Home

ଏମିତି ମହିଳାଙ୍କୁ ସଲାମ

କୋଲକତା,୬।୧୨:ବିବାହ ସମାରୋହରେ ଖାଦ୍ୟର ବହୁତ ଅପଚୟ ହୁଏ। ବିବାହରେ ଲକ୍ଷ୍ୟଠାରୁ ଅଧିକ ଖାଦ୍ୟ ପ୍ରସ୍ତୁତ ହୁଏ। କିନ୍ତୁ ବେଳେବେଳେ ଖାଦ୍ୟ ବଳକା ରହିଯାଏ। ପରେ ସେହି ଖାଦ୍ୟ ଅଳିଆ ଆବର୍ଜନାରେ ପକାଯାଏ। କିନ୍ତୁ ଖାଦ୍ୟ ନଷ୍ଟ କରିବା ପରିବର୍ତ୍ତେ କୋଲକାତାର ଜଣେ…

ସୁ କିଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ…

ନାପିଦ୍ୱ,୬।୧୨: ମ୍ୟାନ୍‌ମାରର ଏକ କୋର୍ଟ ଅଙ୍ଗ୍‌ ସାନ୍‌ ସୁ କିଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ କରିଛି। ଦେଶରେ ଘଟିଥିବା ସାମରିକ ବିଦ୍ରୋହ ସମୟରେ ସେ ପ୍ରତିରୋଧାତ୍ମକ କାର୍ଯ୍ୟ କରିଥିବା ଏବଂ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଏଭଳି ଦଣ୍ଡାଦେଶ…

ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ଗଙ୍ଗବଂଶୀ ଷୋଳଗଡ଼

ଓଡ଼ିଶାର ପବିତ୍ରମୟ ତୀର୍ଥଭୂଇଁ ଥିଲା କୋଣାଦିତ୍ୟ। ଏଠାରେ ବହୁ ପ୍ରାଚୀନ କାଳରୁ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ମନ୍ଦିର ବି ହୋଇଥିଲା। ଲାଙ୍ଗୁଳା ନରସିଂହ ଦେବ ପବିତ୍ର ତୀର୍ଥକୁ ଚଳଚଞ୍ଚଳ କରିବା ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ ଲାଗି ପଦକ୍ଷେପ…

ନୂଆ ରୂପରେ କରୋନା ଭୂତାଣୁ

ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନା ଭୂତାଣୁର ଏକ ନୂଆ ପରିବର୍ତ୍ତିତ ରୂପ ନେଇ ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଛି। ଏହି ନୂତନ ପରିବର୍ତ୍ତିତ ରୂପ ଅତୀତର ଡେଲଟା ରୂପଠାରୁ ଅଧିକ ଭୟାନକ ଓ ସଂକ୍ରମଣଶୀଳ ବୋଲି ଜଣାପଡ଼ିଛି । ଏହି…

ଇତିହାସ ରଚିଲା ଭାରତ

ମୁମ୍ବାଇ,୬।୧୨: ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ପରାସ୍ତ କରିବା ପରେ ଭାରତ ମ୍ୟାଚ ଏବଂ ସିରିଜ ଜିତିଥିଲା। ଟେଷ୍ଟ କ୍ରିକେଟରେ ଏହା ଭାରତର ସବୁଠୁ ବଡ ବିଜୟ। ମ୍ୟାଚ ଜିତିବା ପାଇଁ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୫୪୦ ରନ ଟାର୍ଗେଟ…

ଓ୍ବାସିମ୍‌ ରିଜଭି ଇସଲାମ ଛାଡ଼ି ହିନ୍ଦୁଧର୍ମ ଗ୍ରହଣ କଲେ…

ନୂଆଦିଲ୍ଲୀ,୬।୧୨: ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭି ଇସଲାମ ଛାଡି ସୋମବାର ହିନ୍ଦୁଧର୍ମରେ ଦୀକ୍ଷିତ ହୋଇଛନ୍ତି। କୁରାନର ଆୟତଗୁଡ଼ିକୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିବା ୱାସିମ ରିଜଭି ହିନ୍ଦୁଧର୍ମ ଗ୍ରହଣ କରିଛନ୍ତି। ସେ ୱାସିମ ରିଜଭିରୁ ଜିତେନ୍ଦ୍ର…

କପିଲଙ୍କ ପ୍ରଶ୍ନ ଶୁଣି ଲାଜେଇ ଗଲେ ଭିକି

ବଲିଉଡ୍‌ ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ସମୟରେ ଭିକିଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କମେଡି କିଙ୍ଗ୍‌ କପିଲ ଶର୍ମା ଭିକିଙ୍କୁ…

ଆଜି ରାଜ୍ୟରୁ ୧୦୫ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୧୯ ଶିଶୁ

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ସୋମବାର ରାଜ୍ୟରୁ ୧୦୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୦,୩୫୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୨ ଜଣ ଚିହ୍ନଟ ହୋଇଥିବା…

ବୁଷ୍ଟର ଡୋଜ୍‌ ନେବାକୁ ଦେଶ ଛାଡୁଛନ୍ତି ଭାରତୀୟ…

ନୂଆଦିଲ୍ଲୀ,୬।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ଆତଙ୍କ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ, ଓମିକ୍ରନ୍‌ ଭୟରେ ବହୁ ଭାରତୀୟ ଦେଶ ଛାଡୁଛନ୍ତି। ସେମାନେ ବୁଷ୍ଟର ଡୋଜ୍‌ ନେବାକୁ ବିଦେଶ ପଳାୟନ କରୁଛନ୍ତି। ଏପର୍ଯ୍ୟନ୍ତ…

ପାଣିରେ ପଡ଼ିଛି ପାଚିଲା ଧାନ

ଖୋର୍ଦ୍ଧା ଅଫିସ/ବାଲୁଗାଁ/ଟାଙ୍ଗୀ,୬ା୧୨ (ଡି.ଏନ.ଏ.): ‘ଜଓ୍ବାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାଚିଲା ଧାନ ବିଲରେ ମିଶିଯାଇଛି। ଫଳରେ ବର୍ଷକର ଦାନାପାଣି ଉଜୁଡ଼ିବା ଆଶଙ୍କାରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା, ଟାଙ୍ଗୀ, ଚିଲିକା, ବାଣପୁର, ଜଟଣୀ,…

ଜୟନ୍ତଙ୍କ ମ୍ୟାଜିକ୍‌: ନ୍ୟୁଜିଲାଣ୍ଡକୁ ଧୂଳି ଚଟେଇଲା ଭାରତ

ମୁମ୍ବାଇ,୬।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ବୃହତ୍‌ ବିଜୟ ହାସଲ କରିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ପରାସ୍ତ କରିଛି। ଫଳରେ…

୧୦୦୦ କାର୍ଡଧାରୀ ରାଶନ ସାମଗ୍ରୀରୁ ବଞ୍ଚିତ

ରସୁଲପୁର,୬ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକରେ ୧୦୦୦ରୁ ଊର୍ଦ୍ଧ୍ୱ ରାଶନକାର୍ଡଧାରୀ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ହିତାଧିକାରୀଙ୍କ ନାମ ଏକାଧିକ କାର୍ଡରେ ରହିଥିବାରୁ ସେମାନଙ୍କ କାର୍ଡ ବାତିଲ କରି ଦିଆଯାଇଛି। ଏହି ବର୍ଗରେ ଆସୁଥିବା କାର୍ଡଧାରୀଙ୍କ ରାଶନ ସାମଗ୍ରୀ ରିଟେଲରଙ୍କ କୋଟାରୁ କାଟି ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?