Home

୧୦ ବର୍ଷ ପରେ ଦଳକୁ ଫେରି ମାତ୍ର ୧୦ ମ୍ୟାଚ୍‌ରେ ବୋର୍ଡକୁ ଚମକାଇଲେ ଏହି କ୍ରିକେଟର୍‌

ଇସଲମାବାଦ,୨୩।୮: ୧୦ ବର୍ଷ ପରେ କୌଣସି ଖେଳାଳି ଦଳକୁ ଫେରିବା ହୁଏତ ସମ୍ଭବ ହୁଏନି। ଏତେ ଦିନ ଅପେକ୍ଷା କରିବା ପୂର୍ବରୁ ମଧ୍ୟ କିଛି ଖେଳାଳି ଆଶା ଛାଡି ଘରେ ବସି ଅବସର ନେଇଯାଆନ୍ତି। କ୍ରିକେଟ ଦୁନିଆରେ ଏମିତି ଅନେକ ଉଦାହରଣ…

ବିକ୍‌ନୀ ପିନ୍ଧି ସମୁଦ୍ର କୂଳରେ ଯୋଗ କରୁଥିଲେ ମହିଳା, ପଛରୁ ଆସିଲା ଏକ ଅଜଣା ଜୀବ; ଆଉ ତା’ ପରେ…

ଯୋଗ ସ୍ବାସ୍ଥ୍ୟ ପକ୍ଷେ ବହୁତ ହିତକର। ମାତ୍ର ଯୋଗ ପାଇଁ ସ୍ଥାନ, କାଳ, ପାତ୍ର ଯଦି ଠିକ୍‌ ନ ରହିବ ତେବେ ସବୁ ଗଡ଼ବଡ଼ ହୋଇଯିବ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯୋଗ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ। ମହିଳା…

ନିଜକୁ ଶାନ୍ତ ଯୁବକ କହିଲେ ରିଷଭ ପନ୍ତ: ସାଥି ଖେଳାଳି କହିଲେ…

ଲଣ୍ଡନ,୨୩।୮: ଭାରତୀୟ ଉଇକେଟ୍‌ କିପର ରିଷଭ ପନ୍ତ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ଏବେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଥିବାରୁ ପନ୍ତ ଦଳ ସହ ଅଛନ୍ତି। ଦଳ ସହ ଅଭ୍ୟାସ କରିବା ସହ ସେ ସୋସିଆଲ ମିଡିଆରେ ମଧ୍ୟ…

ଚୁଡି ବିକିବାକୁ ଆସିଥିବା ଯୁବକଙ୍କୁ ପଚରାଗଲା ଏହି ପ୍ରଶ୍ନ: ଉତ୍ତର ଶୁଣି ସ୍ଥାନୀୟ ଲୋକେ ନିର୍ଧୂମ ଛେଚିଲେ

ଇନ୍ଦୋର,୨୩।୮: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ବଙ୍ଗଳା ବାଣଗଙ୍ଗା ଷ୍ଟେଶନ ଅଞ୍ଚଳର ଗୋବିନ୍ଦ ନଗରଠାରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ପ୍ରବଳ ପଟିଥିଲେ। ତସଲିମ୍‌ ନାମକ ଯୁବକଙ୍କ ତରଫରୁ ଲିଖିତ ଅଭିଯୋଗରେ କୁହାଯାଇଛି ଯେ, ସ୍ଥାନୀୟ…

ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେନି ଏସବୁ ଖେଳାଳି…

ନୂଆଦିଲ୍ଲୀ,୨୩।୮: ଆଇପିଏଲ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି। ଆଇପିଏଲର ପ୍ରଥମ ପର୍ଯ୍ୟାୟ ଭାରତରେ ଖେଳାଯାଉଥିଲା, କିନ୍ତୁ କରୋନା ମହାମାରୀ ସଂକ୍ରମଣ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ସେପ୍ଟେମ୍ବର ୧୯ରୁ ପୁଣି ଥରେ ଆଇପିଏଲର ଅବଶିଷ୍ଟ…

ଜଳ ଭଣ୍ଡାରରେ ପାଣି ଭର୍ତ୍ତି, କେନାଲରେ ନାହିଁ

ଖଣ୍ଡପଡ଼ା,୨୩ା୮(ସ୍ବ.ପ୍ର.): ସୁନାମୁହିଁ ଜଳ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ଜଳ ମହଜୁଦ ଅଛି। ହେଲେ କେନାଲରେ ପାଣି ଆସୁ ନ ଥିବାରୁ ଚାଷଜମି ଶୁଖିଲା ପଡିଛି। ଏହାକୁ ନେଇ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ବିଭାଗୀୟ ଅଧିକାରୀମାନେ ଏ ସଂକ୍ରାନ୍ତରେ ତୁରନ୍ତ ଦୃଷ୍ଟି…

ପାଚିଲା କଦଳୀ ଖାଇଲେ ଦୂର ହେବ ଏସବୁ ସମସ୍ୟା

କଦଳୀ କଞ୍ଚା ହେଉ କି ପାଚିଲା, ଏଥିରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ପାଚିଲା କଦଳୀ ଖାଇଲେ ତାହା ପାଚନ କ୍ରିୟାକୁ ଆହୁରି ସକ୍ରିୟ କରାଇଥାଏ। ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ଯଦି ଜଣେ ଉଚ୍ଚ ରକ୍ତଚାପ ରୋଗୀ…

ମ୍ୟାଲେରିଆ : କାରଣ, ପ୍ରତିକାର

ମ୍ୟାଲେରିଆ ଜ୍ୱର ‘ମାଈଏନ୍‌ଫିଲିସ ମଶା’ କାମୁଡ଼ିବା ଦ୍ୱାରା ହୋଇଥାଏ। ସର୍ବପ୍ରଥମେ ୧୯୩୪ରେ ରୋନାଲ୍‌ଡ ରସ୍‌ ନାମକ ଜଣେ ବୈଜ୍ଞାନିକ ମ୍ୟାଲେରିଆ ପାରାସାଇଟର ବ୍ୟତୀତ ଆଣ୍ଟି ମ୍ୟାଲେରିଆ ଔଷଧ ‘କ୍ଲୋରୋକୁଇନ୍‌’ ମଧ୍ୟ ଆବିଷ୍କାର କରିଥିଲେ। ସମଗ୍ର ବିଶ୍ୱରେ ମ୍ୟାଲେରିଆ ପାରାସାଇଟ ୪ ପ୍ରକାର…

ଖୁସି ଖବର, ବୁଷ୍ଟର ଡୋଜ୍‌ ଯୋଗୁ ପ୍ରତିରୋଧକ ଶକ୍ତି ବଢୁଛି ୪ ଗୁଣା…

ତେଲଅଭିବ୍‌,୨୩।୮: କରୋନା ମହାମାରୀ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ନିକଟରେ ହୋଇଥିବା ଏକ ଗବେଷଣାରୁ ସୁଫଳ ମିଳିଛି। ଭାକ୍ସିନ୍‌ର ଦୁଇ ଡୋଜ ପରେ, ବୁଷ୍ଟର ଡୋଜ ନେବା ଦ୍ୱାରା ଶରୀର ରୋଗପ୍ରତିରୋଧକ ଶକ୍ତି ୪ ଗୁଣା ବୃଦ୍ଧି ପାଉଥିବା ଏକ ଗବେଷଣାରୁ…

ଅକ୍ଟୋବରରେ ଆସିବ ତୃତୀୟ ଲହର!

ନୂଆଦିଲ୍ଲୀ,୨୩।୮: ନିକଟରେ କରୋନା ସଂକ୍ରମଣ ବୃଦ୍ଧି ହେବା ସମ୍ପର୍କରେ ନୀତି ଆୟୋଗ ଚେତାବନୀ ଦେଇଛି। ଏହା ସହିତ ଏବେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଗଠିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଷ୍ଟର ମ୍ୟାନେଜମେଣ୍ଟ(ଏନ୍‌ଆଇଡିଏମ୍‌) ର ଏକ ବିଶେଷଜ୍ଞ କମିଟି କରୋନା ତୃତୀୟ ଲହରକୁ…

ମନପସନ୍ଦର ଶ୍ରୀକ୍ଷେତ୍ର ଖଜା

ପୁରୀ ଅଫିସ,୨୩ା୮:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରୀକ୍ଷେତ୍ର ଯେପରି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି, ସେହିପରି ସୂର୍ଣ୍ଣାଭ ବେଳାଭୂମି ଏବଂ ଖାଦ୍ୟ ପାଇଁ ମଧ୍ୟ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ…

୭ ମାସରେ ୭୪୨ ଯକ୍ଷ୍ମା ପୀଡ଼ିତ

ପୁରୀ ଅଫିସ,୨୩।୮: ଯକ୍ଷ୍ମା ସଂକ୍ରମିତ ଚିହ୍ନଟ କ୍ଷେତ୍ରରେ ରାଜ୍ୟରେ ପୁରୀ ଜିଲା ୩ନମ୍ବର ସ୍ଥାନରେ ରହିଛି। ଜିଲା ସ୍ବାସ୍ଥ୍ୟ ବିଭାଗ ଏହାକୁ ସଫଳତା କହୁଥିବାବେଳେ ଜିଲାରେ ଯକ୍ଷ୍ମା ସ୍ଥିତି ସଙ୍ଗିନ ଥିବା ସାଧାରଣରେ ଅଭିଯୋଗ ହେଉଛି। ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri