Home

ଶେଷ ହେଲା ମୌସୁମୀ ଅଧିବେଶନ

ଭୁବନେଶ୍ୱର, ୧୦ା୯ (ବ୍ୟୁରୋ): ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଗୁରୁବାର ଶେଷ ହୋଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ମୋଟ୍‌ ୮ଟି କାର୍ଯ୍ୟ ଦିବସ ମଧ୍ୟରୁ ୭ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ରହିଥିଲା।…

୧୩ ବିମାନ ବନ୍ଦର ଘରୋଇକରଣକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୧୦ା୯: କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ମନେଟାଇଜେଶନ ପାଇପଲାଇନ ପ୍ରସ୍ତାବ ମୁତାବକ ୧୩ ବିମାନ ବନ୍ଦର ଘରୋଇକରଣକୁ ଚୂଡାନ୍ତ ମଞ୍ଜୁରୀ ମିଳିଛି। ଏହା ମଧ୍ୟରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଝାରସୁଗୁଡା ବିମାନ ବନ୍ଦର ମଧ୍ୟ ସାମିଲ…

ଓବିସିଙ୍କୁ ହାତେଇବାକୁ କସରତ

ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ନେଇ ଜାତୀୟ ଓ ରାଜ୍ୟସ୍ତରରେ ରାଜନୀତି ସରଗରମ ହୋଇଛି। ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନରେ ଓବିସି ଭୋଟ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳ କସରତ ଆରମ୍ଭ କରିଛନ୍ତି। ଜାତିଭିତ୍ତିକ ଜନଗଣନା ପାଇଁ ବିଭିନ୍ନ ରାଜ୍ୟ…

ଦୁଇଟି ବିବାହ କରିବାକୁ ଗଣେଶଙ୍କୁ ମିଳିଥିଲା ଅଭିଶାପ, ଜାଣନ୍ତୁ କାହିଁକି

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରାଯାଇଥାଏ। ଚଳିତବର୍ଷ ସେପ୍ଟେମ୍ବର ୧୦ରେ ପୂଜା ପାଇବେ ପ୍ରଭୁ ଗଜାନନ। ଗଣେଶଙ୍କୁ ଅଗ୍ରପୂଜ୍ୟ କୁହାଯାଏ। କାରଣ ସବୁ ପୂଜାରେ ଆଗେ ଗଣେଶଙ୍କୁ ପୂଜା କରାଯାଏ। ଏହିଦିନ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ…

ତାଲିବାନକୁ ସିଧାସଳଖ ଟକ୍କର ଦେଉଛନ୍ତି ଆଫଗାନି ମହିଳା

କାବୁଲ,୧୦ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଯାଇଛି । ବହୁ ରକ୍ତପାତ ପରେ ଶେଷରେ ତାଲିବାନ ସରକାର ଗଠନ କରି ଶାସନ କ୍ଷମତାକୁ ନିଜ ହାତକୁ ନେଇ ଯାଇଛି । ହେଲେ ତାଲିବାନର ମନମାନିକୁ ଆଦୌ ଗ୍ରହଣ କରିପାରୁ ନାହାନ୍ତି…

ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ: ଜାଣନ୍ତୁ କେଉଁଠି, କେମିତି ଦେଖିପାରିବେ ମ୍ୟାଚ୍‌

ମାଞ୍ଚେଷ୍ଟର,୧୦।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ ସେପ୍ଟେମ୍ବର ୧୦ଠାରୁ ମାଞ୍ଚେଷ୍ଟରରେ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ଅଛି। ବର୍ଷା ହେତୁ ପ୍ରଥମ ମ୍ୟାଚ ଡ୍ର ହୋଇଥିଲା। ଏଭଳି ପରିସ୍ଥିତିରେ ସମସ୍ତଙ୍କ ନଜର…

୯/୧୧ରେ ହୋଇପାରେ ଶପଥ ପାଠ

କାବୁଲ,୯।୯: ଆସନ୍ତା ୧୧ ତାରିଖରେ ଆମେରିକାର ଟ୍ବିନ ଟାଓ୍ବାର ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିପାରେ ତାଲିବାନ୍‌। କିଛି ରିପୋର୍ଟ ଅନୁଯାୟୀ, ଉତ୍ସବ ଲାଗି ଚାଇନା, ତୁର୍କୀ, ପାକିସ୍ତାନ, ଇରାନ, କାତାର, ଭାରତ ଓ…

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଯୁକ୍ତ ୩ କଟ୍‌ଅଫ୍‌ ମାର୍କ

ଭୁବନେଶ୍ୱର,୯।୯(ବ୍ୟୁରୋ): ଚଳିତ ବର୍ଷର ଯୁକ୍ତ ୩ ନାମଲେଖା ପାଇଁ ଗୁରୁବାର କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ଏହି ତାଲିକାରେ ସବୁଠୁ ଆଗରେ ରହିଛି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ। ଭୂଗୋଳରେ କଟ୍‌ଅଫ୍‌ ମାର୍କ ୯୫.୨୦ ଥିବାବେଳେ, ପଦାର୍ଥ ବିଜ୍ଞାନରେ ୯୬.୪୦, ପ୍ରାଣୀ…

ଏହି ୨ ଶସ୍ତା ପ୍ଲାନ ବନ୍ଦ କଲା ଜିଓ; ମିଳୁଥିଲା ଏଭଳି ସୁବିଧା

ନୂଆଦିଲ୍ଲୀ,୯।୯: ରିଲାଏନ୍ସ ଜିଓ ନିଜର ଦୁଇଟି ଶସ୍ତା ପ୍ଲାନ ବନ୍ଦ କରିଛି। କମ୍ପାନୀର ଏହି ରିଚାର୍ଜ ପ୍ଲାନ ୩୯ ଏବଂ ୬୯ ଟଙ୍କାର ବୋଲି ଜଣାପଡ଼ିଛି। ଉଭୟ ଜିଓ ଫୋନର ରିଚାର୍ଜ ପ୍ଲାନ। କିଛି ମାସ ପୂର୍ବରୁ ଜିଓ ଫୋନ୍‌ର ଅନେକ…

ବର୍ଷେ ପୂର୍ବରୁ କଥା ଭିନ୍ନ ଥିଲା; ଏବେ ଟି-୨୦ ବିଶ୍ୱକପ୍‌ରେ ଭାରତ ପାଇଁ ଖେଳିବେ…

ନୂଆଦିଲ୍ଲୀ,୯।୯: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିଲାଗି ୧୫ ଜଣିଆ ସଦସ୍ୟ ଟିମ୍‌ରେ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ସ୍ଥାନ ପାଇଛନ୍ତି। ଏକ ବର୍ଷ ପୂର୍ବେ ସୂର୍ଯ୍ୟକୁମାରଙ୍କୁ ଭାରତୀୟ ଟିମ୍‌ରେ କେହି ଜାଣି ନ ଥିଲେ,…

ଆଇଆଇଏସ୍‌ସି ଦେଶର ସର୍ବଶ୍ରେଷ୍ଠ ଗବେଷଣା ପ୍ରତିଷ୍ଠାନ: ଶିକ୍ଷାମନ୍ତ୍ରୀ

ବେଙ୍ଗାଲୁରୁ,୯ା୯: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ବେଙ୍ଗାଲୁରୁ ହେଉଛି ଦେଶର ସର୍ବୋତ୍ତମ ଗବେଷଣା ପ୍ରତିଷ୍ଠାନ। ସେହିପରି ଆଇଆଇଟି ମାଡ୍ରାସ ଦ୍ୱିତୀୟ ଶ୍ରେଷ୍ଠ ଏବଂ ଆଇଆଇଟି ବମ୍ବେ ଗବେଷଣା କ୍ଷେତ୍ରରେ ତୃତୀୟ ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ତାଲିକାରେ ସ୍ଥାନ ପାଇଛି। ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା…

ଅନୀଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୯।୯: ରୁଣରେ ବୁଡିଥିବା ପ୍ରଖ୍ୟାତ ବ୍ୟବସାୟ ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ମେଟ୍ରୋ (ଡିଏମଆରସି) ବିରୋଧରେ ହୋଇଥିବା ମାମଲାରେ ଏକ ବଡ଼ ବିଜୟ ହାସଲ କରିଛି ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର। ଫଳରେ ଦିଲ୍ଲୀ ମେଟ୍ରୋରୁ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri