Home

କଓ୍ବୋଇସି ଠକେଇ: ସତର୍କ କଲା ଆର୍‌ବିଆଇ

ନୂଆଦିଲ୍ଲୀ,୧୪।୯: ନୋ ୟୋର କଷ୍ଟମର(କଓ୍ବୋଇସି) ଅପ୍‌ଡେଟ୍‌ କରାଇବା ଆଳରେ ଲୋକମାନେ ବ୍ୟାଙ୍କ ଠକେଇର ସାମ୍ନା କରୁଥିବା ଦେଖାଯାଉଛି। ଏହାକୁ ନେଇ ଲୋକଙ୍କୁ ରିଜର୍ଭ ବ୍ୟାଙ୍କ ସତର୍କ କରାଇଛି। ଆକାଉଣ୍ଟ ଲଗ୍‌ଇନ୍‌ ସମ୍ପର୍କିତ ତଥ୍ୟ, ବ୍ୟକ୍ତିଗତ ତଥ୍ୟ, କଓ୍ବୋଇସି ଡକ୍ୟୁମେଣ୍ଟ କପି, କାର୍ଡ…

ତାମିଲ ଈଶ୍ୱରଙ୍କ ଭାଷା: ମାଡ୍ରାସ୍‌ ହାଇକୋର୍ଟ

ଚେନ୍ନାଇ, ୧୪।୯: ତାମିଲ ଈଶ୍ୱରଙ୍କ ଭାଷା। ଅଝଓ୍ବର ଏବଂ ନୟନମାରଙ୍କ ଭଳି ସନ୍ଥ ଲେଖିଥିବା ତାମିଲ ମନ୍ତ୍ର ଦେଶର ମନ୍ଦିରଗୁଡ଼ିକରେ ଆବୃତ୍ତି ହେବା ଆବଶ୍ୟକ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ସଂସ୍କୃତ ଭଗବାନଙ୍କ ଭାଷା ବୋଲି ବିଶ୍ୱାସ ରହିଆସିଥିବା ଜଷ୍ଟିସ୍‌ ଏନ୍‌.…

ବଞ୍ଚିବା ପାଇଁ ବିକି ଦେଉଛନ୍ତି

କାବୁଲ, ୧୪ା୯: ପୂର୍ବ କଷ୍ଟୋପାର୍ଜିତ ଅର୍ଥ ବ୍ୟାଙ୍କରେ ପଡ଼ିଛି। ତାଲିବାନ୍‌ ମୁହଁକୁ ଦେଖି ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକ ଆଫଗାନିସ୍ତାନକୁ ପାଣ୍ଠି ଦେବାକୁ ମନା କରିଦେବା ପରେ ଲୋକଙ୍କ ମୁଣ୍ଡ ଉପରେ ପଡ଼ିଛି ଅକାଳ ଚଡ଼କ। କାହା ହାତରେ ଖାଇବାକୁ ଅର୍ଥ ନାହିଁ ତ…

ବିନା ଏନ୍‌ଇଇଟିରେ ଡାକ୍ତରୀ ନାମଲେଖା

ଚେନ୍ନାଇ, ୧୪ା୯: ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ନ ଦେଇ ସିଧାସଳଖ ଡାକ୍ତରୀ ପାଠ ପଢ଼ିବା ପାଇଁ ତାମିଲନାଡୁ ସରକାର ସୋମବାର ବିଧାନସଭାରେ ଏକ ବିଲ୍‌ ଆଣିଛନ୍ତି। ଉକ୍ତ ବିଲ୍‌ ଅନୁଯାୟୀ ଜଣେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ରଖିଥିବା…

ତଥ୍ୟ ଦେବାକୁ କେନ୍ଦ୍ର ଅମଙ୍ଗ

ନୂଆଦିଲ୍ଲୀ, ୧୪।୯: ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ର ସ୍ପାଏଓ୍ବେର ପେଗାସସ୍‌କୁ ନେଇ କେନ୍ଦ୍ର ସରକାର ଅଡ଼ୁଆରୁ ମୁକୁଳିପାରୁ ନାହାନ୍ତି। ପେଗାସସ୍‌ ଗୁପ୍ତଚରଗିରି ବିବାଦରେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିରୋଧୀ ସଂସଦର ମୌସୁମୀ ଅଧିବେଶନରେ ଘେରିଥିବା ବେଳେ ଏବେ…

ସ୍ବାମୀଙ୍କ ଫଟୋ ଶେୟାର କଲେ ଦୀପିକା: ରଣଭୀର କହିଲେ, ବେବି ଏ କ’ଣ କରୁଛ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣଭୀର ସିଂ ଇଣ୍ଡଷ୍ଟ୍ରିର ପ୍ରମୁଖ ସେଲିବ୍ରିଟି ଭାବରେ ଜଣାଶୁଣା। ଉଭୟ ଏତେ ବ୍ୟସ୍ତ ଅଛନ୍ତି ଯେ, ଦୁହେଁ ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ହେବାକୁ ସମୟ ପାଆନ୍ତି ନାହିଁ । କିନ୍ତୁ ଯେତେବେଳେ ବି…

ସ୍ତ୍ରୀଙ୍କ ପରେ ଏବେ ଗର୍ଲଫ୍ରେଣ୍ଡଙ୍କଠାରୁ ଅଲଗା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ପ୍ରାୟ ୭୦ କୋଟି ମୂଲ୍ୟର ଘର କିଣିଛନ୍ତି। ସେ ଏହି ଫ୍ଲାଟକୁ ବ୍ୟାଚ୍‌ଲର୍‌ ପ୍ୟାଡ୍‌(ଯେଉଁଠାରେ ବ୍ୟାଚ୍‌ଲର୍‌ ରୁହନ୍ତି)ଆଖ୍ୟା ଦେଇଛନ୍ତି। ତାଙ୍କର ଏହି ନୂତନ ଫ୍ଲାଟରେ ୫ଟି କୋଠରୀ ଅଛି ଏବଂ ୟୁରୋପୀୟ ଶୈଳୀରେ ନିର୍ମିତ।…

ଆନ୍ଦୋଳନ ପାଇଁ ପଞ୍ଜାବ ଛାଡ଼ି ଦିଲ୍ଲୀ ଚାଲିଯାଅ

ଚଣ୍ଡିଗଡ଼,୧୩।୯: ଗତ ବର୍ଷ ଠାରୁ ଚାଲୁଥିବା ଚାଷୀ ଆନ୍ଦୋଳନ ଉପରେ ପ୍ରଥମ ଥର ଚିନ୍ତା ବ୍ୟକ୍ତ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ଆନ୍ଦୋଳନ କାରଣରୁ ପଞ୍ଜାବ ଅର୍ଥନୀତି ଆଗେଇ ପାରୁନାହିଁ। କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନରେ ଭାଗ ନେଉଥିବା ଚାଷୀଙ୍କୁ…

ନାମାଙ୍କନ ପତ୍ର ଦାଖଲ କଲେ ଟିବ୍ରେୱାଲ

କୋଲକାତା,୧୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ସୋମବାର ଭବନୀପୁର ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ଅଲିପୋରର ସର୍ଭେ ଭବନରେ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ସହ ବିରୋଧୀଦଳର ନେତା…

ଲକ୍‌ଡାଉନରେ ଏହିସବୁ କାମ କରୁଥିଲେ ସୈଫ୍‌

ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ କମେଡି ଶୋ ‘ଦି କପିଲ ଶର୍ମା ଶୋ’ ମାଧ୍ୟମରେ ବିଗତ ଅନେକ ବର୍ଷ ଧରି ଲୋକଙ୍କୁ ହସାଉଛନ୍ତି। କପିଲଙ୍କ ଏହି ଶୋ’କୁ ଲୋକମାନେ ବହୁତ ପସନ୍ଦ କରନ୍ତି। ନିକଟରେ ଏହି ଶୋ’ରେ ଅତିଥି…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡେଜଙ୍କ ପରଲୋକ

ମେଙ୍ଗାଲୁରୁ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଡେଜଙ୍କ ସୋମବାର ପରଲୋକ ହୋଇଛି । କର୍ନାଟକର ମେଙ୍ଗାଲୁରୁରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୦ ବର୍ଷିୟ ଫର୍ଣ୍ଣାଡେଜ କିଛି ଦିନ ହେବ ଅସୁସ୍ଥ ଥାଇ ମେଙ୍ଗାଲୁରୁର…

କୋହଲିଙ୍କୁ ନେଇ ବିସିସିଆଇର ବଡ଼ ଘୋଷଣା: ଅଧିନାୟକ ପଦରେ ରହିବେ ନା ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୧୩।୯: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ସୀମିତ ଓଭର କ୍ରିକେଟରେ ଦଳର ଅଧିନାୟକତ୍ୱ ଛାଡିପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର କୋଷାଧ୍ୟକ୍ଷ ଅରୁଣ ଧୁମାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri