Home

୩ ବର୍ଷରେ ଖର୍ଚ୍ଚ ହେବ ୧୮୦୦ କୋଟି

ଭୁବନେଶ୍ୱର,୨୩।୮(ବ୍ୟୁରୋ): ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରାମାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ର ଗାଇଡ୍‌ଲାଇନରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗର ଅନୁମତି ମିଳିବା ପରେ ଏହି ଯୋଜନାର ସଂଶୋଧିତ ଗାଇଡ୍‌ଲାଇନ ସହ…

ଗୁଜବକୁ ଖାତିର କରେନି: ଲିପି ମହାପାତ୍ର

ପାଠରେ ଶାଠରେ ପ୍ରେମରେ, ଝିଅ ମୁଁ ଏକ ନମ୍ବର…। ବାସ୍ତବରେ ପାଠରେ ଯେମିତି, ନୃତ୍ୟ ଏବଂ ଅଭିନୟରେ ମଧ୍ୟ ସେପରି ଦକ୍ଷତା ରଖୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଅଭିନେତ୍ରୀ ଲିପି। ପୂରା ନାଁ ସୁଶ୍ରୀ ସଙ୍ଗୀତା ମହାପାତ୍ର, ମାତ୍ର ଦର୍ଶକଙ୍କ ପାଖରେ ସେ…

କ୍ରିକେଟ୍‌ ଇତିହାସରେ ଏମିତି ରେକର୍ଡ: ୮୪ ବର୍ଷ ପରେ ବି ଭାଙ୍ଗିନି

ଆଜି ଅର୍ଥାତ୍‌ ୨୩ ଅଗଷ୍ଟ ଟେଷ୍ଟ କ୍ରିକେଟ ଇତିହାସରେ ଏକ ବିଶେଷ ଦିନ। ୧୯୩୮ ମସିହାରେ ଏହି ଦିନ ଇଂଲଣ୍ଡ ପ୍ରଥମ ଥର ପାଇଁ ଏକ ଟେଷ୍ଟର ଗୋଟିଏ ଇନିଂସରେ ୯୦୦ ରନ କରିବାରେ ସଫଳତା ହାସଲ କରିଥିଲା। ଏହି ମ୍ୟାଚ…

୩୦୦ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

କାବୁଲ,୨୩।୮: ଆଫଗାନିସ୍ତାନର ଏକମାତ୍ର ଅଞ୍ଚଳ ପଞ୍ଜଶୀର ତାଲିବାନର ନିୟନ୍ତ୍ରଣ ବାହାରେ ରହିଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶୀରକୁ ତାଲିବାନ ଦଖଲକୁ ନ ଦେବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ସାଲେହ ପଞ୍ଜଶୀରକୁ ଯାଉଥିବା ସଲାଙ୍ଗ ରାଜପଥକୁ ବନ୍ଦ କରିଦେଇଛନ୍ତି। ପଞ୍ଜଶୀର…

ଜଳ ପରିଚାଳନାରେ ଓଡ଼ିଶା ପଛୁଆ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ପାନୀୟ ଜଳ ଯୋଗାଣରେ ସମ୍ପୃକ୍ତ ଥିବା ବିଭିନ୍ନ ଜାତୀୟ ଓ ରାଜ୍ୟ ସଂସ୍ଥା, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତଥ୍ୟକୁ ଆଧାର କରି ନୀତି ଆୟୋଗଙ୍କ ଦ୍ୱାରା ଜଳ ଯୋଗାଣ ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଛି। କେବଳ ପାନୀୟ ଜଳ…

ବାଇଡେନ୍‌ଙ୍କୁ ତାଲିବାନର ନାଲି ଆଖି…

କାବୁଲ,୨୩।୮: ତାଲିବାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ନାଲି ଆଖ ଦେଖାଇଛି। ଆତଙ୍କବାଦୀ ସଂଗଠନ ପକ୍ଷରୁ ସିଧାସଳଖ ଧମକ ଦେଇ କୁହାଯାଇଛି ଯେ, ଯେ ଯଦି ବାଇଡେନ୍‌ ସରକାର ଆଫଗାନିସ୍ତାନରୁ ନିଜର ସୈନ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରତ୍ୟାହାର ନ କରନ୍ତି…

ଆଜି ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୭୪୨୬କୁ ବୃଦ୍ଧି

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟା ୬୦ ତଳକୁ କମୁନି। ସୋମବାର ସର୍ବାଧିକ ୬୮ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ…

ଆଜି ରାଜ୍ୟରୁ ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ସୋମବାର ରାଜ୍ୟରୁ ୭୬୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୧,୬୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୪୩ ଜଣ ଚିହ୍ନଟ…

ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ…

ନୂଆଦିଲ୍ଲୀ,୨୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୭୨ରେ ପହଞ୍ଚିଛି। ଏହି ସମୟ…

ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ,୨୩ା୮: ଦୀର୍ଘ ୪ ମାସର ବ୍ୟବଧାନ ପରେ ସୋମବାରଠାରୁ ସର୍ବସାଧାରଣଙ୍କ ଲାଗି ଶ୍ରୀମନ୍ଦିର ଖୋଲିଛି। କୋଭିଡ୍‌ଗାଇଡ୍‌ ଲାଇନ୍‌ ଅନୁଯାୟୀ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି। ଆର୍‌ଟିପିସିଆର ନେଗେଟିଭ୍‌ ରିପୋର୍ଟ ଏବଂ ଦୁଇଟି ଡୋଜ୍‌ ଟିକାକରଣ ରିପୋର୍ଟ ସହ…

ପୁଣି ବିପଦ, ସେପ୍ଟେମ୍ବରରୁ ପ୍ରତିଦିନ ୪ ରୁ ୫ ଲକ୍ଷ ଦୈନିକ ସଂକ୍ରମଣ ଆଶଙ୍କା…

ନୂଆଦିଲ୍ଲୀ,୨୩।୮: ପୁଣି ବିପଦ ମାଡ଼ି ଆସୁଛି। କରୋନା ମହାମାରୀର ଭୟଙ୍କର ରୂପ ପୁଣି ଥରେ ଭାରତରେ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ଏନେଇ ନୀତି ଆୟୋଗ ପକ୍ଷରୁ ଚେତାବନୀ ଦିଆଯାଇଛି। କରୋନାର ତୃତୀୟ ଲହର ନେଇ ନୀତି ଆୟୋଗ ପକ୍ଷରୁ ଅଅଗୁଆ…

୨୭ ଜିଲାରେ ମରୁଡ଼ି ଆଶଙ୍କା

ଭୁବନେଶ୍ୱର,୨୩।୮(ବ୍ୟୁରୋ): କରୋନା ମହାମାରୀରୁ ମୁକୁଳି ନ ଥିବା ବେଳେ ଓଡ଼ିଶାକୁ ମାଡ଼ିଆସୁଛି ଆଉ ଏକ ବିପଦ। ଅନାବୃଷ୍ଟି ଯୋଗୁ ରାଜ୍ୟ ଏବେ ଘୋର ସଙ୍କଟ ଭିତରକୁ ଟାଣିହୋଇ ଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଧୋକା ଦେଇଛି। ଆଷାଢ଼ ଯାଇ ଶ୍ରାବଣ ଶେଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri