ମୁଁ ବିଛଣାରେ ଶୁଏନାହିଁ, ତଳେ ଶୋଇଯିବି; ଧୋନୀଙ୍କ ଉଦାରତାକୁ ମନେ ପକାଇଲେ ହାର୍ଦ୍ଦିକ…
ନୂଆଦିଲ୍ଲୀ,୧୯।୧୦: ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବହୁତ ସମ୍ମାନ ଦିଅନ୍ତି। ଧୋନୀ ମେଣ୍ଟର କମ୍ ଭାଇ ଅଧିକ ବୋଲି ସେ ମାନି ଆସିଛନ୍ତି। ଏବେ ହାର୍ଦ୍ଦିକ ଧୋନୀଙ୍କ ସହ ଜଡ଼ିତ ଏକ…
ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୯।୧୦: ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ମିଲାଦ୍-ଉନ୍-ନବି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି ଯେ, ମହାପୁରୁଷ ମହମ୍ମଦଙ୍କ ବାଣୀ ସମାଜରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ।…
ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ କରିବାକୁ ଦାବି କଲେ ଓଓ୍ବାଇସି
ନୂଆଦିଲ୍ଲୀ,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଗତ କିଛିଦିନ ହେବ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ଏସବୁ ଘଟଣା ଭିତରେ ଆସନ୍ତା ୨୪ରେ ଟି-୨୦ ବିଶ୍ୱକପ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାର ଅଛି। ଦେଶରେ…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍…
ନୂଆଦିଲ୍ଲୀ,୧୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ୮ ମାସ ପରେ ଦୈନିକ ସଂକ୍ରମଣ ୧୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ଚାଇନା ସୈନ୍ୟଙ୍କ ମୁକାବିଲା ପାଇଁ ବଜ୍ର, ତ୍ରିଶୂଳ
ନୂଆଦିଲ୍ଲୀ, ୧୯।୧୦: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତବର୍ଷ ଜୁନ୍ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ଯେଉଁଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ। ଏହି ସଂଘର୍ଷରେ ଚାଇନା ସୈନ୍ୟ ଅଣମାରାତ୍ମକ ଅସ୍ତ୍ର ବ୍ୟବହାର କରିଥିଲେ।…
ଶାହରୁଖ ଖାନ୍ଙ୍କ ପୁଅ ପାଇଁ ସୁପ୍ରିମକୋର୍ଟ ଗଲା ଶିବସେନା
ମୁମ୍ବାଇ,୧୯।୧୦: କ୍ରୁଜ ଡ୍ରଗ୍ସ ପାର୍ଟିରେ ଗିରଫ ହୋଇଥିବା ଅଭିନେତା ଶାହରୁଖ ଖାନଙ୍କ ଆର୍ଯ୍ୟନଙ୍କ ମୌଳିକ ଅଧିକାରର ସୁରକ୍ଷା ଦାବିରେ ଶିବସେନା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ଏହା ସହିତ ମୁମ୍ବାଇରେ ଏନସିବିର ଭୂମିକା ସମ୍ପର୍କରେ ତଦନ୍ତ ପାଇଁ ଦାବି ମଧ୍ୟ…
ନିଯୁକ୍ତି ଲକ୍ଷ୍ୟ ୨ଗୁଣ କଲେ ଆଇଟି କମ୍ପାନୀ
ନୂଆଦିଲ୍ଲୀ,୧୯।୧୦: ଟିସିଏସ୍, ଇନ୍ଫୋସିସ, ଓ୍ବିପ୍ରୋ ଏବଂ ଏଚ୍ସିଏଲ୍ ଭଳି ଦେଶର ୪ ପ୍ରମୁଖ ଆଇଟି କମ୍ପାନୀ ଚଳିତ ଆର୍ଥତ୍କ ବର୍ଷ ଲାଗି ସେମାନଙ୍କ ନିଯୁକ୍ତି ପ୍ରଦାନ ଲକ୍ଷ୍ୟକୁ ୨ ଗୁଣ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ୧.୬୦ ଲକ୍ଷ ଫ୍ରେସର୍ସଙ୍କୁ ଚାକିରି ଦେବେ…
ବିବାଦରେ ଫାବ୍ଇଣ୍ଡିଆ ବିଜ୍ଞାପନ
ନୂଆଦିଲ୍ଲୀ, ୧୯ା୧୦: ପୋଷାକ, ଘର ସାଜସଜ୍ଜା ଏବଂ ଲାଇଫଷ୍ଟାଇଲ ଉତ୍ପାଦ କମ୍ପାନୀ ଫାବ୍ଇଣ୍ଡିଆ ପାର୍ବଣ ଋତୁ ଉପଲକ୍ଷେ ପ୍ରସ୍ତୁତ କରିଥିବା ଏକ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି। ନୂଆ ଦୀପାବଳି କଲେକ୍ସନକୁ ନେଇ ଫାବ୍ଇଣ୍ଡିଆ ‘ଜଶ୍ନ-ଇ-ରିଓ୍ବାଜ୍’ ନାମରେ କରିଥିବା ଏକ…
କୋଭିଡ୍ରେ କୋଲିନ ପଓ୍ବେଲଙ୍କ ପରଲୋକ
ଓ୍ବାଶିଂଟନ, ୧୯।୧୦: ଆମେରିକାର ପ୍ରଥମ କୃଷ୍ଣକାୟ ପରରାଷ୍ଟ୍ର ସଚିବ କୋଲିନ ପଓ୍ବେଲଙ୍କର ସୋମବାର କୋଭିଡ୍ରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ. ବୁଶ୍ଙ୍କ ପ୍ରଶାସନରେ ୨୦୦୧ ଜାନୁୟାରୀରୁ ୨୦୦୫ ଜାନୁୟାରୀ ପର୍ଯ୍ୟନ୍ତ ପରରାଷ୍ଟ୍ର…
ଭୂପେଶ ନଂ.୧ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧୯।୧୦: ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ତାଲିକାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦ୍ୱିତୀୟ ସ୍ଥାନରେ ଥିବାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି।…
ଗିରଫ ହେଲେ ଏହି ଅଭିନେତ୍ରୀ
ଅଭିନେତ୍ରୀ ଯୁବିକା ଚୌଧୁରୀଙ୍କୁ ହରିୟାଣା ପୋଲିସ ଏକ ଅପମାନଜନକ ମନ୍ତବ୍ୟ ମାମଲାରେ ଗିରଫ କରିଛି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶେୟାର ହୋଇଥିବା ଏହି ଭିଡିଓ ଯୋଗୁ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା।…
ଆଉ ଏକ ବଡ଼ ଉପଲବ୍ଧି ହାସଲ କଲେ କୋହଲି
ଦୁବାଇ,୧୯।୧୦: ଦୁବାଇର ମ୍ୟାଡାମ ତୁଷାଦ ସଂଗ୍ରହାଳୟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ନୂତନ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହି ନୂତନ ପ୍ରତିମୂର୍ତ୍ତିରେ କୋହଲିଙ୍କୁ ଭାରତୀୟ ଦଳର ନୀଳ ଜର୍ସିରେ ନଜର ଆସିଛନ୍ତି। ମହମ ସଂଗ୍ରହାଳୟରେ ଏହା କୋହଲିଙ୍କ ପ୍ରଥମ…
Archives


