ତାଲିବାନ ପାଇଁ ଭଣ୍ଡାର ଖୋଲିଲା ଚାଇନା, ୩୧୦ ଲକ୍ଷ ଡଲାର ସହାୟତା ଘୋଷଣା…
ବେଜିଂ,୯।୯: ତାଲିବାନ ପାଇଁ ଚାଇନା ନିଜର ଭଣ୍ଡାର ଖୋଲି ଦେଇଛି। ତାଲିବାନ ସଂଗଠନକୁ ସରକାର ଚଳାଇବା ପାଇଁ ୩୧୦ ଲକ୍ଷ ଡଲାର ସହାୟତା ଘୋଷଣା କରିଛି। ଏହା ସହିତ ଚାଇନା ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଛି।…
ଏସିଏଫ୍ ସୌମ୍ୟରଞ୍ଜନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଖଇରା ବନ୍ଦ
ବାଲେଶ୍ୱର ଅଫିସ,୯ା୯: ବାଲେଶ୍ୱର ଜିଲା ଖଇରା ମାଟିର ପୁଅ ତଥା ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ ତଥା ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗୁରୁବାର ସକାଳୁ ଖଇରା ବଜାର ବନ୍ଦ…
ଧୋନୀ ଦଳରେ ଥିଲେ ହେବ ୫ ଫାଇଦା
ନୂଆଦିଲ୍ଲୀ,୯।୯: ଅକ୍ଟୋବର ୧୭ରୁ ଟି -୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ୧୫ ଜଣିଆ ଦଳ ଘୋଷଣା ହୋଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଚୟନକର୍ତ୍ତାମାନେ ଏକ ସନ୍ତୁଳିତ ଦଳ ବାଛିଛନ୍ତି। ଦଳରେ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ରହିଛି…
ପାକିସ୍ତାନରେ ତାଲିବାନୀ ଆଇନ, ଜିନ୍ସ୍ ପିନ୍ଧିବାକୁ ବାରଣ…
ଇସଲାମାବାଦ୍,୯।୯: ପାକିସ୍ତାନର ଫେଡେରାଲ ଡାଇରେକ୍ଟୋରେଟ ଅଫ ଏଜୁକେସନ (ଏଫଡିଏ) ପକ୍ଷରୁ ତାଲିବାନୀ ଆଇନ ପ୍ରଣୟନ କରାଯାଇଛି। ଏଫଡିଏ ଶିକ୍ଷୟିତ୍ରୀମାନଙ୍କୁ ଜିନ୍ସ ଏବଂ ଟାଇଟ ପୋଷାକ ପିନ୍ଧିବାକୁ ବାରଣ କରିଛି। ଏହା ବ୍ୟତୀତ ପୁରୁଷ ଶିକ୍ଷକମାନଙ୍କୁ ଜିନ୍ସ ଏବଂ ଟି-ଶର୍ଟ ନ ପିନ୍ଧିବା…
ପିଲାଦିନେ ଶିକ୍ଷକ ପିଟୁଥିଲେ ବୋଲି ଅମିତାଭ କରୁଥିଲେ ଏହି କାମ
ମୁମ୍ବାଇ: କୌନ ବନେଗା କୋରଡ଼ପତି ସିଜନ-୧୩ରେ ବିଗ୍ ବି ଅମିତାଭ ବଚ୍ଚନ ତାଙ୍କ ପିଲାଦିନର କଥା ଶେୟାର କରିଛନ୍ତି। ଶୋ’ରେ ଜଣେ ପ୍ରତିଯୋଗୀ ଅମିତାଭଙ୍କୁ ତାଙ୍କ ପିଲାଦିନର କଥା ପଚାରିଥିଲେ। ସେତେବେଳେ ବିଗ୍ ବି କହିଥିଲେ। ଥରେ ଶିକ୍ଷକ ତାଙ୍କୁ ବାଡ଼ିରେ…
ଭାଜପା-ସିପିଆଇଏମ୍ ମୁହାଁମୁହିଁ…
ଗୋମତି,୯।୯: ତ୍ରିପୁରାର ଗୋମତି ଜିଲା ଉଦୟପୁର ସହରରେ ଭାଜପା ଏବଂ ସିପିଆଇଏମ୍ ସହିତ ଜଡ଼ିତ ଥିବା ଛାତ୍ର ସଂଗଠନ ଡେମୋକ୍ରାଟିକ ୟୁଥ ଫେଡେରେସନ ଅଫ ଇଣ୍ଡିଆ (ଡିଓ୍ବାଇଏଫ୍ଆଇ) ମଧ୍ୟରେ ହିଂସକ ସଂଘର୍ଷ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଛାତ୍ର ସଂଗଠନ ପକ୍ଷରୁ…
ଆଜି କରୋନା ନେଲା ୮ ଜୀବନ
ଭୁବନେଶ୍ୱର,୯।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୦୭୮ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଆଜି ୧୧୭ ପିଲା କାରୋନା ଆକ୍ରାନ୍ତ
ଭୁବନେଶ୍ୱର,୯।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୧୧୭ ଜଣ ଅଛନ୍ତି। ଏହି ୭୭୧ଜଣଙ୍କ ମଧ୍ୟରୁ ୪୪୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୧୬ଟି ହେଉଛି…
ବିପଦ ସଙ୍କେତ ଉପରେ ଜଳକା
ରୂପସା/ବସ୍ତା, ୯।୯(ଡି.ଏନ.ଏ.): ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ବସ୍ତା ବ୍ଲକ ଅଧୀନ ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଅପରାହ୍ନ ୩ଟାରେ ଜଳସ୍ତର ବୃଦ୍ଧି ହୋଇ ୫.୮୮ ମିଟର ଓ…
ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଏମ୍ଡି
ନୂଆଦିଲ୍ଲୀ, ୯।୯: ଓଡ଼ିଶାର ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଉପସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଆଇବିଏମ୍ରେ କାମ କରୁଥିଲେ। ସେ ରିଜିଅନାଲ ଇଞ୍ଜିନିୟରିଂ କଲେଜ (ବର୍ତ୍ତମାନର ଏନ୍ଆଇଟି) ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସ ଆଣ୍ଡ…
୭ଦିନରେ ୭୯୪ ପିଲା ସଂକ୍ରମିତ
ଭୁବନେଶ୍ୱର,୯।୯(ବ୍ୟୁରୋ): ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହଜାରେ ତଳେ ରହୁଛି। ଆକ୍ରାନ୍ତଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ସ୍ତରରେ ଉପରତଳ ହେଉଥିବାବେଳେ ପିଲାଙ୍କ ସଂକ୍ରମଣ ବଢ଼ିଚାଲିଛି। କେବଳ ୭ ଦିନରେ ୭୯୪ ଶିଶୁ ଓ କିଶୋର ଆକ୍ରାନ୍ତ ହୋଇଥିବାବେଳେ ଶେଷ ୨୪ ଘଣ୍ଟାରେ ୧୦୨…
ଡିପ୍ରେସନ୍ରେ ଥିଲେ ରହସ୍ୟମୟୀ ସ୍ପିନର୍: ଗୋଟିଏ ଫୋନ୍ କଲ୍ ବଦଳାଇ ଦେଲା ଭାଗ୍ୟ
ନୂଆଦିଲ୍ଲୀ,୯।୯:୨୦୧୫ରେ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ୨.୪୦ କୋଟି ଟଙ୍କାରେ କିଣାଯାଇଥିବା ବେଳେ ରହସ୍ୟ ସ୍ପିନର କେସି କାରିଆପ୍ପା କେହି ଜାଣି ନ ଥିଲେ। କାରିଆପ୍ପାଙ୍କୁ ଏକ ରହସ୍ୟମୟୀ ସ୍ପିନର କୁହାଯାଉଥିଲା କିନ୍ତୁ ସେ ତାଙ୍କ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିପାରି…
Archives


