Home

ରାହୁଲ ଗାନ୍ଧୀଙ୍କୁ ଭେଟିଲେ କହ୍ନେୟା କୁମାର: କଂଗ୍ରେସକୁ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୯।୯:କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିପିଆଇ ନେତା କହ୍ନେୟା କୁମାରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚର୍ଚ୍ଚା ହେଉଛି କହ୍ନେୟା କୁମାର ସିପିଆଇ ଛାଡି କଂଗ୍ରେସରେ ଯୋଗ ଦେବେ। ଅବଶ୍ୟ ଏନେଇ କହ୍ନେୟାଙ୍କ…

ଚାଇନାର ଚାଲାକି: ପଡୋଶୀ ଦେଶକୁ ସାହାଯ୍ୟ କରି ଭାରତକୁ ଘେରିବାକୁ କରୁଛି ଚେଷ୍ଟା

ବେଜିଂ,୯।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ, ଅବଶିଷ୍ଟ ବିଶ୍ୱ ଅପେକ୍ଷା ନୀତି ଆପଣାଇଛି। କିନ୍ତୁ ଚାଇନା ଆଫଗାନିସ୍ତାନର ଅର୍ଥନୈତିକ ସଙ୍କଟ ଦୂର କରିବା ପାଇଁ ତାଲିବାନକୁ ୩୧ ମିଲିୟନ୍‌ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛି। ଏହାସହ ଆଫଗାନିସ୍ତାନରେ ବିଶୃଙ୍ଖଳାକୁ…

ଖୁସି ଖବର ଦେଲେ ସୌରଭ ଗାଙ୍ଗୁଲି

ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଙ୍କ ପ୍ରଶଂସକଙ୍କ ସହ ଏକ ବଡ଼ ଖବର ବାଣ୍ଟିଛନ୍ତି। ଟୁଇଟର୍‌ରେ ଗାଙ୍ଗୁଲି ତାଙ୍କ ବାୟୋପିକ ବିଷୟରେ ପ୍ରଶଂସକମାନଙ୍କୁ ଏକ ଉପହାର ଦେଇଛନ୍ତି। ଲଭ ଫିଲ୍ମସ ତାଙ୍କର ବାୟୋପିକ କରୁଛି ବୋଲି…

ଅନୁଷ୍କା ଶର୍ମାଙ୍କୁ ବିବାହ କରିବେ କହିଲେ ଏହି ଅଭିନେତା; ବିରାଟ ଜାଣିଲେ…

ଅଭିନେତା କୁନାଲ କପୁର, ଡିନୋ ମୋରିଆ ଏବଂ ଦୃଷ୍ଟି ଧାମି କରଣ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରଣ’ର ଏକ ବିଶେଷ ଏପିସୋଡରେ ନଜର ଆସିଥିଲେ। ଏହି ଏପିସୋଡର ନାମ ହେଉଛି- ‘କଫି ୱିଥ୍‌ କରଣ ଶଟ’। ନିକଟରେ ମୁକ୍ତିଲାଭ କରିଥିବା…

ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର,୯।୯ (ବ୍ୟୁରୋ) : ଗୁରୁବାର ଅପରାହ୍ନ ୪ଟାରେ ଯୁକ୍ତ ୩ ଆଡମିଶନ ପାଇଁ ପ୍ରଥମ ପଯର୍‌ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଫିସିଆଲ ଓ୍ବେବସାଇଟର ସୂଚନା ଅନୁଯାୟୀ, ଏହି ତାଲିକା ଷ୍ଟୁଡେଣ୍ଟ ଏକାଡେମିକ୍‌…

ରାଜନୀତି ପରେ ଏବେ ବକ୍ସିଂରେ ଟ୍ରମ୍ପ୍‌…

ଓ୍ବାଶିଂଟନ,୯।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ରାଜନୀତି ଛାଡ଼ି ବକ୍ସିଂରେ ଯୋଗଦେବାକୁ ଯାଉଛନ୍ତି। ସେ ବକ୍ସିଂ ରିଙ୍ଗ୍‌ରେ ଫାଇଟ୍‌ କରିବେନି। ମାତ୍ର ବକ୍ସି ଜଗତ ସହିତ ଜଡ଼ିତ ରହିବେ। ବକ୍ସିଂରେ ଏବେ ଟ୍ରମ୍ପ୍‌ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ।…

