ଏସ୍ସିବି ମେଡିକାଲ ସିସିଟିଭି ଅଚଳ, ମିଳୁନି ସ୍ପଷ୍ଟ ଚିତ୍ର
କଟକ ଅଫିସ,୧୩ା୯:ଜଗତ୍ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାରେ ମଙ୍ଗଳାବାଗ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁଷ୍ମନ୍ତ ଚିକିତ୍ସିତ ହେଉଥିବା ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅର୍ଥୋପେଡିକ ୱାର୍ଡରୁ ଆରମ୍ଭ କରି ଫାଟକ…
ଡେଲିଭରି ବୟଙ୍କୁ ଅପହରଣ
ଭୁବନେଶ୍ୱର,୧୩ା୯(ବ୍ୟୁରୋ):ଅସୁରକ୍ଷିତ ହୋଇପଡୁଛି ରାଜଧାନୀର ରାତି। ରାସ୍ତାରେ ଚାଲିଛି ମଦୁଆ, ଲୁଟେରା, ଅସାମାଜିକଙ୍କ ରାଜ୍। କମିଶନରେଟ୍ ପୋଲିସ ଶୋଇଯାଉଥିବାରୁ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଶନିବାର ରାତିରେ ସୁନ୍ଦରପଦାରୁ ଖାଦ୍ୟ ଅର୍ଡର ଦେଇ ବାଇକ୍ରେ ଫେରୁଥିବା ଜଣେ ଡେଲିଭରି…
କୋହଲି ଦେବେ ଇସ୍ତଫା, ଟି-୨୦ ବିଶ୍ୱକପ ପରେ ରୋହିତ ହେବେ ଅଧିନାୟକ…
କୋଲକାତା,୧୩।୯: ଭାରତୀୟ କ୍ରିକେଟ ଦଳରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଅକ୍ଟୋବର-ନଭେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପରେ ଦଳର ବର୍ତ୍ତମାନର ଅଧିନାୟକ…
ଦବିଲା କୋଠା, ଘରେ ପଶିଲା ପାଣି
ଭୁବନେଶ୍ୱର,୧୩।୯(ବ୍ୟୁରୋ):ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୱେଲ୍ ମାର୍କଡ୍ ଲୋ’ ପ୍ରେସରରେ ପରିଣତ ହୋଇଛି। ଏହା ପ୍ରଭାବରେ ଶନିବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ରବିବାର ଦିନ…
ଆଜିଠୁ ସକାଳ ୭ରୁ ରାତି ୯ ଯାଏ ଦର୍ଶନ
ପୁରୀ ଅଫିସ,୧୩।୯:ନୂତନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି) ଅନୁଯାୟୀ ଏଣିକି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ହେବ। ସୋମବାର (୧୩ ତାରିଖ) ଠାରୁ ଏହି ନୂତନ ଏସ୍ଓପି କାର୍ଯ୍ୟକାରୀ ହେବାକୁ ଯାଉଛି। ସେହିପରି ଶ୍ରୀମନ୍ଦିରକୁ ଭକ୍ତ…
ମାଣିକପାଟଣା ଗଲେନି ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର(ବ୍ୟୁରୋ)/ ପାରଳାଖେମୁଣ୍ଡି, (ଡି.ଏନ୍.ଏ.) ୧୩ା୯:ଥମୁନାହିଁ ଓଡ଼ିଶା-ଆନ୍ଧ୍ର ସୀମା ବିବାଦ। ଏହାକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ଆନ୍ଧ୍ର ତା’ର ମନମାନି ଚଳାଇଛି। କୋରାପୁଟ ପଟ୍ଟାଙ୍ଗୀ ବ୍ଲକ ଅଧୀନ ୩ ଗ୍ରାମପୁଞ୍ଜ (ଫାଟୁ ସେନେରି, ଫଗୁଣ ସେନେରି,…
ଏସ୍ପି ସହ ମେଣ୍ଟ ଚାହାନ୍ତି ମମତା
ଲକ୍ଷ୍ନୌ, ୧୩।୯(ଆଇଏଏନ୍ଏସ୍): ଆସନ୍ତାବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଲକ୍ଷ୍ୟ ରଖିଛି। ଆଗାମୀ ସପ୍ତାହରେ ଦୁଇ ଦଳର ନେତା ଏହା ଉପରେ ନିଷ୍ପତ୍ତି ନେବେ ବୋଲି ଆଶା…
ଅଲ୍-କାଏଦା ମୁଖ୍ୟ ଜୀବିତ ଚର୍ଚ୍ଚା
ବେରୁଟ, ୧୩ା୯: ଆତଙ୍କବାଦୀ ସଙ୍ଗଠନ ଅଲ୍-କାଏଦା ମୁଖ୍ୟ ଆୟାମାନ୍ ଅଲ୍-ଜଓ୍ବାହିରିଙ୍କୁ ଏକ ଭିଡିଓରେ ଦେଖିବାକୁ ମିଳିଛି। ତେଣୁ ଏବେ ବି ସେ ଜୀବିତ ଥିବା ନେଇ ସନ୍ଦେହ ବଢ଼ିଛି। କିଛି ମାସ ହେଲା ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।…
ଏନ୍ଇଇଟି ଆଶାୟୀଙ୍କ ଆତ୍ମହତ୍ୟା
କୋଏମ୍ବାଟୁର, ୧୩।୯: ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍ଇଇଟି) ରବିବାର ଅନୁଷ୍ଠିତ ହୋଇଥିବାବେଳେ ଏହାର ମାତ୍ର କେଇଘଣ୍ଟା ପୂର୍ବରୁ ତାମିଲନାଡୁର ସାଲେମ ଜିଲାରେ ଜଣେ ୧୯ ବର୍ଷୀୟ ଆଶାୟୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଶନିବାର ରାତି ୩ଟା ୪୫ରେ ସେ…
ନିର୍ଦ୍ଦିଷ୍ଟ ସ୍ଥାନକୁ ବଦଳି ପାଇଁ କର୍ମଚାରୀ ଚାପ ପକାଇପାରିବେନି
ନୂଆଦିଲ୍ଲୀ, ୧୩।୯(ପି.ଟି.): ନିର୍ଦ୍ଦିଷ୍ଟ ସ୍ଥାନକୁ ବଦଳି ପାଇଁ କର୍ମଚାରୀ ଚାପ ପକାଇପାରିବେ ନାହିଁ। ଆବଶ୍ୟକତାକୁ ବିଚାର କରି ନିଯୁକ୍ତିଦାତା କର୍ମଚାରୀଙ୍କୁ ଯେକୌଣସି ସ୍ଥାନକୁ ବଦଳି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟଙ୍କ ଏ ସମ୍ପର୍କିତ ୨୦୧୭ ଅକ୍ଟୋବରର ଏକ ରାୟକୁ…
‘ପାଇଲଟଙ୍କ ତ୍ରୁଟିରୁ ହୋଇଥିଲା ଦୁର୍ଘଟଣା’
ମୁମ୍ବାଇ, ୧୩।୯: ପାଇଲଟଙ୍କ ତ୍ରୁଟି ଏବଂ ସମ୍ଭବତଃ ସୁରକ୍ଷା ଗାଇଡ୍ଲାଇନ ଅନୁପାଳନ କରିବାରେ ବିଫଳତାରୁ ଗତବର୍ଷ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୧ ଜଣ ପ୍ରାଣ ହରାଇଥିଲେ। ୧୦ ବର୍ଷ ମଧ୍ୟରେ ଏହା ଭାରତରେ ସବୁଠୁ ମର୍ମନ୍ତୁଦ ଦୁର୍ଘଟଣା…
ବିବାହ ପରେ ଶାଶୁଘରକୁ ଯାଉଥିଲେ କନ୍ୟା;ବାଟରେ ଲାଗିଲା ଶୋଷ: ଆଉ ତା’ପରେ
ଲକ୍ଷ୍ନୌ,୧୩।୯: ଉତ୍ତରପ୍ରଦେଶର ମୈନପୁରୀରେ ଏକ ରୋଚକ ଘଟଣା ଘଟିଛି। ବିବାହ ପରେ କନ୍ୟା ତାଙ୍କ ଶାଶୁ ଘରକୁ ଯାଉଥିବା ବେଳେ ବାଟରେ ସ୍ବାମୀଙ୍କ ଚକ୍ମା ଦେଇ ଫେରାର ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳିପାରି ନାହିଁ। ପୀଡିତ ଯୁବକ…
Archives


