Home

୩୦ କୋଟିର ଏହି ଭବ୍ୟ ବଙ୍ଗଳାରେ ରହିବେ ପାଣ୍ଡ୍ୟା ବ୍ରଦର୍ସ; ଟାଇଗର ଶ୍ରଫ-ଦିଶା ପଟାନୀ ହେବେ ପଡୋଶୀ

ନୂଆଦିଲ୍ଲୀ,୨୯।୯: ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ପାଣ୍ଡ୍ୟା ବ୍ରଦର୍ସ ଅର୍ଥାତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ସର୍ବଦା ନିଜର ଜୀବନଚର୍ଯ୍ୟାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ଶୁଣାଯାଉଛି ଦୁଇ ଭାଇ ମୁମ୍ବାଇର ବାନ୍ଦ୍ରାସ୍ଥିତ ରୁସ୍ତମଜୀ ପାରାମାଉଣ୍ଟରେ ୩୦ କୋଟିର ଭବ୍ୟ…

ଚଳନ୍ତା ବସ୍‌ ଉପରେ ରାଗ ଶୁଝାଇଲା ହାତୀ, ଭାଙ୍ଗିଲା ଝରକା; ଆଉ ତା’ ପରେ…

ଚେନ୍ନାଇ,୨୯ା୯: ଏକ ହାତୀ ଯେ, ରାଗିଲେ କ’ଣ ସବୁ କ୍ଷତି ଘଟାଇପାରେ ତାହାର ଝଲକ ଦେଖିବାକୁ ମିଳିଛି ଏକ ଭିଡିଓରେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ତାମିଲନାଡୁର ଏକ ହାତୀ ରାଗି କି…

ଦାନ୍ତ ଭାଙ୍ଗିଯିବାରୁ ହେଉଛି ଖାଇବା ସମସ୍ୟା, ୨ ଶିଶୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି…

ଗୁଆହାଟି,୨୯।୯: ଆସାମରେ ଦୁଇ ଶିଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମାଙ୍କୁ ଚିଠି ଲେଖ ନିଜର ସମସ୍ୟା ଜଣାଇଛନ୍ତି। ଏବେ ଏହି ଚିଠି ଦୁଇଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୬ ବର୍ଷ ବୟସ୍କା ରାଓ୍ବଜା…

ଏ ହେଉଛି ଆଇପିଏଲ୍‌! କାଲି ଯାହାକୁ ନେଇ ହେଉଥିଲା ସମାଲୋଚନା, ଆଜି ସେ ହିରୋ

ନୂଆଦିଲ୍ଲୀ,୨୯।୯: ଆଇପିଏଲ୍‌ ଏପରି ଏକ ଟୁର୍ନାମେଣ୍ଟ ଯେଉଁଠାରେ କିଛି ବି ସମ୍ଭବ। ଏଥିରେ କିଛି ଖେଳାଳି ରାତାରାତି ଷ୍ଟାର ପାଲଟି ଯାଇଥାନ୍ତି ତ କିଛି ସମାଲୋଚନାର ପାତ୍ର ହୋଇଥାନ୍ତି। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌…

ଗୋଟିଏ ଦିନରେ ତିଆରି କଲେ ଏତିକି ପ୍ୟାନ୍‌କେକ୍‌, ଗିନିଜ ବୁକ୍‌ରେ କଲେ ରେକର୍ଡ

ଆମେରିକାର ଲୋଓ୍ବା ସହରରେ ଏମିତି ପ୍ୟାନ୍‌ କେକ୍‌ ତିଆରି କରାଯାଇଛି, ଯେଉଁଥିପାଇଁ ଗିନିଜ ବୁକ୍‌ରେ ରେକର୍ଡ ସୃଷ୍ଟି ହୋଇଛି। ସହରରେ ବାର୍ଷିକ ପ୍ୟାନ୍‌କେକ୍‌ ଦିବସ ସମାରୋହରେ ପ୍ରାୟ ୧୪,୨୮୦ ପ୍ୟାନ୍‌କେକ୍‌ କରି ପରଷିଛନ୍ତି। ଏଥିପାଇଁ ସମସ୍ତ ସାମଗ୍ରୀ ଦାନ କରିଥିଲେ ଚେନ୍‌-ହାଇ-ଓ୍ବି।…

ବର୍ଷେ ପରେ ବଦଳିବେ ପ୍ରଧାନମନ୍ତ୍ରୀ, ବିଦେଶମନ୍ତ୍ରୀ ଧରିବେ ଡୋର…

ଟୋକିଓ,୨୯।୯: ବର୍ଷେ ପରେ ପୁଣି ଜାପାନରେ ପ୍ରଧାନମନ୍ତ୍ରୀ ବଦଳିବାକୁ ଯାଉଛନ୍ତି। ବିଦାୟୀ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ବଦଳରେ ଏବେ ଫୁମିଓ କିଶିଦା ଦାୟିତ୍ୱ ସମ୍ଭାଳିବେ। ୬୪ ବର୍ଷ ବୟସ୍କ କିଶିଦା ଏହା ପୂର୍ବରୁ ବିଦେଶମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଶାସକ ଦଳର…

ଟି -୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ୟୁଏଇ,୨୯।୯: ଟି -୨୦ ବିଶ୍ୱକପ ୨୦୨୧ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ମିଳିଛି। ଭାରତୀୟ ଦଳର ସବୁଠୁ ବଡ ମ୍ୟାଚ ବିଜେତା କେବଳ ଫର୍ମକୁ ଫେରି ନାହାଁନ୍ତି, ନିଜେ ଦଳକୁ ମ୍ୟାଚ ମଧ୍ୟ ଜିତାଇଛନ୍ତି। ଟି…

ଆତଙ୍କବାଦୀଙ୍କ ବନ୍ଧୁକ ମୂନରେ ପାକିସ୍ତାନ…

ଇସଲାମାବାଦ,୨୯।୯: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଏବେ ପାକିସ୍ତାନ ଆତଙ୍କବାଦୀଙ୍କ ବନ୍ଧୁକ ମୂନରେ ରହିଛି। ଭାରତ ବିରୋଧରେ ରଚୁଥିବା ଷଡ଼ଯନ୍ତ୍ର ଏବେ ପାକିସ୍ତାନ ପାଇଁ ବୁମେରାଂ ପାଲଟିଛି। ପାକିସ୍ତାନର ଖାଇବର ପସ୍ତୁନଖ୍ବା ଅଞ୍ଚଳର ଦକ୍ଷିଣରେ ଥିବା ଓ୍ବଜିରସ୍ତାନ ଜିଲାରେ…

ଶେଷରେ ହସିଲେ ‘ମିଷ୍ଟ୍ରି ଗର୍ଲ’: ପ୍ରଶଂସକ କହିଲେ…

ଦୁବାଇ,୨୯।୯: ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ଅନେକ ମ୍ୟାଚ୍‌ ପରେ ବିଜୟର ସ୍ବାଦ ଚାଖିଛି। ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ ହରାଇ ଛି। ମ୍ୟାଚ ସମୟରେ ଏକ ‘ମିଷ୍ଟ୍ରି ଗର୍ଲ’ ହାଇଦ୍ରାବାଦ…

ରେଷ୍ଟୁରାଣ୍ଟରେ ଡିନର ଅର୍ଡର କଲେ ଯୁବକ, ଏକାଥରକେ ବ୍ୟାଙ୍କ ଆକାଉଣ୍ଟ ହୋଇଗଲା ଖାଲି; ଜାଣିଲେ…

ରେଷ୍ଟୁରାଣ୍ଟରେ ଡିନର ଅର୍ଡର କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଖାଇବା ଅର୍ଡର କଲେ ସତ ବିଲ୍‌ ଦେଖି କିନ୍ତୁ ହୋସ୍‌ ଉଡ଼ିଗଲା। ଏହି ବିଲ୍‌କୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଡିନର ଏତେ ମହଙ୍ଗା ଥିଲା ଯେ, ଗୋଟିଏ…

ନାଁକୁ ପଲିଥିନ କଟକଣା

ଭୁବନେଶ୍ୱର,୨୯ା୯(ବ୍ୟୁରୋ):ଗାଁଠାରୁ ସହର, ଯୁଆଡ଼େ ଦେଖିବ ପଲିଥିନର ବହୁଳ ବ୍ୟବହାର ଚାଲିଛି। ଶସ୍ତାରେ ଉପଲବ୍ଧ ହେଉଥିବାରୁ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଏହାକୁ ଏକ ଜରୁରୀ ସାମଗ୍ରୀ ଭାବେ ଧରିନେଲେଣି। ତେବେ ସାଧାରଣ ଭାବେ ବ୍ୟବହାର ହେଉଥିବା ପଲିଥିନ ପରିବେଶ ପାଇଁ…

ମୁଖ୍ୟ ଚିକିତ୍ସାଳୟ ପରିସର ଏବେ ଡମ୍ପିଂୟାର୍ଡ

ଖୋର୍ଦ୍ଧା ଅଫିସ,୨୯ା୯: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ମୁକ୍ତ ଡମ୍ପିଂୟାର୍ଡ ପାଲଟିଛି। ମେଡିକାଲ ବର୍ଜ୍ୟବସ୍ତୁ ଏଣେତେଣେ ପଡୁଛି। ମୃତଦେହ ବ୍ୟବଚ୍ଛେଦ ଗୃହ ଏବଂ ଟିକାକରଣ କେନ୍ଦ୍ର ପଛପଟେ ବର୍ଜ୍ୟବସ୍ତୁ ଗଦା ହୋଇରହିଛି। ଦୈନିକ ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏକ ମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?