୨୦ ବର୍ଷ ପରେ ଆଫଗାନିସ୍ତାନକୁ ପୁଣି ଫେରିବ ଅଲ୍‌-କାଏଦା: ଆମେରିକା

ଓ୍ବାଶିଂଟନ,୯ା୯: ଆଫଗାନିସ୍ତାନର ବର୍ତ୍ତମାନର ଅବସ୍ଥା ଅତ୍ୟନ୍ତ ସଙ୍ଗିନ। ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରେ ଅନେକ କିଛି ପରିବର୍ତ୍ତନ ହୋଇଛି। ଆମେରିକା କହିଛି, ଆଫଗାନିସ୍ତାନର ପରିବର୍ତ୍ତନଶୀଳ ପରିସ୍ଥିତି ମଧ୍ୟରେ ଆତଙ୍କବାଦୀ ସଂଗଠନ ଅଲ-କାଏଦା ୨୦ ବର୍ଷ ପରେ ପୁଣି ସେଠାକୁ…

ରିଜର୍ଭ ବ୍ୟାଙ୍କ ମୁଖ୍ୟଙ୍କ ଟେବୁଲରେ ଲାପଟପ୍‌ ସହିତ ଏକେ-୪୭…

କାବୁଲ,୯।୯: ଆଫଗାନିସ୍ତାନକୁ ନିଜ ଦଖଲକୁ ନେବା ପରେ ତାଲିବାନ୍‌ ଦେଶର ଉଚ୍ଚ ପଦପଦବୀରେ ନିଜ ସଂଗଠନ ସଦସ୍ୟଙ୍କୁ ନିଯୁକ୍ତି କରିଛି। ଆଫଗାନିସ୍ତାନ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଭାବେ ହାତି ମହମ୍ମଦ ଇଦ୍ରିଶ୍‌ଙ୍କୁ ନିଯୁକ୍ତ କରାଯାଇଛି। ସେ ତାଲିବାନର କଳାଧନକୁ ଧଳାରେ ପରିଣତ…

ବନ୍ୟାରେ କାର୍‌ ଭାସିଯିବ ବୋଲି ମୁଣ୍ଡ ଖର୍ଚ୍ଚ କରି ଏପରି ଯୋଗାଡ଼ କଲେ ବ୍ୟକ୍ତି; ଭିଡିଓ ଦେଖିଲେ…

ଦେଶୀ ଯୋଗାଡ଼ ମାମଲାରେ ଭାରତୀୟମାନେ ସମସ୍ତଙ୍କଠାରୁ ଆଗରେ। ଠିକ୍‌ ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଖିଲେ ଆପଣ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଆଜିକାଲି ଦେଶର ଅନେକ ସ୍ଥାନରେ ବର୍ଷା ଯୋଗୁ ବନ୍ୟା…

ଟି-୨୦ ଟିମ୍‌ରେ ଅଶ୍ୱିନଙ୍କୁ କାହିଁକି ମିଳିଲା ସୁଯୋଗ; ଚୟନ ଟିମ୍‌ ମୁଖ୍ୟ କହିଲେ କାରଣ…

ନୂଆଦିଲ୍ଲୀ,୯।୯: ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ୟୁଏଇର ଅବସ୍ଥାକୁ ଦୃଷ୍ଟିରେ ରଖି ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି ଦଳରେ ୫ ସ୍ପିନରଙ୍କୁ…

୬ ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୪ରେ ନିର୍ବାଚନ…

ନୂଆଦିଲ୍ଲୀ,୯।୯: ରାଜ୍ୟ ସଭାର ୬ ଆସନ ପାଇଁ ଅକ୍ଟୋବର ୪ରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ ଗୁଡ଼ିକ ତାମିଲନାଡୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଆସାମ ପାଇଁ ଉଦ୍ଦିଷ୍ଟ। ଏହା ସହିତ ବିହାର…

ବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ

ଭୁବନେଶ୍ୱର,୯ା୯(ବ୍ୟୁରୋ): ଗୁରୁବାର ମୌସୁମୀ ଅଧିବେଶନର ଶେଷଦିନ। ତଥାପି ସ୍ବାଭାବିକ ଭାବେ ଚାଲିପାରୁନି ଗୃହକାର୍ଯ୍ୟ। ଆଜି ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତ ମୃତ୍ୟୁ ଏବଂ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋ-ହଲ୍ଲା କରିଥିଲେ ବିରୋଧୀ। ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଭାଜପା ଏବଂ କଂଗ୍ରେସର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri