କ୍ଷମତାରୁ ଯାଇପାରନ୍ତି ନେତାନ୍ୟାହୁ
ଜେରୁଜେଲମ୍ , ୧।୬: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବେଞ୍ଜାମିନ ନେତାନ୍ୟାହୁ। ବିରୋଧୀ ଦଳଗୁଡ଼ିକ ସହଯୋଗରେ ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିବେ ବୋଲି ନେତାନ୍ୟାହୁଙ୍କ ପୂର୍ବତନ ସହଯୋଗୀ ନାଫଟାଲି ବେନ୍ନେଟ୍ କହିଛନ୍ତି। ଫଳରେ ଦୀର୍ଘବର୍ଷ ଧରି ଦେଶକୁ ଶାସନ…
ବାୟୋମେଟ୍ରିକ୍ସକୁ ଲକ୍ କରିପାରିବେ କାର୍ଡଧାରୀ
ନୂଆଦିଲ୍ଲୀ, ୧।୬: ଆଧାର ନିୟମାବଳୀରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଚିଠା ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଏହି ଚିଠା ଆଧାର (ପ୍ରମାଣୀକରଣ ଓ ଅଫ୍ଲାଇନ ଯାଞ୍ଚ) ନିୟମାବଳୀ, ୨୦୨୧ ଅନୁଯାୟୀ ଜଣେ…
୧୫୦ ଛାତ୍ରୀଛାତ୍ରଙ୍କୁ ଅପହରଣ
ଆବୁଜା, ୧ା୬: କେତେଜଣ ବନ୍ଧୁକଧାରୀ ରବିବାର ନାଇଜେରିଆର ନାଇଜର୍ ପ୍ରଦେଶରେ ଥିବା ଏକ ଇସ୍ଲାମିକ୍ ସ୍କୁଲରୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନେଇଛନ୍ତି। ଏ ନେଇ ନାଇଜର ରାଜ୍ୟ ସରକାରଙ୍କ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଉତ୍ତର-ପଶ୍ଚିମ ନାଇଜେରିଆର…
୫-ଜି ବିରୋଧରେ ଜୁହି
ଟେଲିକମ୍ୟୁନିକେଶନ ଇଣ୍ଡଷ୍ଟ୍ରିଗୁଡ଼ିକ ୫-ଜି ଟେକ୍ନୋଲୋଜି ଆଣିବା ଦୌଡ଼ରେ ସାମିଲ ହୋଇଥିବାବେଳେ ଭାରତରେ ଏହି ନେଟ୍ଓ୍ବର୍କ ବ୍ୟବସ୍ଥା ବିରୋଧରେ ବାହାରିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ପରିବେଶ କର୍ମୀ ଜୁହି ଚାଓ୍ବଲା। ଏ ନେଇ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ସେ କହିଛନ୍ତି,…
କୋଭିଡ୍ ମୂଳକୁ ଖୋଜ
ଓ୍ବାଶିଂଟନ, ୧ା୬: କୋଭିଡ୍-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ ଚାହେଁ ବୋଲି ଆମେରିକାର ପ୍ରମୁଖ ରୋଗ ବିଶେଷଜ୍ଞ କହିଛନ୍ତି। ଚାଇନାର ଉହାନ୍ ଗବେଷଣାଗାରରୁ ସାର୍ସ-କୋଭ-୨…
ବାସ୍ତବତାକୁ ଦୃଷ୍ଟି ଦିଅ
ନୂଆଦିଲ୍ଲୀ, ୧ା୬: କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଜନସାଧାରଣ ଟିକା ଉପରେ ଭରସା କରୁଥିବାବେଳେ ଯୋଗାଣ ଅଭାବରୁ ଟିକାକରଣ ଅଭିଯାନ ଆଗେଇ ପାରୁନାହିଁ। ଲୋକେ ଅନ୍ଲାଇନରେ ସ୍ଲଟ୍ ବୁକ୍ କରିବା ସତ୍ତ୍ୱେ ଟିକା ପାଇପାରୁନାହାନ୍ତି। ଅନେକ କୋଓ୍ବିନ୍ ଆପ୍ରେ ନାମ ପଞ୍ଜୀକରଣ…
ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା ପୁଣି କମିଲା…
ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଲଗାତାର ୫ ଦିନ ଧରି ୨ ଲକ୍ଷରୁ କମ୍ ରହିଛି। ଲକ୍ଡାଉନ୍…
ପୋଲିସ କଲା ରାଜପଥ ମରାମତ
କାମାକ୍ଷାନଗର,୧।୬(ଡି.ଏନ.ଏ.) ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଣ୍ଟିଛି। ଏହି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନାର କର୍ମଚାରୀମାନେ। ପ୍ରକାଶ ଯେ, କାମାକ୍ଷାନଗର…
‘ଶେରନୀ’ ଅବତାରରେ ବିଦ୍ୟା
ମୁମ୍ବାଇ: ବଲିଉଡ୍ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଶେରନୀ’ର ଅଫିସିଆଲ ଟିଜର ରିଲିଜ୍ ହୋଇଛି। ୨୦ ସେକେଣ୍ଡର ଥିବା ଏହି ଟିଜରରେ ବିଦ୍ୟାଙ୍କ ଦମ୍ଦାର ଲୁକ୍ ସହ ସେ ଏକ ଘଞ୍ଚ ଜଙ୍ଗଲରେ ଥିବା ଦେଖିବାକୁ ମିଳିଛି।…
ଆହୁରି ସହଜ ହେଲା ସ୍ଲଟ୍ ବୁକିଂ: ଏହି ନମ୍ବରରେ କରନ୍ତୁ ଡାଏଲ
ବର୍ତ୍ତମାନ ୧୮ ବର୍ଷରୁ ବୟସ୍କ ଲୋକଙ୍କୁ ଟିକା ଦାନ ପାଇଁ ଅନୁମତି ମିଳିସାରିଛି। CO-WIN ଆପ୍ ମାଧ୍ୟମରେ ୧୮-୪୪ ବର୍ଷୀୟ ଲୋକେ ଏଥିପାଇଁ ସ୍ଲଟ୍ ବୁକିଂ କରିବା ଆରମ୍ଭ କରିଦେଲେଣି। ସେହିଭଳି ଆଉ କିଛି ଲୋକ ଟିକା ନେଇ ସାରିଲେଣି। ତେବେ…
କରୋନାରେ ମୃତ୍ୟୁ ହୋଇଥିବା ଖବରଦାତାଙ୍କ ପରିବାରକୁ ମିଳିବ ୫ଲକ୍ଷ
ରାୟପୁର,୩୧।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରତ୍ୟେକଟି ଅପଡେଟ୍ ଖବରକୁ ଲୋକଙ୍କ ନିକଟକୁ ପହଞ୍ଚାଇ ଅନେକ ଖବରଦାତା ମୃତ୍ୟୁମୁଖରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଖବରଦାତାଙ୍କ ପରିବାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏକ ବଡ଼…
ରଣବୀରଙ୍କୁ ଐଶ୍ୱର୍ଯ୍ୟାଙ୍କ ଝିଅ ଜାବୁଡ଼ି ଧରିବାରୁ ଏମିତି ଥିଲା ଅଭିଷେକଙ୍କ ପ୍ରତିକ୍ରିୟା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ରଣବୀର କପୁର ଦୀର୍ଘଦନ ଦିନ ଧରି ଭଲ ବନ୍ଧୁ ଥିଲେ। ଦୁଇଜଣ ମିଶି କରଣ ଜୋହରଙ୍କ ଫିଲ୍ମ ‘ୟେ ଦିଲ୍ ହୈ ମୁସ୍କିଲ’ରେ ଅଭିନୟ ବି କରିଥିଲେ। ପ୍ରଶଂସକମାନେ ଦୁହିଁଙ୍କ ଯୋଡ଼ିକୁ…
Archives


