ବିପିନ ରାୱତଙ୍କ ପରଲୋକରେ ଆମେରିକା, ରୁଷିଆ, ପାକିସ୍ତାନ ସମେତ ବିଭିନ୍ନ ଦେଶର ଶୋକ ପ୍ରକାଶ
ନୂଆଦିଲ୍ଲୀ,୯ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନରାଲ ବିପିନ ରାୱତଙ୍କ ବିୟୋଗରେ ଆମେରିକା, ରୁଷିଆ, ପାକିସ୍ତାନ ସମେତ ବିଭିନ୍ନ ଦେଶ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ବୁଧବାର ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଏମ୍ଆଇ ୧୭…
ଏମାନଙ୍କୁ ହୃଦ୍ଘାତ ଆଶଙ୍କା ଅଧିକ
ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭିଟାମିନ ‘ଡି’ ହାର୍ଟ ପାଇଁ ଖୁବ୍ ଜରୁରୀ। ଏହା ହାଡ଼କୁ ମଜଭୂତ କରିବା ସହ ହାର୍ଟକୁ ମଧ୍ୟ ସୁସ୍ଥ ରଖେ। ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ୟୁରୋପୀୟ…
ରାଲିରେ ଯୋଗ ଦେବାକୁ କଂଗ୍ରେସ ରଖିଲା ସର୍ତ୍ତ: ଆଣିବାକୁ ହେବ ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ
ଜୟପୁର,୯ ।୧୨: କଂଗ୍ରେସ ନେତା ଜ୍ୟୋତି ଖଣ୍ଡେଲୱାଲ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି କହିଛନ୍ତି କି ଜୟପୁରରେ ୧୨ ଡିସେମ୍ବରକୁ ହେବାକୁ ଥିବା ମହଙ୍ଗା ମାଡ ବିରୋଧୀ ରାଲିକୁ ସ୍ଥଗିତ ରଖିବା ଦରକାର । ଜ୍ୟୋତି ଖଣ୍ଡେଲୱାଲ ତାଙ୍କ…
ଓମିକ୍ରନ୍ଠାରୁ ସୁରକ୍ଷା ଦେବ ବୁଷ୍ଟର ଡୋଜ, ‘ଡବଲ ଡୋଜ’ ଉପରେ ବି ଫାଇଜରର ବଡ ଦାବି
ନ୍ୟୁୟର୍କ,୯ ।୧୨: କୋଭିଡ-୧୯ ମହାମାରୀ ପାଇଁ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଫାଇଜର କହିଛି ଗୋଟିଏ ଡୋଜ ବୁଷ୍ଟର ଓମିକ୍ରନ୍ଠାରୁ ସୁରକ୍ଷା ଦେଇପାରିବ । ଫାଇଜର ଓ ଏହାର ସହଯୋଗୀ ବାୟୋଏନଟେକ କହିଛି, ଗବେଷଣାରୁ ଜଣାପଡିଛି କି ଓମିକ୍ରନ୍ ବିରୋଧରେ ଗୋଟିଏ…
ଆସନ୍ତା କାଲି ହେବ ସିଡିଏସ୍ଙ୍କ ଶେଷ କୃତ୍ୟ ସମ୍ପନ୍ନ
ନୂଆଦିଲ୍ଲୀ,୯ ।୧୨: ତାମିଲନାଡୁର କନ୍ନୁରରେ ବୁଧବାର ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପରଲୋକ ହୋଇଛି । ଗୁରୁବାର ଉଭୟଙ୍କ ପାର୍ଥିବ ଶରୀରକୁ ସେନା…
ଗୁରୁବାର ଆନ୍ଦୋଳନରୁ ହଟିବେ ଚାଷୀ
ନୂଆଦିଲ୍ଲୀ,୮।୧୨: କୃଷି ଆଇନ ବିରୋଧରେ ୧୫ ମାସ ଧରି ଚାଲିଥିବା ଆନ୍ଦୋଳନ ଶେଷ ହେବାକୁ ଯାଉଛି। ଏମ୍ଏସ୍ପି ଲାଗି ଆଶ୍ୱାସନା ସହ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ସରକାର ରାଜି ହୋଇଥିବାରୁ ଚାଷୀ ସଂଗଠନଗୁଡ଼ିକ ଆନ୍ଦୋଳନ ଶେଷ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୬୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୮ା୧୨(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୨୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦,୪୦,୪୦୩ ଜଣ ସୁସ୍ଥ ହୋଇଥିବା ନେଇ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି…
ରୋହିତଙ୍କୁ ଦିନିକିଆ ଦଳର ନେତୃତ୍ୱଭାର
ନୂଆଦିଲ୍ଲୀ,୮।୧୨: ଟି୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଥିବା ରୋହିତ ଶର୍ମାଙ୍କୁ ବୁଧବାର ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଏଥିସହ ବରିଷ୍ଠ ଓପନିଂ ବ୍ୟାଟରଙ୍କୁ ବରିଷ୍ଠ ମିଡଲ ଅର୍ଡର ବ୍ୟାଟର ଅଜିଙ୍କ୍ୟ ରାହାନେଙ୍କ ବଦଳରେ ଦିଆଯାଇଛି ଟେଷ୍ଟ ଫର୍ମାଟରେ ଉପ…
୧୨ରେ ହିଞ୍ଜିଳି ଗସ୍ତରେ ମୁଖ୍ୟମନ୍ତ୍ରୀ
ହିଞ୍ଜିଳିକାଟୁ,୮ା୧୨(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ହିଞ୍ଜିଳି ଗସ୍ତରେ ଆସିବେ। ଏନେଇ ବୁଧବାର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ ହିଞ୍ଜିଳି ଗସ୍ତ କରି ସମୀକ୍ଷା କରିଥିଲେ । ୨୦୧୯ ସାଧାରଣ…
ଡ୍ରପ୍ ଆଉଟ୍ରେ ରାଜ୍ୟରେ ଦ୍ୱିତୀୟ କେନ୍ଦୁଝର
କେନ୍ଦୁଝର,୮ା୧୨(ସ୍ବ.ପ୍ର.): ଖଣିଖାଦାନ ଭରା କେନ୍ଦୁଝର ଜିଲାରେ ଶିକ୍ଷକ ଅଭାବ ସାଙ୍ଗକୁ ଉତ୍ତମ ଶିକ୍ଷା ବ୍ୟବସ୍ଥାର ଅଭାବ ଯୋଗୁ ଡ୍ରପ୍ ଆଉଟ୍ ସଂଖ୍ୟା ବଢୁଛି। ୨୦୧୯-୨୦ ତଥ୍ୟ ଅନୁଯାୟୀ, ରାଜ୍ୟରେ ଅଧାରୁ ପାଠ ଛାଡ଼ିଥିବା ପିଲା ସଂଖ୍ୟା ୮୧୬୮ ରହିଥିବା ବେଳେ ସେଥିରୁ…
ବିପିନ ରାଓ୍ବତଙ୍କ ପୂର୍ବରୁ ଏସବୁ ନେତାମାନଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ଯାଇଛି ଜୀବନ
ନୂଆଦିଲ୍ଲୀ,୮ା୧୨: ସିଡିଏସ୍ ବିପିନ ରାଓ୍ବତଙ୍କ ବୁଧବାର ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହାନି ଘଟିଛି। ଏହି ଦୁର୍ଘଟଣା ସତେ ଯେମିତି ପୂର୍ବ ଘଟଣାର ସ୍ମୃତି ଫେରାଇ ଆଣିଛି। ଏହା ପୂର୍ବରୁ ଅନେକ ଭାରତୀୟ ରାଜନେତାଙ୍କ ବିମାନ ଦୁର୍ଘଟଣାରେ ପ୍ରାଣହାନି ଘଟିଛି।…
ଚପର ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବିପିନ ରାଓ୍ବତ
ନୂଆଦିଲ୍ଲୀ,୮।୧୨: ତାମିଲନାଡୁର କୁନୁରଠାରେ ବୁଧବାର ଘଟିଥିବା ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ରହିଛନ୍ତି ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ବତ। ଦୁର୍ଘଟଣା ବେଳେ ଚପରରେ ଉପସ୍ଥିତ ଥିବା ତାଙ୍କ ପତ୍ନୀ ମଧୁଲିକା…

