ଡିପ୍ରେସନ୍ରେ ଥିଲେ ରହସ୍ୟମୟୀ ସ୍ପିନର୍: ଗୋଟିଏ ଫୋନ୍ କଲ୍ ବଦଳାଇ ଦେଲା ଭାଗ୍ୟ
ନୂଆଦିଲ୍ଲୀ,୯।୯:୨୦୧୫ରେ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ୨.୪୦ କୋଟି ଟଙ୍କାରେ କିଣାଯାଇଥିବା ବେଳେ ରହସ୍ୟ ସ୍ପିନର କେସି କାରିଆପ୍ପା କେହି ଜାଣି ନ ଥିଲେ। କାରିଆପ୍ପାଙ୍କୁ ଏକ ରହସ୍ୟମୟୀ ସ୍ପିନର କୁହାଯାଉଥିଲା କିନ୍ତୁ ସେ ତାଙ୍କ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିପାରି…
ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ,୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆରମ୍ଭ ହୋଇଥିବା କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଏବଂ…
ବାୟୁସେନା ପାଇଁ ୫୬ ବିମାନ କ୍ରୟକୁ ମଞ୍ଜୁରୀ
ନୂଆଦିଲ୍ଲୀ, ୯।୯: ଭାରତୀୟ ବାୟୁସେନାର ପୁରୁଣା ଆଭ୍ରୋ ବିମାନ ସ୍ଥାନରେ ସାମିଲ ହେବ ଟ୍ବିନ୍-ଟର୍ମୋପ୍ରପ୍ ସି-୨୯୫ଏମ୍ଡବ୍ଲ୍ୟୁ ବିମାନ। ଏଭଳି ୫୬ଟି ବିମାନ କିଣିବା ପ୍ରସ୍ତାବକୁ ବୁଧବାର ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି (ସିସିଏସ୍) ମଞ୍ଜୁରୀ ପ୍ରଦାନ କରିଛି। ପ୍ରସ୍ତାବ ଅନୁଯାୟୀ ସ୍ପେନ୍ର…
ତାଲିବାନ୍କୁ ମହିଳାଙ୍କ ଚ୍ୟାଲେଞ୍ଜ
କାବୁଲ, ୯ା୯: ସରକାର ଗଢ଼ିଲେ ମହିଳାଙ୍କ ସମେତ ସବୁ ବର୍ଗର ଲୋକଙ୍କୁ ସାମିଲ କରିବୁ। ଇସ୍ଲାମୀୟ ଆଇନ ଅନୁସାରେ ମହିଳାମାନେ ଅଧିକାର ଓ ସ୍ବାଧୀନତା ଉପଭୋଗ କରିବେ ବୋଲି କଥା ଦେଇଥିଲା ତାଲିବାନ୍। ହେଲେ ଆତଙ୍କବାଦୀ ସଙ୍ଗଠନ ସେପ୍ଟେମ୍ବର ୭ରେ କାମଚଳା…
୧୪ ତାଲିବାନୀ ମନ୍ତ୍ରୀ ଆତଙ୍କବାଦୀ
କାବୁଲ/ପେଶାଓ୍ବର,୯ା୯: ତାଲିବାନ୍ର କଠୋରପନ୍ଥୀ ଅନ୍ତରୀଣ ସରକାରରେ ଏଭଳି ୧୪ ଜଣଙ୍କୁ ମନ୍ତ୍ରୀ କରାଯାଇଛି, ଯାହାଙ୍କୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ପକ୍ଷରୁ ଆତଙ୍କବାଦର କଳାତାଲିକାରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦ ଓ ତାଙ୍କ ଦୁଇ ଉପପ୍ରଧାନମନ୍ତ୍ରୀ…
ସହଜରେ ବୁଝିହେବା ଭଳି ରାୟ ଦିଅ
ନୂଆଦିଲ୍ଲୀ,୯।୯: ଗୋଟିଏ ରାୟରୁ ବିଚାରପତିଙ୍କ ବ୍ୟକ୍ତିତ୍ୱ ପ୍ରତିଫଳିତ ହୋଇଥାଏ। ରାୟ ଲେଖିବା ଏକ କଳା, ଯହିଁରେ ଆଇନ ଓ ଯୁକ୍ତିର ନିପୁଣ ବ୍ୟବହାର ଜରୁରୀ। ତେଣୁ ହାଇକୋର୍ଟ ବିଚାରପତିମାନେ ଦେଉଥିବା ରାୟକୁ ସେମାନେ ଏପରି ଢଙ୍ଗରେ ଲେଖିବା ଉଚିତ, ଯାହାକୁ ସହଜରେ…
ବାଚସ୍ପତିଙ୍କୁ ଗୃହକୁ ଛାଡ଼ିଲେନି
ଭୁବନେଶ୍ୱର,୯।୯(ବ୍ୟୁରୋ): ଖଣି ଦୁର୍ନୀତି ପ୍ରସଙ୍ଗ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କଲେ ନାହିଁ। ଏହାକୁ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ହୁଲସ୍ଥୂଲ କରିଛନ୍ତି। ମୁଲତବୀ ଗ୍ରହଣ କର, ନଚେତ୍ ଗୃହ ଚଳାଇ ଦେବୁନାହିଁ। ଏଭଳି ଜିଦ୍ରେ ଅଡ଼ିବସି…
ବିବାହ ମଣ୍ଡପକୁ ଯାଉଥିବାବେଳେ ବାଟରେ କନ୍ୟାଙ୍କ ଗାଡି ହେଲା ଖରାପ; ଆଉ ତା’ପରେ
ନଟିଂହାମଶାୟର୍: କୌଣସି ସ୍ଥାନକୁ ଶୀଘ୍ର ଯାତ୍ରା କରିବାକୁ ଥିଲେ, ବାଟରେ ଗାଡି ଖରାପ ହେବା ପ୍ରାୟ ଅଧିକାଂଶ ଲୋକଙ୍କ ସହ ଘଟିଥାଏ। ଏହି ସମୟରେ ମନରେ ରାଗ ଆସିବା ମଧ୍ୟ ସ୍ବାଭାବିକ। କେବଳ ଏତିକି ନୁହେଁ, ସେହି ସମୟରେ କ’ଣ କରାଯିବ…
ଶିଖର-ଆୟେଶାଙ୍କ ପୂର୍ବରୁ ଏହିସବୁ ଭାରତୀୟ କ୍ରିକେଟର୍ଙ୍କ ଛାଡପତ୍ର ଥିଲା ଚର୍ଚ୍ଚାରେ
ଭାରତୀୟ କ୍ରିକେଟ ଦଳର ଓପନର୍ ଶିଖର ଧାୱନ ଏବଂ ସ୍ତ୍ରୀ ଆୟେଶା ମୁଖାର୍ଜୀ ବିବାହର ଆଠ ବର୍ଷ ପରେ ଅଲଗା ହୋଇଯାଇଛନ୍ତି। ଶିଖର-ଆୟେଶାଙ୍କର ଏକ ପୁଅ ଅଛି, ଯାହାର ନାମ ଜୋରଭର୍। ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଆୟେଶା ତାଙ୍କ ଛାଡପତ୍ର…
ବୋଟ୍ ଦୁର୍ଘଟଣା, ୩୦ ନିଖୋଜ
ଗୁଆହାଟି,୯।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ପରସ୍ପରକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ୩୦ ଜଣ ଏବେ ମଧ୍ୟ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଦୁର୍ଘଟଣା ବେଳେ ଉଭୟ ବୋଟରେ ପ୍ରାୟ ୨୦୦…
ବିଜେଡିରୁ ନିଲମ୍ବିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ
ଭୁବନେଶ୍ୱର,୮।୯: ଭାଜପା ନେତାଙ୍କୁ ମାଡ଼ ମାରିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଏନେଇ ବିଜେଡି ବୁଧବାର ଏକ ପ୍ରେସ ବିବୃତି ଜାରି କରିଛି। ବିଧାୟକ…
ଆଜି ହୋଇପାରେ ବିଶ୍ୱକପ୍ ଟିମ୍ ଘୋଷଣା; ଜାଣନ୍ତୁ କାହାକୁ ମିଳିପାରେ ସୁଯୋଗ…
ନୂଆଦିଲ୍ଲୀ,୮।୯: ବିଶ୍ୱକପ୍ ଟି-୨୦ ଆରମ୍ଭ ହେବାକୁ ଆଉ କିଛି ସପ୍ତାହ ବାକି। ଅକ୍ଟୋବର-ନଭେମ୍ବରରେ ଏହି ଟୁର୍ନାମେଣ୍ଟ ୟୁଏଇରେ ଖେଳାଯିଏ। ଏଥିରେ ଭାଗ ନେବାକୁ ଥିବା ଦଳମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କିଛି ଦେଶ ବିଶ୍ୱକପ୍ ଲାଗି ନିଜର ଟିମ୍ ମଧ୍ୟ…
Archives


