Home

ଭବ୍ୟ ବଙ୍ଗଳା ସାଙ୍ଗକୁ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ମାଲିକ ଏହି ହ୍ୟାଣ୍ଡସମ୍‌ ଅଭିନେତା; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ହ୍ୟାଣ୍ଡସମ୍‌ ହଙ୍କ ଶାହିର ଶେଖ ଟେଲିପରଦାର ଏକ ଜଣାଶୁଣା ନାମ। ୨୦୦୯ରେ ‘କ୍ୟା ମସ୍ତ ହୈ ଲାଇଫ୍‌’ରୁ ସେ ନିଜର ଡେବ୍ୟୁ କରିଥିଲେ। ଏହା ପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ‘ମହାଭାରତ’, ‘କୁଛ ରଙ୍ଗ ପ୍ୟାର କେ ଐଶେ…

ମୂର୍ତ୍ତି ଉଚ୍ଚତା ବିବାଦ: ଆବେଦନ ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୧୭ା୯: ଦଶହରାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦର ରାୟ ଆଜି ପ୍ରକାଶ ପାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ସରକାରୀ ନିୟମରେ ଆଉ ପରିବର୍ତ୍ତନ ହେବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଛନ୍ତି…

ପୁଅ ପିଲାଙ୍କ ଡ୍ରେସ୍‌ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ ଛାତ୍ରୀ, ଆଉ ତା’ ପରେ…

ଗୁଆହାଟୀ,୧୭ା୯: ଆସାମରେ ଜଣେ ଛାତ୍ରୀ ପୁଅ ପିଲାଙ୍କ ଡ୍ରେସ୍‌ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିବାରୁ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମିତି ମିଳି ନ ଥିଲା। ଫଳରେ ଛାତ୍ରୀ ଜଣକ ଦେହରେ ପରଦା ଢାଙ୍କି ପରୀକ୍ଷା ଦେଇଥିଲେ। ସୋନିତପୁର ଜିଲା ତେଜପୁରର…

ଓକିଲଙ୍କ ହାତରୁ ଲକ୍ଷେ ଟଙ୍କା ଛଡ଼ାଇ ନେଇ ଗଛରେ ଚଢ଼ିଗଲା ମାଙ୍କଡ଼, ଆଉ ତା’ ପରେ…

ଉତ୍ତରପ୍ରଦେଶର ରାମପୁରରେ ଏକ ମାଙ୍କଡ଼ ଜଣେ ଓକିଲଙ୍କ ହାତରୁ ୧ ଲକ୍ଷ ଟଙ୍କା ଛଡ଼ାଇ ନେଇ ଗଛରେ ଚଢ଼ିଗଲା। ଆଉ ତା’ ପରେ ନୋଟ୍‌ଗୁଡ଼ିକୁ ଉଡ଼ାଇବାରେ ଲାଗିଲା। ଶାହାବାଦ ଥାନା ଅଞ୍ଚଳରେ ମାଙ୍କଡ଼ଟି ଏପରି କାଣ୍ଡ ଘଟାଇଛି। ବିନୋଦ ବାବୁ ନାମକ…

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

ଇସଲାମାବାଦ,୧୭।୯: ପାକିସ୍ତାନ କ୍ରିକେଟ ବୋର୍ଡର ନୂତନ ଚେୟାରମ୍ୟାନ ରମିଜ ରାଜା ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ ଇମ୍ରାନ ଖାନଙ୍କ ଭଳି କ୍ୟାପଟେନଙ୍କ ଭଳି ବାବର ଆଜମଙ୍କଠାରୁ ମଧ୍ୟ ସେ ଆଶା କରିଥିଲେ। ସେ ବାବରଙ୍କୁ ବ୍ୟକ୍ତିଗତ ଭାବରେ…

ଭାଜପାର ସେବା, ସମର୍ପଣ ଅଭିଯାନ, ଗୋଟିଏ ଦିନରେ ଦ୍ୱିପ୍ରହର ସୁଦ୍ଧା ଦିଆ ସରିଲାଣି ୧ କୋଟିରୁ ଊର୍ଦ୍ଧ୍ୱ କରୋନା ଟିକା

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ଗୋଟିଏ ଦିନ ମଧ୍ୟରେ ଅର୍ଥାତ୍ ଶୁକ୍ରବାର ଦ୍ୱିପ୍ରହର ସୁଦ୍ଧା ୧ କୋଟିରୁ…

ଭାରତର ଭାବି ଅଧିନାୟକ ଭାବେ ଏହି ଖେଳାଳିଙ୍କୁ ପ୍ରସ୍ତୁତ କରାଯାଉ: ସୁନିଲ ଗାଭାସ୍କର

ନୂଆଦିଲ୍ଲୀ,୧୭।୯: ଟି୨୦ ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଅଧିନାୟକ ପଦରୁ ହଟିବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି ବିରାଟ କୋହଲି। ଏପରି ସ୍ଥିତିରେ ଆଗାମୀ ଦିନରେ ପଦବୀ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହାନ କ୍ରିକେଟର ସୁନୀଲ…

କନଷ୍ଟେବଳ ପଦବୀରୁ ଇସ୍ତଫା ଦେବା ପରେ ସୋସିଆଲ ମିଡିଆରେ ହିଟ୍‌ ପ୍ରିୟଙ୍କା, ବେଳକୁ ବେଳ ବଢୁଛି…

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ କନଷ୍ଟେବଳ ପଦରୁ ଇସ୍ତଫା ଦେଇଥିବା ପ୍ରିୟଙ୍କା ମିଶ୍ର ଚର୍ଚ୍ଚାରେ ରହିଆସୁଛନ୍ତି। ପ୍ରିୟଙ୍କା ପୋଲିସ ବିଭାଗରେ ୧.୫୨ ଲକ୍ଷ ଟଙ୍କା ଜମା କରିବା ସହ ୟୁନିଫର୍ମ ସହ ସମସ୍ତ କିଟ୍‌ ହସ୍ତାନ୍ତର କରିଛନ୍ତି। ଏହି ସମୟରେ…

ଗମ୍ଭୀରଙ୍କ ଦାବି; ଦୁନିଆରେ କେବଳ ଜଣେ ବ୍ୟାଟ୍ସମ୍ୟାନ ବୁମ୍‌ରାଙ୍କୁ ଖେଳିପାରନ୍ତି; ସେ ହେଲେ…

ନୂଆଦିଲ୍ଲୀ,୧୭।୯: ଭାରତୀୟ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କୁ କେବଳ ଜଣେ ଖେଳାଳି ଭଲ ଭାବେ ଖେଳିପାରନ୍ତି। ସେ ହେଉଛନ୍ତି ଏବି ଡି ଭିଲିୟର୍ସ ବୋଲି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କ ସହ ବାର୍ତ୍ତାଳାପରେ ଗମ୍ଭୀର କହିଛନ୍ତି,…

କେବେ ବିବାହ କରିବେ ଶିବାଙ୍ଗୀ? ଅଭିନେତ୍ରୀ କହିଲେ…

ବମ୍ବେ: ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ ଅଭିନୟ କରି ବାହାବା ସାଉଁଟିଛନ୍ତି ଶିବାଙ୍ଗୀ ଜୋଶୀ। ଶୋ’ରେ ମୋହସିନଙ୍କ ସହ ତାଙ୍କର ଯୋଡ଼ି ବେଶ ଜମିଥାଏ। ଏପରିକି ଉଭୟଙ୍କୁ ବେଷ୍ଟ କପଲ୍‌ ବୋଲି ମଧ୍ୟ ପ୍ରଶଂସକ କୁହନ୍ତି। ତେବେ…

ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଏସସିଓ ପାଇଁ ଏକ ଚ୍ୟାଲେଞ୍ଜ: ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ବୈଠକରେ ଯୋଗ ଦେଇଛନ୍ତି। ତାଙ୍କ ଅଭିଭାଷଣରେ ସେ ତାଜିକିସ୍ତାନର ଲୋକଙ୍କୁ ତ୍ରୟୋଦଶ ସ୍ବାଧୀନତାର ତୃତୀୟ ବାର୍ଷିକୀରେ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ,…

ଚାଇନାର ଦାଦାଗିରି

ବେଜିଂ,୧୭।୯:ବିଶ୍ୱ ବ୍ୟାଙ୍କର ଡୁଇଙ୍ଗ ବିଜନେସ ରିପୋର୍ଟର ବିଶ୍ୱସନୀୟତା ଉପରେ ବଡ଼ ପ୍ରଶ୍ନ ଉଠିଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଚାଇନାର ଚାପ ଯୋଗୁ ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ୨୦୧୮ ରିପୋର୍ଟକୁ ହେରଫେର କରାଯାଇଛି। ବିଶ୍ୱ ବ୍ୟାଙ୍କର ବ୍ୟବସାୟ ରିପୋର୍ଟରେ ଅନିୟମିତତାକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri