Home

ଚନ୍ଦ୍ରରେ ସୁପର ହାଇଓ୍ବେ ତିଆରି କରିବ ଆମେରିକା ସୈନ୍ୟ ବାହିନୀ…

ଓ୍ବାଶିଂଟନ,୨୫।୧୦: ମହାକାଶରେ ଭିତ୍ତି ଭୂମି ବିକାଶ ପାଇଁ ଏବେ ବିଭିନ୍ନ ଦେଶ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଚାଇନା ମହାକାଶ ଅଭିଯାନ ଜାରି ରଖିଥିବାବେଳେ ଆମେରିକା ସୈନ୍ୟ ବାହିନୀ ଚନ୍ଦ୍ର ଯାତ୍ରାକୁ ସହଜ କରିବା ଲାଗି ସୁପର ହାଇଓ୍ବେ ନିର୍ମାଣ ପାଇଁ…

ଚିକେନ ପକୋଡ଼ା ଖାଇଲେ ମିଳିବ ୧ ଲକ୍ଷ ଟଙ୍କାର ଚାକିରି, ଅଫର ଦେଇଛି ଏହି କମ୍ପାନୀ

ବ୍ରିଟେନର ଏକ କମ୍ପାନୀ ଚିକେନ ପକୋଡ଼ା ଖାଇଲେ ୧ ଲକ୍ଷ ଟଙ୍କାର ଦରମା ମିଳିବ ବୋଲି ଘୋଷଣା କରିଛି। ଚିକେନ ପକୋଡ଼ା ଖାଇବା ପରେ ଏଠାକାର ଏକ ଫୁଡ୍‌ କମ୍ପାନୀ ଏହି ଅଫର ଦେଇଛି। ଏଥିପାଇଁ କମ୍ପାନୀ ପକ୍ଷରୁ ବିଜ୍ଞାପନ ମଧ୍ୟ…

ଚଳନ୍ତା ବସ୍‌ରେ ସନ୍ତାନ ପ୍ରସବ କଲେ ମହିଳା, ଯାତ୍ରୀମାନେ କଲେ ସାହାଯ୍ୟ

ମୁମ୍ବାଇ,୨୫ା୧୦: କର୍ନାଟକର ଦେବଦୁର୍ଗରୁ ପୁଣେ ଯାଉଥିବା ଜଣେ ମହିଳା ଏକ ଚଳନ୍ତା ବସ୍‌ରେ ସନ୍ତାନ ପ୍ରସବ କରିଛନ୍ତି। ପ୍ରସବ ପରେ ମହିଳା ଏବଂ ତାଙ୍କ ନବଜାତକ ଶିଶୁକୁ ନୀରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟ ମା’ ଏବଂ ଶିଶୁର ସ୍ବାସ୍ଥ୍ୟାବସ୍ଥା…

କେବଳ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ବିବାହକୁ ସ୍ବୀକୃତି…

ନୂଆଦିଲ୍ଲୀ,୨୫।୧୦: ସମଲିଙ୍ଗୀ ବିବାହ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତିି ଯେ, କେବଳ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ହୋଇଥିବା ବିବାହକୁ ସ୍ବୀକୃତି ମିଳିବ। ଏହା ସହିତ ଏଭଳି ବିବାହକୁ ପଞ୍ଜିକରଣ ମଧ୍ୟ କରାଯାଇ ପାରିବ। ବିଚାରପତି ଡି.ଏନ୍‌. ପଟେଲ ଏବଂ ଜ୍ୟୋତି ସିଂଙ୍କ…

ବକେୟା ଦରମା ନ ମିଳିବାରୁ ପାଣିଟାଙ୍କି ଉପରେ ଚଢ଼ି ପୂର୍ବତନ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୨୫ା୧୦: ବକେୟା ଦରମା ନ ମିଳିବାରୁ ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ପୂର୍ବତନ କର୍ମଚାରୀ। ଏଭଳି ଘଟଣା ଘଟିଛି କଟକ ସଦର ବ୍ଲକ ଅରିଲୋ ପଞ୍ଚାୟତରେ। ତାଙ୍କ ନାଁ ଦୀପକ ରଞ୍ଜନ…

ରାଜଧାନୀରୁ ୨୫ ଲକ୍ଷର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ୨୫ଲକ୍ଷର ବ୍ରାଉନସୁଗାର ଜବତ ହୋଇଛି। ସୁନ୍ଦରପଦା ହାଇଟେକ୍‌ ଛକରୁ ଏହି ଧଳା ଜହର ଜବତ କରିଛି ଏୟାରଫିଲ୍ଡ ଥାନା ପୋଲିସ । ବ୍ରାଉନସୁଗାର କାରବାରରେ ୟୁପିର ଡ୍ରଗ୍ସ ମାଫିଆ ଆନନ୍ଦ କୁମାରକୁ ଗିରଫ କରିଛି ପୋଲିସ। ଆନନ୍ଦଠାରୁ…

ନିଟ୍‌ ପିଜି କାଉନସେଲିଂ ଉପରେ ରୋକ…

ନୂଆଦିଲ୍ଲୀ,୨୫।୧୦: ଓବିସି ଏବଂ ଇଡବ୍ଲ୍ୟୁଏସ୍‌ ସଂରକ୍ଷଣ ବୈଧତା ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ନିଟ୍‌ ପିଜି କାଉନସେଲିଂ ଉପରେ ରୋକ ଲଗାଯାଇଛି। ଏନେଇ ସୋମବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। କେନ୍ଦ୍ରର ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ କାଉନସେଲିଂ ହୋଇ ପାରିବ…

୬୭ ତମ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କଲେ ବିଜେତା

ନୂଆଦିଲ୍ଲୀ,୨୫।୧୦: ୬୭ ତମ ଚଳଚ୍ଚିତ୍ର ପୁରସ୍କାର ସୋମବାର ପ୍ରଦାନ କରାଯାଇଛି। ଆଜି ସକାଳ ୧୧ ଟାରେ ଭିଗାନ ଭବନରେ ପୁରସ୍କାର ବିତରଣ ସମାରୋହରେ ବିଜେତାମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୯ରେ ନିର୍ମିତ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ଦିଆଯାଉଛି। ଉପରାଷ୍ଟ୍ରପତି…

ଆୟକର ବିଭାଗ ପକ୍ଷରୁ ନୋଟିସ ପାଇ ମୁଣ୍ଡରେ ହାତ ଦେଲେ ରିକ୍ସା ଚାଳକ

ମଥୁରା,୨୫।୧୦: ଉତ୍ତରପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କୁ ଆୟକର (ଆଇଟି) ବିଭାଗ ପକ୍ଷରୁ ନୋଟିସ ପଠାଯାଇଛି। ନୋଟିସରେ ତାଙ୍କୁ ୩ କୋଟିରୁ ଅଧିକ ଟଙ୍କା ପରିଶୋଧ କରିବାକୁ କୁହାଯାଯାଇଛି। ନୋଟିସ ମିଳିବା ପରେ ରିକ୍ସା ଚାଳକ ଜଣଙ୍କ ପୋଲିସର ସାହାରା ନେଇଛନ୍ତି।…

ସରକାରୀ ଅର୍ଥ ହରିଲୁଟ୍‌ ଅଭିଯୋଗ: ତଦନ୍ତ ଦାବିରେ ଆମରଣ ଅନଶନ

ବରୀ,୨୫ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ଇଶାଣପୁର ପଞ୍ଚାୟତରେ ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ମନରେଗା ଯୋଜନା, ଚତୁର୍ଦ୍ଦଶ ଓ ଚତୁର୍ଥ ଅର୍ଥ କମିଶନ ଅନୁଦାନରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତକୁ ଆସିଥିବା ସରକାରୀ ଅନୁଦାନକୁ ସରପଞ୍ଚ,…

ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ୯ ମେଡ଼ିକାଲ କଲେଜ ଉପହାର…

ଲକ୍ଷ୍ନୌ,୨୫।୧୦: ଉତ୍ତରପ୍ରଦେଶରେ ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ୯ଟି ମେଡ଼ିକାଲ କଲେଜ ଉପହାର ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟରେ ସାଧାରଣ ସ୍ବାସ୍ଥ୍ୟ ସେବାରେ ବିକାଶ ହୋଇପାରିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ…

ଭାଙ୍ଗିରୁଜି ଗଲାଣି ସରକାରୀ କ୍ୱାର୍ଟର୍ସ

ଗୋପ,୨୫।୧୦(ଡି.ଏନ୍‌.ଏ.): ଗୋପ ବ୍ଲକରେ ସରକାର ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ରହିଥିବା କ୍ୱାର୍ଟର୍ସଗୁଡ଼ିକରେ ଅଧିକାଂଶ ସମୟ କେହି ରହୁ ନ ଥିବା ଦେଖିବାକୁ ମିଳିଛି। ଫଳରେ ଦୀର୍ଘଦିନ ଧରି କ୍ୱାର୍ଟର୍ସ ସବୁ ଖାଲିପଡ଼ିଥିବାରୁ ଧୀରେ ଧୀରେ କୋଠାଗୁଡ଼ିକ ଭାଙ୍ଗିରୁଜି ଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?