନ ସ୍ଥାନରୁ ଆହୁରି ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଫଳରେ ୧୪ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା। ୧୬ ଜଣ ଏବେ ବି ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଘଟଣା…
କରୋନା ଟିକା ନେବାକୁ ମନା କରିବାରୁ ଜଣଙ୍କୁ ଚାକରିରୁ ବହିଷ୍କାର କଲା ବାୟୁସେନା
ନୂଆଦିଲ୍ଲୀ,୧୨।୮: କରୋନା ଟିକା ନେବାକୁ ମନା କରିବାରୁ ବାୟୁସେନା ଜଣେ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛି। ଟିକାକରଣ ସେବାର ସର୍ତ୍ତାବଳୀରେ ଅନ୍ତର୍ଭୁକ୍ତ କରାଯାଇଥିଲା। ବାୟୁସେନାର କର୍ମଚାରୀ ଯୋଗେନ୍ଦ୍ର କୁମାରଙ୍କ ଆବେଦନ ଉପରେ ବୁଧବାର ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଅତିରିକ୍ତ ସଲିସିଟର…
ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ପଦରୁ ହଟିପାରନ୍ତି ଋଷଭ ପନ୍ତ; ପଏଣ୍ଟ ତାଲିକା ଶୀର୍ଷରେ ରହିଛି ଦଳ
ନୂଆଦିଲ୍ଲୀ,୧୨।୮: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯିବ। ଏହି ଲିଗ୍ରେ ଏଯାବତ ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଏହି ୧୪ତମ ସିଜନ୍ରେ ଦିଲ୍ଲୀର ମଙ୍ଗ ଧରିଥିଲେ ଋଷଭ ପନ୍ତ। ହେଲେ ଶୀର୍ଷ…
ଭାରତୀୟ ଟିମ୍ରୁ ଶାର୍ଦ୍ଦୁଳ ବାହାର ହେବା ପରେ ମଜା ଉଡାଇଲେ ଏହି ବ୍ୟାଟ୍ସମ୍ୟାନ୍; କହିଲେ ଏଭଳି
ଲର୍ଡସ,୧୨।୮: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା ଲର୍ଡସ କ୍ରିକେଣ୍ଡ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍ରୁ ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରକୁ ବାହାର କରିଦିଆଯାଇଛି। ଏହାକୁ ନେଇ ମଜା ଉଡାଇଛନ୍ତି ପୂର୍ବ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଓ୍ବାସିମ୍…
Archives


